ଲକ୍ଷେ ରୁ କେବଳ ଗୋଟିଏ ଲୋକର ଏହି ଜାଗାରେ ଥାଏ କଳାଜାଇ… ଆପଣଙ୍କର ଅଛି କି ?

ବନ୍ଧୁଗଣ ପ୍ରତି ଟି ମଣିଷ ଶରୀର ରେ କଳାଜାଇ ଗୋଟିଏ ଜାଗାରେ ନ ଥାଏ । ଶରୀରର ବିଭିନ୍ନ ଅଙ୍ଗ ରେ କଳାଜାଇ ରହିଥାଏ । ଯାହାର କିଛି ନା କିଛି ବିଶେଷ ମହତ୍ଵ ଅଛି । ଏମିତି ମୁହଁ ରେ କଳାଜାଇ, ଓଠ ତଳେ, କହୁଣି ରେ, ଛାତିରେ କଳାଜାଇ ଥିଲେ ସମସ୍ତଙ୍କର ଅଲଗା ଅଲଗା ମହତ୍ଵ ରହିଥାଏ । କିଛି ଅଜଗାରେ କଳାଜାଇ ରହିଲେ ବହୁତ ଶୁଭ ମାନା ଯାଇଥାଏ । ଆଉ କିଛି ଜାଗାରେ କଳାଜାଇ ଥିଲେ ଏହାକୁ ଅଶୁଭ ମାନା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କଳାଯାଇ ସମ୍ବଧିତ ଅନେକ କଥା ଆଲୋଚନା କରିବାକୁ ଯାଉଛୁ ।

ଆମ ଶରୀରର ପ୍ରତି ଟି ଅଙ୍ଗରେ କଳାଜାଇ ରହିଥାଏ । ବ୍ଯକ୍ତିର କଳାଜାଇ କେଉଁଟି ଥିଲେ ଭଲ ପରିଣାମ ଦେଇଥାଏ ତ ଆଉ କେଉଁଠି ଖରାପ ପରିମାଣ ପ୍ରାପ୍ତ କରିଥାଏ । ଶରୀରରେ ଥିବା କଳାଜାଇ ଅନେକ ପ୍ରକାରର ସଂକେତ ଦେଇଥାଏ କି ବ୍ୟକ୍ତି ଜୀବନରେ ଆଗକୁ କଣ ହେବ କିମ୍ବା ସେହି ବ୍ୟକ୍ତି କେଉଁ ପ୍ରକାରର ହୋଇଥାଏ, ତାର ସ୍ଵଭାବ, ବିହାର ବିଷୟରେ ଜଣା ପଡିଥାଏ । ତେବେ ଆମ ଶରୀରରେ ଏମିତି ଏକ ଜାଗାରେ କଳାଜାଇ ଅଛି ଯାହା ଖୁବ ଲୋକଙ୍କ ଠାରେ ଦେଖା ଯାଇଥାଏ ।

ଯେଉଁ ବ୍ଯକ୍ତିର ପେଟରେ କଳାଜାଇ ଥାଏ ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି । ନିଜ ଜ୍ଞାନ ଓ ବୁଢୀ ଦ୍ଵାରା ସେ ବହୁତ ଧନ ଅର୍ଜିତ କରେ । ଏଭଳି ଲକ ମିଠା ଖାଇବାକୁ ପସନ୍ଦ କରନ୍ତି । ଏମାନେ ଧନ କମାଇବାକୁ ଯେତେ ଚେଷ୍ଟା କରିଥାନ୍ତି ତା ଠାରୁ ଅଧିକା ମେହନତ ମଧ୍ୟ କରିଥାନ୍ତି । ଟଙ୍କା ସଞ୍ଚଯ ହୋଇପାରୁ ନ ଥିଲେ ତାହା ହୋଇ ପାରିବ । ଏହି ଉପାୟ କରିବା ଦ୍ଵାରା । ଏମିତି ଲୋକ କମ ବୟସରୁ ହିଁ ସଫଳତା ପ୍ରାପ୍ତି କରିଥାନ୍ତି । ଯେଉଁ ବ୍ଯକ୍ତିର ପେଟ ରେ କଳଯାଇ ରହିହି ସେ ବହୁତ ଧନବାନ ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।

ଏଭଳି ବ୍ୟକ୍ତି ଜୀବନରେ ମନ ସମାନ ପ୍ରତିଷ୍ଠା କରିଥାନ୍ତି ଯାହା ସେମାନଙ୍କର ବ୍ୟକ୍ତିତ୍ବ କୁ ବେସ ସୁଟ କରେ । ପେଟ ରେ କଳାଜାଇ ଥିଲେ ଏହା ଅନେକ ପ୍ରକାରର ଶୁଭ ସଂକେତ କୁ ଦର୍ଶାଇ ଥାଏ । ପେଟରେ କଳାଜାଇ ଥିବା କଥା ବହୁତ ସାଧାରଣ ଲୋକେ ଭାବି ଥିବେ । କିନ୍ତୁ ଏହାର ମହତ୍ଵ କେତେ ଅଧିକ ରହିଥାଏ ତାହା ସେମାନେ ଜାଣି ନ ଥାନ୍ତି ।

ଏବେ ଆପଣ ମାନଙ୍କର ଯଦି ଏହି ଜାଗାରେ କଳାଜାଇ ଅଛି ତେବେ ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *