ଲାଫିଙ୍ଗ ବୁଧ ଘରେ କେଉଁଠି ରଖିଲେ ଧନର ବୃଦ୍ଧି ହୋଇଥାଏ- Ajira Anuchinta

ଲାଫିଙ୍ଗ ବୁଧର ମହତ୍ଵ ବହୁତ ରହିଛି । ବହୁତ ପ୍ରକାର ଲାଫିଙ୍ଗ ବୁଧ ଦେଖିବାକୁ ମିଳିଥାଏ କେଉଁଠି ହାତରେ ମିଠା ଧରିଥିବେତ ଆଉ କେଉଁଥିରେ ଥଳି ଥିବ ।

କେଉଁଥିରେ ଯୋଗ କରୁଥିବେତ ଆଉ କେଉଁଥିରେ ଡ୍ରାଗନ ଉପରେ ବସିଥିବେ । ଏଣୁ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ ବୁଧ ଲାଭ ଦାଯକ ଅଟେ ଆଉ କେଉଁ ଲାଫିଙ୍ଗ ବୁଧ ଘରେ କିମ୍ବା ଅଫିସରେ ରଖିବେ ଓ କେଉଁଠି ରଖିବେ ଆଉ କେଉଁଠି ରଖିବେ ନହିଁ । ଏହି ଚିନ୍ତାରେ ନିଶ୍ଚୟ ଥିବେ । ଆପଣଙ୍କର ଏହି ସମସ୍ତଙ୍କର ଚିନ୍ତା ଦୂର କରାଯିବ ଏହି ଲେଖା ମାଧ୍ୟମରେ ।

ଲାଫିଙ୍ଗ ବୁଦ୍ଧ ବସି ଯଦି ହାତରେ ମୋତିର ହାର ଧରିଥିବେ ଏହିପରି ଲାଫିଙ୍ଗ ବୁଦ୍ଧଙ୍କୁ ଘରର ମୁଖ୍ୟ ଦ୍ଵାରରେ ଦୁଇରୁ ତିନିଫୁଟ ଉଚତାରେ କୌଣସି ସ୍ତୁଲ କିମ୍ବା ବେଞ୍ଚ ଉପରେ ରଖୀ ଦିଅନ୍ତୁ । ଏହି ଲାଫିଙ୍ଗ ବୁଦ୍ଧ ଏପରି ରଖିବେକୀ ଯେପରି ତାଙ୍କ ମୁଖ ବାହାରକୁ ରହିବ । ଆଉ ବାହାରୁ କୌଣସି ବ୍ୟକ୍ତି ପ୍ରବେଶ କରିବା ସମୟରେ ତାଙ୍କର ନଜର ସର୍ବ ପ୍ରଥମେ ଲାଫିଙ୍ଗ ବୁଦ୍ଧ ଉପରେ ପଡୁଥିବ । ଏହି ପରି ଲାଫିଙ୍ଗ ବୁଦ୍ଧ ଘରେ ସକରାତ୍ମକତା ବଢାଇ ଥାଏ । ଆଉ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରାଇଥାଏ ।

ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ, ଏପରି ଲାଫିଙ୍ଗ ବୁଦ୍ଧ ଦୋକାନ ବ୍ୟବସାୟ ଓ ଅଫିସ ପାଇଁ ଲାଭ ଦାୟକ ହୋଇଥାଏ । ଏହାକୁ ମୁଖ୍ୟ ଦ୍ଵାରା ପାଖରେ ନିଶ୍ଚିନ୍ତ ରଖିବେ । ଏହାର ଫାଇଦା ଏହା ହୋଇଥାଏକି ଆପଣଙ୍କ ରୋଜଗାର ବଢାଇଥାଏ । ଦୋକାନ ବ୍ୟବସାୟରେ ଉନତି ଦେଇଥାଏ । କାରଣ ଫେଙ୍ଗ ସୁଇ ଅନୁସାରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ ଧନକୁ ଚୁମ୍ବକ ଭଳି ଆକର୍ଷିତ କରିଥାଏ । ଧ୍ୟାନ ଦେବେ ଲାଫିଙ୍ଗ ବୁଦ୍ଧ ଧରିଥିବା ଥଳିଟି ଯେପରି ଖାଲି ନଥାଏ ପୂର୍ଣ ହେବା ଆବଶ୍ୟକ ।

ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ । ପ୍ରାୟତଃ ସବୁ ଲାଫିଙ୍ଗ ବୁଦ୍ଧ ମାଟିରେ ତିଆରି ହୋଇଥାଏ । ଯେଉଁ ମାନେ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଠିକ ସେ ନିର୍ନାୟ ନେଇପାରନ୍ତି ନହିଁ । ସେମାନେ କିପରି ସଠିକ ନିର୍ନାୟ ନେଇ ପାରିବେ ବା ନିର୍ନାୟ ନେବାର କ୍ଷମତା ବୃଦ୍ଧି କରିବା ପାଇଁ ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସରେ ନିଶ୍ଚିନ୍ତ ରଖନ୍ତୁ । ଧ୍ୟାନ ରଖିବେ ଏହି ଲାଫିଙ୍ଗ ବୁଦ୍ଧ ଭଙ୍ଗା ଫଟା ଯେପରି ହୋଇନଥାଏ । ଅବା ସେଥିରେ ଧୁଳି ବାଲି ଜମିବାକୁ ଦେବେନି । ଏହା ସହିତ ଏହାକୁ ସାବିବେଳେ ଉଚ ସ୍ଥାନରେ ରଖିବାକୁ ଚେଷ୍ଟା କରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *