ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।
ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ….

ଜୋକ-୧
ରମେଶ – ଭାଇ, ଶୁଣିଛି ତୁମ ମୋବାଇଲ ଚୋରୀ ହୋଇଯାଇଛି …..?
ସୁରେଶ – ( ଉଦାସ ମନରେ ) – ହଁ ସାଙ୍ଗ ….!!!
ରମେଶ – ତ ତାର ଚାର୍ଜାର ମୋତେ ଦେଇ ଦିଅ …!!!
ଜୋକ-୨
ବଣ୍ଟି – ସାଙ୍ଗ, ମଶା ମାନଙ୍କଠୁ ଛୁଟକାରା ପାଇବା ପାଇଁ କଣ ଉପାୟ ଅଛି….?
ଡବୁ – ରାତିରେ ଶୋଇବା ପୂର୍ବରୁ ଗୋଟେ ମଶା ମାରେ, କି ବାକି ମଶାମାନେ ପଳେଇବେ …
ଓ ତାପରେ ତମେ ମଜାରେ ସୋଇପାରିବ …..!!!

ଜୋକ-୩
ପପୁର ସ୍ତ୍ରୀ ବେହୋସ ହୋଇଗଲା …
ଡାକ୍ତର – ଇଏତ ମରିଯାଇଛି …..!!!
ଯେତେବେଳେ ତାକୁ ଜଳାଇବାକୁ ଲାଗିଲେ ସେ ଉଠିକି ବସିଗଲା ଓ କହିଲା – ମୁଁ ବଞ୍ଚିଛି …?
ପପୁ – ଚୁପଚାପ ପଡିରହ ମୂର୍ଖ, ତୁ ଡାକ୍ତରଠୁ ବେଶୀ ଜାଣିଚୁ କି ? ଜଳାନ୍ତୁ ଜଳାନ୍ତୁ …..!!!
ଜୋକ-୪
ମାଷ୍ଟର – ମଇଁଷି ଲାଙ୍ଗୁଡ କାହିଁକି ହଲାଇଥାଏ ?
ପପୁ – କାରଣ ଲାଙ୍ଗୁଡର ଏତେ ବଳ ନାହିଁ ଯେ ସେ ମଇଁଷିକୁ ହଲାଇ ପାରିବ …..!!!

ଜୋକ-୫
ଗୋଟେ ରୋଗୀ ପର୍ଚି ଦେଖାଇ ଡାକ୍ତରକୁ ପଚାରିଲା …
ଡାକ୍ତର ବାବୁ ଏହି ଔଷଧ କେମିତି ନେବି ?
ଡାକ୍ତର (ରାଗରେ ) – ପଇସା ଦେଇ, ଆଉ କେମିତି ….!!!
ଜୋକ-୬
ଗୋଟେ ମହିଳା ବନ୍ଧୁକ ଦୋକାନରେ ପହଞ୍ଚିଲା ଓ ଦୁକନଦରକୁ କହିଲା –
ମୁଁ ମୋ ସ୍ଵାମୀ ପାଇଁ ଗୋଟେ ବନ୍ଧୁକ କିଣିବି …
ଦୋକାନଦାର – ଠିକ ଅଛି ଆପଣ ପତିଙ୍କର ପସନ୍ଦ କୁହନ୍ତୁ, ବ୍ରାଣ୍ଡ ଆଦି…!!!
ମହିଳା – ବ୍ରାଣ୍ଡରେ କଣ କରିବ, କିଛିବି ଚଳିବ
ବାସ ଗୋଟେ ଗୁଳିରେ ମରିବା ଦରକାର ….!!!

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।