ଲେଡ଼ିଜ ହଷ୍ଟେଲରେ ରୋଷେୟା ଥିଲି, ସେଠିକା ଝିଅର ପ୍ରେମରେ ପଡି ଫସିଗଲି .. ଦେଖନ୍ତୁ Video କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ

ନମସ୍କାର ବନ୍ଧୁଗଣ, ଯେଉଁ ହଷ୍ଟେଲରେ ରୋଷେୟା ଥିଲେ ସେଠାରେ ଝିଅ ମାନଙ୍କ ନାଁ ରେ କରୁଥିଲେ ଫେକ ଆକାଉଣ୍ଟ । ବିଶେଷ କରି ନାବାଳିକାଙ୍କ ନାଁ ରେ ଫେକ ଆକାଉଣ୍ଟ କରି ପରିବାର ଲୋକଙ୍କୁ ଅଶ୍ଳୀଳ ଫୋଟୋ ଏଡିଟ କରି ପଠାଉଥିଲେ । ଯେବେ ୨୪ ତାରିଖ ଦିନ ଅଭିଯୋଗ ହେଲା ସାଇବର ଥାନା ମାମଲାର ତଦନ୍ତ କରି ପଟିଆ ଅଞ୍ଚଳରୁ ପରଖିତ ନାୟକଙ୍କୁ ଗିରଫ କରିଛି । ଏ ନେଇ ପରଖିତ କହିଛନ୍ତି ଯେ ସେ ଯେଉଁ ହଷ୍ଟେଲରେ କାମ କରୁଥିଲେ ସେହି ସମୟରେ ସେଠିକାର ଛାତ୍ରୀ ମାନଙ୍କ ପ୍ରେମରେ ପଡିଥିଲେ ।

ଛାତ୍ରୀ ମାନେ ଭଲ ମନ୍ଦ କଥା ହେବା ପାଇଁ ପରଖିତଙ୍କ ପାଖକୁ ଫୋନ କରନ୍ତି ଯେବେ ତାଙ୍କର ପାଠ ପଢା ସରିଯାଇଥିଲା । ପରଖିତ କହିଛନ୍ତି ମୁଁ କୌଣସି ଅଶ୍ଳୀଳ ଫୋଟୋ କୌଣସି ଝିଅର କରି ନାହାନ୍ତି ଯାହାର ଅଭିଯୋଗ ପରିବାର ଲୋକେ କରିଛନ୍ତି । ସୁନିତା ବେହେରା ନାମକ ଛାତ୍ରୀ ଯେଉଁ କଲେଜରେ ପଢୁଥିଲେ ସେଠାରେ ପରୀକ୍ଷିତଙ୍କ ରୁମକୁ ଯାଇଥାନ୍ତି ଆଉ ତାଙ୍କ ଫୋନ ନେଇ କଥା ହୋଇଥାନ୍ତି ତାଙ୍କ ସାଙ୍ଗ ମାନଙ୍କ ସହ ବୋଲି ପରଖିତ କହିଛନ୍ତି । ଆଗକୁ ପରଖିତ କହିଛନ୍ତି ସୁନିତାଙ୍କ ଘରେ ଭଡାରେ ରହିଥିଲେ ଅନେକ ସମୟରେ ସୁନିତାଙ୍କ ମା ମଧ୍ୟ ତାଙ୍କୁ ପଇସା ମାଗିଥାନ୍ତି ।

କିଛି ଦିନ ପରେ ପରଖିତ ଆନ୍ଧ୍ରା ପଳାଇଥିଲେ ଜାହ ପାଇଁ ଯୋଗାଯୋଗ ହୋଇପରିଲ ନାହି । ଏହା ପରେ ପରଖିତ ସୁନିତାଙ୍କୁ ଘରକୁ ପଇସା ଦେଲେ ନାହି କି ଯୋଗାଯୋଗ କରିଲେ ନାହି । ପରଖିତ କହିଛନ୍ତି ସେ ଗୋଟେ ଝିଅକୁ ପ୍ରେମ କରୁଥିଲେ ଆଉ ତାଙ୍କ ସହ ହିଁ ଚ୍ୟାଟିଙ୍ଗ କରିଥିଲେ । ଅନ୍ୟ ପକ୍ଷରେ ପରଖିତ ବିବାହିତ ଓ ତାଙ୍କର ୪ ବର୍ଷର ଝିଅ ମଧ୍ୟ ଅଛି ।

ପରଖିତ ଯେଉଁ ଛାତ୍ରୀ ଙ୍କୁ ଭଲ ପାଉଥିଲେ ତାଙ୍କ ସହ ବୁଲାବୁଲି କରିବାକୁ ଯାଇଛନ୍ତି । ଛାତ୍ରୀ ଜଣକ ଆଗ ପରଖିତ ଙ୍କୁ ପଚାରିଥିଲେ ତୁମେ ମ୍ୟାରେଜ କରିଛ ଆଉ ତୁମର ପିଲା ଅଛନ୍ତି କି ନାହି । ଉତ୍ତର ରେ ପରଖିତ କହିଥିଲେ ହଁ ମୋର ବାହାଘର ହୋଇଛି ଆଉ ପିଲା ମଧ୍ୟ ଅଛନ୍ତି । ଏହା ପରେ ଛାତ୍ରୀ ତାଙ୍କୁ ପଚାରିଥିଲେ ତୁମେ ମ୍ୟାରେଜ ପରେ କାହାକୁ ପ୍ରେମ କରିଛ ଉତ୍ତାରେ ପରଖିତ ନାହି କହିଥିଲେ ।

ପରଖିତ ଆଉ ଲାଭ କରିବାକୁ ଚାହୁଁଛନ୍ତି କି ନାହି ପଚାରିବାରୁ ସେ ଉତ୍ତର ଦେଇଥିଲେ ଯାହାକୁ ବାହା ହୋଇଛି ତାକୁ ଲଭ କରୁଛି । ଏମିତି ହେବା ପରେ ହଷ୍ଟେଲ ବନ୍ଦ ହୋଇଥିଲା ଲକ ଡାଉନ ସମୟରେ । ସେହି ସମୟରେ ସେହି ଛାତ୍ରୀ ଜଣକ ପରଖିତଙ୍କ ନମ୍ବର ନେଇଥିଲେ ଆଉ କଥା ହେଉଥିଲେ ।

ଏମିତିକି ତାଙ୍କ ମା ଙ୍କ ଏପରେସନ ପାଇଁ ପରକ୍ଷିତ ଟଙ୍କା ଦେଇଥିଲେ । ଅନେକ ସମୟରେ ପରଖିତଙ୍କୁ ଛାତ୍ରୀ ଟଙ୍କା ମାଗିଛନ୍ତି କିନ୍ତୁ ସେ ଦେଇ ନାହାନ୍ତି । ପରଖିତଙ୍କୁ ଛାତ୍ରୀ ପ୍ରଥମେ ପ୍ରେମ କରିବା ପରେ ସେ ତାଙ୍କ ପ୍ରେମରେ ପଡିଥିଲେ ବୋଲି ପୋଲିସ ସୂଚନା ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *