ମନୁଷ୍ୟ ତାର ଜୀବନରେ ବନଯିବା ପାଇଁ ହେଲେ ଖୁସି ପାଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ସବୁ ମନୁଷ୍ୟ ତାର ଜୀବନରେ ତାର ମନ ମୁତାବକ ସୁଖ ପାଇନଥାଏ । ଏହି ସୁଖ ଟିକକ ପାଇଁ ଜୀବନରେ ବହୁତ ପ୍ରୟାସ କରି କରି ତାର ଜୀବନ ଚାଲିଯାଏ କିନ୍ତୁ ଶୁଖ ପାଇନଥାଏ । ଜୀବନରେ ଯେତେବେଳେ ସମସ୍ୟା ବଢିଯାଏ ଖାସ କରି ଯୁବ ବର୍ଗଙ୍କର । ଯେଉଁ ମାନେ କି ଚାକିରି କରିଛନ୍ତି ବା ବ୍ୟବସାୟ କରୁଛନ୍ତି । ଏମାନଙ୍କ ଜୀବନରେ ବହୁତ ସଂଘର୍ଷ କରିବା କୁ ପଡିଥାଏ । ବେଳେ ବେଳେ ଆପଣ ମାନେ ମାନସିକ ସ୍ତରରେ ଏତେ ଅସାନ୍ତି ହୋଇଯାନ୍ତି ଯେ ଆତ୍ମହତ୍ୟା କରିବାକୁ ବି ପଛାନ୍ତି ନାହିଂ ।
କିନ୍ତୁ ଆପଣ ମାନେ ଏତେ ଭୟ କରିବାର ନାହି ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଉପାୟ ବିଷୟରେ କହିବୁ ଯାହା ଦ୍ୱାରା କି ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ବହୁତ ସହଜ ଅଟେ । ଆପଣ ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ ବୃଦ୍ଧ କିମ୍ବା ବୃଦ୍ଧା ସମସ୍ତେ ଏହି କାର୍ଯ୍ୟ କରି ନିଜ ଜୀବନର ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଆପଣଙ୍କ ଜୀବନରେ ଧନ ସମସ୍ୟା ଅଛି କି , ସ୍ୱାସ୍ଥ୍ୟ ସମସ୍ୟା ଅଛି , କୌଣସି ମାନସିକ ସମସ୍ୟା ଅଛି କିମ୍ବା ଆପଣଙ୍କୁ ଲାଗୁଛି କି ଆପଙ୍କ ଉପରେ କେହି ଜାଦୁ ଟୋନା କରିଦେଇଛନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଉନି । ଆପଣ ଗୋଟିଏ କାର୍ଯ୍ୟ କୁ ବାରମ୍ବାର କରି ଅସଫଳ ହେଉଛନ୍ତି । ଚାକିରି କ୍ଷେତ୍ର ରେ କୌଣସି ସମସ୍ୟା ଉତ୍ପର୍ଣ୍ଣ ହେଉଛି । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ ଛୋଟ ଉପାୟ କରନ୍ତୁ ।
ଯାହାକି ସାମାନ୍ୟ ଗୋଟିଏ ଲେମ୍ବୁ ଦ୍ଵାରା କରନ୍ତୁ । ଆପଣ ଶନିବାର , ରବିବାର କିମ୍ବା ମଙ୍ଗଳ ବାର ଦିନ ରାତିରେ ଗୋଟିଏ ଲେମ୍ବୁ ନେଇ ଶୋଇବା ବେଳେ ଏହୀକୁ ତକିଆ ତଳେ ରଖୀ ସୋଇ ଜାଆନ୍ତୁ । ତା ପରଦିନ ସକାଳୁ ଉଠି ସେହି ଲେମ୍ବୁକୁ ଯାହାକି ଆପଣ ଶୋଇବା ବେଳେ ମୁଣ୍ଡ ତଳେ ବା ତକିଆ ତଳେ ରଖୀ ସୋଇଥିଲେ । ସେହି ଲେମ୍ବୁ କୁ ଆପଣଙ୍କ ଘରେ ହିଁ ଛୁରି ଦ୍ଵାରା ଦୁଇଫାଳ କରିଦିଅନ୍ତୁ । ଏହା ପରେ ଆପଣ ଆପଣଙ୍କ ମୁଖ୍ୟ ଦ୍ଵାରରୁ ବାହାରକୁ ସିଧା ବାହାରି ଯାଅନ୍ତୁ ।
ଏହାକୁ ଭୋର ସମୟ ରେ କରନ୍ତୁ ଯେପରିକି ଏହା କାରିବା ବେଳେ ଯେପରି କେହି ଦେଖିପାରିବେ ନାହିଁ କି କିଛି ପଚାରି ପାରିବେ ନାହିଁ । ଘରଠୁ ସିଧା ବାହାଋ ଯାଇ ଆପଣ ଦୁଇଫାଳ ଲେମ୍ବୁକୁ ଦୁଇ ହାତରେ ଧରି ଯାଅନ୍ତୁ । ଏହି ଲେମ୍ବୁକୁ ବାମା ହାତରେ ଧରିଥିବା ଲେମ୍ବୁକୁ ଆପଣଙ୍କ ଡାହାଣ ପାର୍ଶ୍ଵରେ ପକାଇ ଦିଅନ୍ତୁ ଓ ଆପଣଙ୍କ ଡାହାଣ ହାତରେ ଧରିଥିବା ଲେମ୍ବୁକୁ ଆପଣଙ୍କ ବାମପାର୍ଶ୍ଵ ରେ ପକାଇ ଦିଅନ୍ତୁ ।
ଆପଣ ଘରର ସମୁଖ ଦିଗକୁ ଯାଅନ୍ତୁ ଯଦି ଏହା ପୂର୍ବ ଦିଗ ଥାଏ ତେବେ ଏହା ବହୁତ ଭଲ ହୋଇଥାଏ । ଆପଣ ଏହି ଲେମ୍ବୁକୁ ପାକାଇ ପଛକୁ ନ ଅନାଇ ସିଧା ଘରକୁ ଚାଲି ଆସନ୍ତୁ । ଏହା ଦ୍ଵାରା ଆପଣଙ୍କର ଥିବା ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ଜୀବନରେ ଥିବାସବୁ ସମସ୍ୟା ଦୂର ହୋଇଯିବ ଓ ଜୀବନରେ ବହୁତ ଖୁସିରେ ଜୀବନ ବିତାଇବେ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।