ଲେମ୍ବୁ ଲଙ୍କା ଘରେ, ଦୋକାନ, ଗାଡି ରେ ଟାଙ୍ଗିଲେ କେଉଁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ

ବନ୍ଧୁଗଣ ଲେମ୍ବୁ ଲଙ୍କା ରାଙ୍ଗିବାର ନିୟମ ଆଜି ନୁହେଁ ବରଂ ପ୍ରାଚୀନ ସମୟରୁ ହୋଇ ଆସୁଛି । ଲେମ୍ବୁ ଲଙ୍କା ଲୋକମାନେ ନିଜ ଦୋକାନ ବା ଘର ଆଗରେ ଟାଙ୍ଗୀଥାନ୍ତି । ଏହା ବିଷୟରେ କିଛି ଲୋକ ଜାଣି ନ ଥାନ୍ତି । କିଛି ଲୋକଙ୍କ ମତରେ ଲେମ୍ବୁ ଲଙ୍କା ଘର ଆଗରେ ଟାଙ୍ଗିଲେ ନଜର ଦୋଷ ଲାଗେ ନାହିଁ । ଏହା କିଛି ମାତ୍ରାରେ ଠିକ କିନ୍ତୁ ପୂର୍ଣ୍ଣ ସତ୍ୟ ନୁହେଁ ।

ଆଜି ଆମେ ଆପଣଙ୍କୁ କହିବୁ ଲେମ୍ବୁ ଲଙ୍କା କାହିଁକି ଟଙ୍ଗାଯାଏ ଏବଂ ଏଥିରୁ କଣ ଫାଇଦା ମିଳିଥାଏ ।  ପ୍ରାଚୀନ ପୁରନା ଅନୁଯାୟୀ ମା ଲକ୍ଷ୍ମୀ ଓ ତାଙ୍କ ଭଉଣୀ କୁ-ଲକ୍ଷ୍ମୀ ଏହା ସହ ପ୍ରତେକ ମଣିଷଙ୍କ ଜୀବନରେ ଆସିଥାନ୍ତି । ଲେମ୍ବୁ ଲଙ୍କା କୁ-ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାକୁ ଘର ଆଗରେ ଟାଙ୍ଗିଲେ କୁ-ଲକ୍ଷ୍ମୀ ଘରେ ପ୍ରବେ କରନ୍ତି ନାହିଁ ।

ଲେମ୍ବୁ ଲଙ୍କା କେବେ ଏକାଠି ରଖିବା ଉଚିତ ନୁହେଁ । ଯଦି ଆପଣ ଏହି 2 ଜିନିଷକୁ ଏକ ସହ ରଖିବେ ତେବେ ଦୁଖ ଦାରିଦ୍ରତା ଘରକୁ ମାଡି ଆସେ । ଯଦି ଆପଣ ଘର ବାହାରେ ଲେମ୍ବୁ ଲଙ୍କା ଟାଙ୍ଗୁଛନ୍ତି ତେବେ ରୋଗ ବ୍ୟାଧିରୂ ରକ୍ଷା ମିଳିବ ସହ ଦୁଖ କଷ୍ଟ ଦୂର ହୋଇଥାଏ । କାରଣ ଲେମ୍ବୁ ଲଙ୍କାର ଏତେ ଶକ୍ତି ରହିଥାଏ । ଅନେକ ପ୍ରକାରର ନେଗେଟିଭ ପ୍ରବେଶକୁ ରୋକିଥାଏ ।

ଏହା ନଜର ଦୋଷ, କଳା ବିଦ୍ୟା ରୁ ରକ୍ଷା କରେ । ଏଥିପାଇଁ ଲେମ୍ବୁ ଲଙ୍କା କଳା ବିଦ୍ୟା, ନଜର ଦୋଷକୁ ନିଜ ଆଡକୁ ଆକର୍ଷିତ କରିନିଏ । ଘର ପରିବାରକୁ ରକ୍ଷା କରିଥାଏ । ଯେଉଁ ମାନେ ଗାଡି ଚଲାଇଥାନ୍ତି ସେମାନେ ଗାଡିରେ ଲେମ୍ବୁ ଲଙ୍କା ନିଶ୍ଚୟ ଟାଙ୍ଗିବା ଉଚିତ । ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ସିନ୍ଦୁର ଆଣି ୫ଟି ଲଙ୍କା ଓ ୨ଟି ଲେମ୍ବି ଆଣି ସିନ୍ଦୁର ସବୁଥିରେ ଲଗାନ୍ତୁ ।

ଏହାକୁ ଗାଡିରେ ଟାଙ୍ଗୀ ଦିଅନ୍ତୁ । ଦେଖିବେ ବାହନ ସୁରକ୍ଷିତ ରହିବ । ଯେଉଁ ପିଲା ମାନଙ୍କୁ ବହୁତ ନଜର ଦୋଷ ଲାଗିଥାଏ ସେଭଳି ଘରେ ଲେମ୍ବୁ ଲଙ୍କା ଟାଙ୍ଗିବା ଉଚିତ । ଆପଣଙ୍କ ଘରେ କରା ଯାଇଥିବା ଗୁଣୀ ଗାରେଡି ଦୁର ହୁଏ । ଲେମ୍ବୁ ଲଙ୍କା ଘର ଆଗରେ ଟାଙ୍ଗିବା ଦ୍ଵାରା ଲୋକ ମାନେ ଭୟ କରିଥାନ୍ତି । କାରଣ ଲୋକ ମାନେ ଜୋତା ଚପଲ ପିନ୍ଧି ଘରକୁ ଯାଇଥାନ୍ତି ।

ଆଉ ଲେମ୍ବୁ ଲଙ୍କା କୁ ଦେଖି ଡରିଥାନ୍ତି । ତେବେ ଜୋତା ଚପଲରେ ଭଲ ଖରାପ କର୍ମ ନେଇ ଆସିଥାଏ । ଏହା ଆପଣଙ୍କ ଧନକୁ ନଷ୍ଟ ହେବାକୁ ଦିଏ ନାହିଁ । ଯଦି ଦୋକାନ ବା ବ୍ୟାପାର କରୁଥିବା ସ୍ଥାନରେ ଲେମ୍ବୁ ଲଙ୍କା ଟାଙ୍ଗିଲେ ଝଗଡା ଦୂର ହେବ ସହ ପିତୃ ଦୋଷ ଦୂର ହୁଏ । ଯେଉଁ ମାନଙ୍କ ଘରେ କାହାକୁ ନା କାହାକୁ ରୋଗ ଲାଗି ରହୁଛି ସେମାନେ ଲେମ୍ବୁ ଲଙ୍କା ଟାଙ୍ଗିବା ଉଚିତ । ଏହା ଦ୍ଵାରା ରୋଗ ବ୍ୟାଧି ତୁରନ୍ତ ଦୂର ହୁଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *