P ନାମ ଥିବା ଲୋକ ଆପଣଙ୍କ ପାଖରେ ଅଛନ୍ତି ତ ଥରେ ନିଶ୍ଚୟ ଦେଖନ୍ତୁ…

ସମାଜରେ ଅନେକ ପ୍ରକାର ଲୋକ ଅଛନ୍ତି ଯଦି ଆମେ ଦେଖିବା ତ ଆମେ ଶାସ୍ତ୍ର ଅନୁସାରେ ପ୍ରତେକ ବ୍ୟକ୍ତି ର ସ୍ଵଭାବ ବିଷୟରେ ଜାଣି ପାରିବା । ତାହାର ଭବିଷ୍ୟତ ମଧ୍ୟ ଜଣା ଯାଏ । ମାତ୍ର ଏହାକୁ ଛାଡିକି ଆଉ କିଛି ଜିନିଷ ଅଛି ଜେଭଳିକି କହିବା ପାଇଁ ଗଲେ ଆପଣ ଜାଣି ପାରିବେ କିଛି ଲଗା ଶାସ୍ତ୍ର ଅଛି ଯେଭଳିକି କହିବା ପାଇ ଗଲେ ସମୁଦ୍ର ଶାସ୍ତ୍ର ଗଣିତ ଶାସ୍ତ୍ର ।

ଏହି ସବୁ ଶାସ୍ତ୍ର ଅନୁସାରେ ମଧ୍ୟ ଆମେ ନିଜର କିମ୍ବା ବ୍ୟାକ୍ତିଗତ ଓ ସ୍ଵଭାବ ବିଷୟରେ ଜାଣି ପାରୁ ସେହି ବ୍ୟକ୍ତି କଣ ଚାହେଁ ତାହା ମଧ୍ୟ ଜଣା ପଡେ । କହିବା ପାଇଁ ଗଲେ ଆପଣ ଜାଣିଥିବେ କି ଏହା କିଛି ଅଲଗା ନୁହେଁ ମାତ୍ର ଏହା ର ଗଣନା ଅଲଗା ହୋଇ ପାରେ । ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି “P” ନାମରେ ଥିବା ବ୍ୟକ୍ତି ଓ ମହିଳା ଙ୍କ ସ୍ଵଭାବ ।

ଏହି ନାମର ବ୍ୟକ୍ତି କିମ୍ବା ମହିଳା କିଭଳି ହୋଇ ଥାନ୍ତି । ଏହା ଜାଣିବା ଆସନ୍ତୁ । ଯେଉଁ ମାନେ ଇଂରାଜୀ ଜାଣି ଥିବେ ସେମାନେ ଏହାକୁ ମଧ୍ୟ ଜଣାଇ ଥିବେ କି “P” କୁ ଆମେ ଓଡିଆ ରେ ପ କିମ୍ବା ଫ ଲେଖିବା ପାଇଁ ବ୍ୟବହାର କରି ଥାଉ । ତେବେ ଯେଉଁ ବ୍ୟକ୍ତି ମାନଙ୍କ ର ନାମ ଏହି ଅକ୍ଷରେ ଆରମ୍ଭ ହୋଇଥାଏ । ସେମାନେ କିଭଳି ଆସନ୍ତି ଜାଣିବା । ଏହା ଇଂରାଜୀ ବର୍ନ ମାଲାର ୧୬ ତମ ଅକ୍ଷର ଅଟେ । ଅଙ୍କ ଜ୍ଯୋତିଷ ଅନୁସାରେ ଯଦି ଆମେ ଦେଖିବା ପାଇଁ ଯିବା ତ ଏହାର ସାଥାନ ୭ ରେ ଥାଏ ।

ଯଦି କେଉଁ ଭି ପୁଅ କିମ୍ବା ଝିଅ ର ନାମ ଏହି ଅକ୍ଷରରୁ ଆରମ୍ଭ ହୁଏ ତେବେ ଆପଣ ଜଣାଇ ନିଅନ୍ତୁ କି ସେମାନେ ନିଜର ଘର ପରିବାର ଓ ସମାଜର ଦାଇତ୍ଵ ନେବା ପାଇଁ ସବୁ ବେଳେ ଆଗଭର ଥାନ୍ତି । ଏମାନେ ଖୁବ ଦୟାଳୁ ହୋଇ ଥାନ୍ତି । ଆବଶ୍ୟକ ପଡିଲେ ସେମାନେ ସବୁ ବେଳେ ସେମାନେ ସାହାଜ୍ଯ କରି ଥାନ୍ତି । ଏମାନେ ସବୁ ବେଳେ ନିଜ ଘର ଲୋକ ଓ ପରିବାର ର ବନ୍ଧୁ ମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନା କରନ୍ତି ।

ତେଣୁ ଏହି ନାମର ଲୋକ ମାନଙ୍କୁ ସବୁ ଲୋକ ମାନ ଏଅଧିକ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ଅନ୍ୟ କୁ ସାହାଜ୍ଯ ଅକରିବା ପାଇଁ ଆଗଭର ଥାନ୍ତି । ଏମାନେ ସବୁ କାମକୁ ସଠିକ କରିଥାନ୍ତି । ଏମାନେ ନିଜ ସମ୍ମାନ କୁ ଖୁବ ଜଗି ଥାନ୍ତି । ଏମାନେ ନିଜ ସମାନ କୁ ରକ୍ଷା କରିବା ପାଇଁ କିଛି ଭି କରି ପାରନ୍ତି । ଏମାନେ ଯାହା ଇଚ୍ଛା କରାନ୍ତି ତାକୁ କୌଣଶୀ ପରିସ୍ଥିତିରେ ମଧ୍ୟ କରିବା ପାଇଁ ଚେଷ୍ଟା କରନ୍ତି ।

ଏମାନେ ସାଧାରଣ ଭାବେ ବିବାହ କରନ୍ତି । ଏମାନେ ଯାହାକୁ ପସନ୍ଦ କରତି ସେ ଏମାନଙ୍କ ପାଖକୁ ଆଶି ପାରନ୍ତି ନି ଏମାନେ ଖୁବ ଅନୁଶାଶନ ପ୍ରିୟ ହୋଇ ଥାନ୍ତି । ଏମାନେ ସବୁ ବେଳେ ସମାଜରେ ଅଲଗା ସ୍ଥାନ ପାଇ ଥାନ୍ତି । ଅନେକ ସମୟରେ ଏମାନଙ୍କୁ ଲୋକ ମାନେ ଜିଦିଆ ବୋଲି କୁହନ୍ତି । କିନ୍ତୁ ଏମାନେ ଭଲ ପାଇବା ଉପରେ ବିଶ୍ଵାଶ କରନ୍ତି ନି କିନ୍ତୁ ଏମାନେ ଜେଭଳି ବ୍ୟକ୍ତି ଇଛା କରନ୍ତି ସେହି ଭଳି ମିଳେନି । ଏମାନେ ଖୁବ ବିଦ୍ଧିମାନ ଓ ଚାଳଖ ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *