S ନାମର ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଥରେ ନିଶ୍ଚୟ ଦେଖନ୍ତୁ- Name Astology

ପ୍ରତେକ ବ୍ୟକ୍ତି ର ସ୍ଵଭାବ ତାର ନାମର ପ୍ରଥମ ଅକ୍ଷର ରୁ ହିଁ ଜଣା ପଡିଥାଏ । କିଛି ଲୋକ ମାନେ ନିଜ ନାମର ପ୍ରଥମ ଅକ୍ଷର ରୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ S ନାମର ବ୍ୟକ୍ତି ଙ୍କର ସ୍ଵଭାବ ଓ ସେମାନଙ୍କର ଜୀବନ ଶୈଳୀ କିପରି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଇଂରାଜୀ ଅକ୍ଷରର ୧୯ ନମ୍ବର ରେ S ଲେଟର ପାଦିତହାଏ । ଏହି ନାମର ବ୍ୟକ୍ତି ଙ୍କ ପାଖରେ ପାଠ ସହ ବ୍ୟବହାରିକ ଜ୍ଞାନ ମଧ୍ୟ ଅଧିକ ରହିଥାଏ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।

ଏମାନଙ୍କର କଥା କହିବାର ଶୈଳୀ ଏତେ ନିଆରା ଯେ ତାଙ୍କ ସାମନାରେ ଥିବା ବ୍ୟକ୍ତି ନିଶ୍ଚିନ୍ତ ଭାବେ ଆକର୍ଷିତ ହୋଇଥାଏ । ଯେଉଁ ଠାରେ ନୂଆ କଥା ଶିଖିବାକୁ ମିଳେ ଏମାନେ ତାହା ତୁରନ୍ତ ଶିଖିବାକୁ ପସନ୍ଦ କରନ୍ତି ।

ଏହି କାରଣରୁ ଏମାନେ ପ୍ରତିଭାଶାଳୀ ହୋଇଥାନ୍ତି । ଏମାନେ ହୃଦୟ ରୁ କୋମଳ ଓ ଶାନ୍ତ ସ୍ଵଭାର ହୋଇଥାନ୍ତି । ସତ୍ୟ ଓ ସିଦ୍ଧାନ୍ତ ପାଇଁ ଏମାନେ ଅନ୍ୟ ସହ ଲଢିବାକୁ ପଛେଇ ନ ଥାନ୍ତି । ଏମାନଙ୍କର କ୍ରୋଧ ପାଇଁ ଏମାନଙ୍କୁ ଅପମାନିତ ହେବାକୁ ପଡିଥାଏ । ସୋସିଲା ମିଦାରେ ଏମାନେ ଅଧିକ ସକ୍ରିୟ ରହିଥାନ୍ତି ।

କୌଣସି ପର୍ବ ପର୍ବାଣିରେ ଏମାନେ ବହୁତ ମଜାମସ୍ତି କରୁଥିବା ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନେ ରଚନାତ୍ମକ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଯାହା ପାଇଁ ଏମାନେ କୌଣସି କାମ କୁ ଅଲଗା ଢଙ୍ଗରେ କରିଥାନ୍ତି । ଏମାନେ ନିଜ ବୁଦ୍ଧିର ପ୍ରୟୋଗ କରି ସବୁ ସମସ୍ୟାକୁ ସମାଧାନ କରିଥାନ୍ତି । ଏମାନେ ଅଧିକ ଚିନ୍ତା ଓ ବିଚାର କରିଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏହି ନାମର ବ୍ୟକ୍ତି ଲାଜ କରିଥାନ୍ତି ।

ଏମାନେ ନିଜ ମନ କଥା ସେତେବେଳେ ନିଜ ପାର୍ଟନରଙ୍କୁ କହିଥାନ୍ତି ଯେତେବେଳେ ତାଙ୍କୁ ଲାଗେ ଯେ ତାଙ୍କ ସାଥି ଦୂରେଇ ଯାଉଛି । ଏହି ନାମର ମହିଳା ମାନେ ତାଙ୍କ ସ୍ଵାମୀଙ୍କ ଠାରୁ ବିଶେଷ ପ୍ରଭାବଶାଳି ହୋଇଥାନ୍ତି । ଏହି ନାମର ମହିଳାଙ୍କର ବୈବାହିକ ଜୀବନ ସମସ୍ୟାରେ ଥିବା ବେଳେ ପୁରୁଷଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏମାନେ ଯାହାକୁ ପ୍ରେମ କରନ୍ତି ସେମାନଙ୍କର ପ୍ରତି ସମର୍ପଣ ଭାବ ଅଧିକ ରହିଥାଏ । ଏମାନେ ନିଜର ବୁଦ୍ଧି ବଳରେ ସମାଜରେ ମାନ ସମାନ ପ୍ରତିଷ୍ଠା କରିଥାନ୍ତି ।

କିଛି ସମୟରେ ଏମାନଙ୍କ ଜୀବନରେ ଏମିତି ସମୟ ଆସେ ଯେ ଏମାନେ ନିର୍ଦିଷ୍ଟ ନିଷ୍ପତି ନେଇ ପାରନ୍ତି ନାହି । ଅନ୍ୟ କ୍ଷେତ୍ର ରେ ଏମାନେ କିଛି ଭଲ କାମ କରିବାକୁ ଯାଇ ଭୁଲ ନିଷ୍ପତି ନେଇଥାନ୍ତି । ଏମାନେ ମିତ୍ରଙ୍କ ପ୍ରତି ଅଧିକ ବିଶ୍ଵସ୍ତ ହୋଇଥାନ୍ତି । ଏମାନେ ଖରାପ ସ୍ବଭାବର ନ ହୋଇଥିଲେ ମଧ୍ୟ କିଛି ସମୟରେ ଏମିତି କାମ କରିଥାନ୍ତି ଯାହା ପାଇଁ ଏମାନଙ୍କୁ ଲୋକ ମାନେ ଭୁଲ ବୁଝିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *