କର୍ମଚାରୀଙ୍କୁ ଅମ୍ବାନୀ ଙ୍କ ଗିଫ୍ଟ । ଦେଲେ 15 ଶହ କୋଟିର ଦାମୀ ଘର । ହଁ ଦର୍ଶକ ବନ୍ଧୁ ମାଲିକ ହେବ ତ ଏମିତି । ନିଜ କର୍ମଚାରୀ କୁ ଗିଫ୍ଟ ଦେଲେ ଆଲିଶାନ ଘର । ଏହା ସାଧାରଣ ଘର ନୁହେଁ ବରଂ ଏହି ଘରର ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ । କାରଣ ଏହି 22 ମହଲା ଘରର ଦାମ ହେଉଛି 15 ଶହ କୋଟି ଟଙ୍କା ।
ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାର ମ୍ୟାନ ମୁକେଶ ଅମ୍ବାନୀ ନିଜର ଡାହାଣ ହାତ କୁହା ଯାଉଥିବା ମନୋଜ ମୋଦୀ ଙ୍କୁ ଏଭଳି ଦାମୀ ଗିଫ୍ଟ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚା ରେ ରହିଛି । ଅନେକ ସମୟରେ କର୍ମଚାରୀ ମାନେ ଭଲ କାମ କରି ମାଲିକ ମାନଙ୍କର ବିଶ୍ଵସ୍ତ ହୋଇଥାନ୍ତି । ଆଉ ମାଲିକ ମାନେ ମଧ୍ୟ ସେମାନଙ୍କ ଉପରେ ବିଶ୍ଵାସ କରି ତାଙ୍କ ଉପରେ ଜରୁରୀ ଦାୟିତ୍ଵ ଦେଇଥାନ୍ତି ।
କାରଣ ସେଭଳି କର୍ମଚାରୀ ଙ୍କ ପାଇଁ କମ୍ପାନୀ ବହୁତ ଆଗକୁ ଯାଇଥାଏ । ଆଉ ଏମିତି ସମୟରେ କର୍ମଚାରୀ ଅମାନଙ୍କୁ ମାଲିକ ଗିଫ୍ଟ ଦେବାର ଆପଣ ନିଶ୍ଚୟ ଶୁଣି ଥିବେ । ଏଲେ ମୁକେଶ ଅମ୍ବାନୀ କିନ୍ତୁ ଯେଉଁ ଗିଫ୍ଟ ଦେଇଛନ୍ତି ତାହା ଏବେ ଚର୍ଚ୍ଚା ରେ ରହିଛି । ମୁକେଶ ଅମ୍ବାନୀ ଯାହାଙ୍କୁ ଗିଫ୍ଟ ଦେଇଛନ୍ତି ସେ କିଏ ଆସନ୍ତୁ ଜାଣିବା ।
ମନୋଜ ମୋଦୀ ଅନେକ ବର୍ଷ ହେବ ରିଲାଏନ୍ସ କମ୍ପାନୀ ସହ ଜଡିତ ଅଛନ୍ତି । ବର୍ତ୍ତମାନ ସେ ରିଲାଏନ୍ସ ଜିଓ ରିଟେଲ ନିର୍ଦ୍ଦେଶକ ରହିଛନ୍ତି । ଏହା ସେ ସେ ଅମ୍ବାନୀ ଙ୍କର ସନଗ ମଧ୍ୟ । କୁହାଯାଏ ମୁକେଶ ଓ ମନୋଜ ଉଭୟ ୟୁନିଭର୍ସିଟି ଡିପାର୍ଟ ମେଣ୍ଟ ଅଫ କେମିକାଲ ଟେକ୍ନୋଲୋଜିରେ ସାଙ୍ଗ ହୋଇ ପାଠ ପଢୁଥିଲେ । ପାଠ ପଢା ପରେ ବି ଉଭୟ ସାଙ୍ଗ ହୋଇ ରହିଥିଲେ ।
ଏହା ପରେ 80 ଦଶକ ରେ ରିଲାଏନସ କମ୍ପାନୀ ସହ ଜଡିତ ହୋଇଥିଲେ ମନୋଜ । ସେବେ ଠାରୁ ଏବେ ଯାଏଁ ମନୋଜ ମୋଦୀ ରିଲାଏନ୍ସ କମ୍ପାନୀ ରେ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ନିଭାଇ ସାରିଛନ୍ତି । ଆଉ ମନୋଜ ମୋଦୀ ଙ୍କୁ ଅମ୍ବାନୀ ଙ୍କ ଡାହାଣ ହାତ ବୋଲି କୁହାଯାଏ । ରିପୋର୍ଟ ଅନୁସାରେ ମନୋଜ ଙ୍କୁ ଅମ୍ବାନୀ ଦେଇଥିବା ଘରର ଦାମ 15 ଶହ କୋଟି ଟଙ୍କା ।
ଏହା ନାଭି ମୁମ୍ବାଇ ର ନେପୋନିୟାନ ସି ରୋଡ ରେ ଅବସ୍ଥିତ ଅଟେ । ଆଉ ଏହି 2 ମହଲା ମହଲର ନାମ ହେଉଛି ବୃନ୍ଦାବନ । ବିଲଣ୍ଡିଙ୍ଗ ର ପ୍ରତେକ ମହଲା 8000 ବର୍ଗ ଫୁଟ ହୋଇଥିବା ବେଳେ ଏହି ବିଲଡିଙ୍ଗର ମୋଟ କ୍ଷେତ୍ରଫଳ 1.7 ଲକ୍ଷ ବର୍ଗ ଫୁଟ ରହିଛି । ଏହାର ପ୍ରଥମ 7 ମହଲା ରେ ପାରକିଙ୍ଗ ସୁବିଧା ରହିଛି ।
ଏହା ସହ ଏଥିରେ ବ୍ୟବହାର ହୋଇଥିବା ଫର୍ଣ୍ଣିଚର ଇଟାଲୀ ରୁ ଆସିଛି । ଭାରତର ଜଣେ ବିଶିଷ୍ଟ ଉଦ୍ଯୋଗ ପତି ହେଉଛନ୍ତି ମୁକେଶ ଅମ୍ବାନୀ । ବିଜଣେଶରେ ନୂଆ ନୂଆ ଆଇଡିଆକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅମ୍ବାନୀ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ଏଭଳି କାମକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।