ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।
ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ ।
ଏଭଳି କିଛି ପୁସ୍ତକ ବାହାରେ ପ୍ରଶ୍ନ ରହିଛି ଯାହାକୁ ହୁଏ ତ ଖୁବ କମ ଲୋକ ଜାଣି ଛନ୍ତି । ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଜାଣି ପାରିଲେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସହଜରେ ଲେଖି ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- ଚନ୍ଦ୍ର ର ଆଲୋକ ପୃଥିବୀ ରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ?
ଉତ୍ତର- ୧.୩ ସେକେଣ୍ଡ ।
୨- ସୂର୍ଯ୍ୟ ର ଆଲୋକ ପୃଥିବୀ ରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ?
ଉତ୍ତର- ୫୦୦ ସେକେଣ୍ଡ ।
୩- କାହାର ୫ଟି ଆଖି ରହିଛି ?
ଉତ୍ତର- ମହୁମାଛି ।
୪- ଭାରତରେ କେତେ ଥର ନୋଟ ବନ୍ଦୀ ହୋଇଛି ?
ଉତ୍ତର- ୩ ଥର ।
୫- ସୂର୍ଯ୍ୟ କିରଣ ରେ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର- ଭିଟାମିନ-ଡି ।
୬- କେଉଁ ସାବୁନ ଭାରତରେ ଅଧିକ ବିକ୍ରି ହୁଏ ?
ଉତ୍ତର- ଡେଟଲ ।
୭- କେଉଁ ରାଜ୍ୟ ଭାରତର ସୁନା ଖଣି ଭାବରେ ଜଣାଶୁଣା ଅଟେ ?
ଉତ୍ତର- କର୍ଣ୍ଣାଟକ ।
୮- କେଉଁ ଦେଶ ସର୍ବାଧିକ ଲୁଣ ଉତ୍ପାଦନ କରିଥାଏ ?
ଉତ୍ତର- ଚୀନ ।
୯- କାଗଜ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଚୀନ ।
୧୦- କେଉଁ ଦେଶର ଲୋକେ ସର୍ବାଧିକ ପିଆଜ ଖାଆନ୍ତି ?
ଉତ୍ତର- ନରୱେ ।
୧- କେଉଁ ସହର କୁ ସୁନାର ସହର କୁହାଯାଏ ?
ଉତ୍ତର- ଅମୃତସର ।
୧୨- କ୍ଯାପଟେନ କୁଲ ନାମରେ କାହାକୁ କୁହାଜେ ?
ଉତ୍ତର- ଧୋନୀ ।
୧୩- ଲାଇଫବଏ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ଇଂଲଣ୍ଡ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।