ଦେଖନ୍ତୁ, କାହିଁକି ପୋଲିସ ସାମ୍ନାରେ ଏହି ମଡେଲ କାହିଁକି ଉତାରିଲେ ନିଜ ଡ୍ରେସ, ତା ପରେ ଯାହା ହେଲା ଦେଖନ୍ତୁ Video

ଲିଫ୍ଟ ଭିତରେ ଛିଡା ହୋଇ ହଙ୍ଗମା କରୁଥିବା ଏହି ଝିଅ ଆପାର୍ଟମେଣ୍ଟର ଥିବା ନିଜ ଘରକୁ ଯିବାକୁ ଚାହୁଁଛି । କିନ୍ତୁ ପୋଲିସ ବାଲା ଓ ଗାର୍ଡ ଲିଫ୍ଟକୁ ଅଟକାଇ ଛିଡା ହୋଇଛନ୍ତି । ଏହି ବାକ୍ୟା ମୁମ୍ବାଇ ଲୋଖଂଡୱାଲା କମ୍ପ୍ଲେକ୍ସର ଅଟେ । ଯେଉଁଠି ରାତି ୩ ଟା ସମୟରେ ନିଶାରେ ଏହି ଝିଅ ପୋଲିସ ବାଲା ସହ ଝଗଡା କରିବା ଆରମ୍ଭ କରିଦେଲା । ଏହି ଝିଅ ଜଣକ ଜଣେ ମଡେଲ ଅଟେ । ଯିଏକି ଏହି ଆପାର୍ଟମେଣ୍ଟରେ ପେଇଙ୍ଗିଗେସ୍ଟ ରୂପରେ ରହୁଛି ।

କିନ୍ତୁ ଅଧିକ ରାତିରେ ଯେତେବେଳେ ଏହି ମଡେଲ ଏହି ଆପାର୍ଟମେଣ୍ଟକୁ ପହଞ୍ଚିଲା ତେବେ ସେ ଗାର୍ଡକୁ ସିଗାରେଟ ଆଣିବାକୁ କହିଲା । ଆରୋପ ଏହା ଅଟେ କି ଗାର୍ଡ ଯେତେବେଳେ ତା କଥା ଶୁଣିଲା ନାହିଁ ତେବେ ମଡେଲ ତାକୁ ଚାପୁଡା ମାରିଦେଲା ।

ଏହା ପରେ ମଡେଲ ୧୦୦ ନମ୍ବର ଡାଏଲ କରି ପୋଲିସକୁ କହିଲା କି ଗାର୍ଡ ତା ସହିତ ଖରାପ ବ୍ୟବହାର କରିଛି । କିନ୍ତୁ ଯେତେବେଳେ ପୋଲିସ ସେହି ସ୍ଥାନକୁ ଗଲା ତେବେ ଗାର୍ଡ ବି ନିଜର ପକ୍ଷ ରଖିଲା । ପୋଲିସ ଝିଅକୁ ନିଜ ସହିତ ପୋଲିସ ଷ୍ଟେସନକୁ ଯିବା ପାଇଁ କହିଲା ।

କିନ୍ତୁ ମଡେଲର କହିବାର ଥିଲା କି ସେ ରାତି ୩ ଟା ସମୟରେ ସେ କୌଣସି ବି ଅବସ୍ଥାରେ ପୋଲିସ ଷ୍ଟେସନ ଯିବେ ନାହିଁ । ସେ ବାରମ୍ବାର କହୁଥିଲା କି ପୋଲିସ ତାଙ୍କର ଓକିଲ ସହ କଥାବାର୍ତ୍ତା କରନ୍ତୁ । ଦେଖୁ ଦେଖୁ ହଙ୍ଗାମା ବଢିବାରେ ଲାଗିଲା ।

ଏହା ପରେ ଯାହା ହେଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଚିନ୍ତା କରିବାକୁ ଲାଗିଲେ କି ଏହି ଝିଅ କଣ କରୁଛି । ହଙ୍ଗାମା ବଢିବା ପରେ ମଡେଲ ନିଜର ଡ୍ରେସ ଓଲହାଇ ଦେଲା । ଡ୍ରେସ ଖୋଲିବା ପରେ ବି ସେ ବହୁତ ହଙ୍ଗାମା କରିଲା । ବାଧ୍ୟ ହୋଇ ପୋଲିସକୁ ପଛକୁ ହଟିତିବାକୁ ପଡିଲା । କହିଦେଉଛୁ କି ପୋଲିସଙ୍କ ଅନୁସାରେ କୌଣସି ବି ମହିଳାକୁ ରାତିରେ ଆରେଷ୍ଟ କରି ଥାନାକୁ ନେଇ ହବ ନାହିଁ ।

ପୋଲିସ ସହିତ କୌଣସି ମହିଳା କନେଷ୍ଟବଳ ବି ନ ଥିଲେ । ଭି-ଡି-ଓରେ ଦେଖି ପାରିବେ କି ମଡେଲ ଜଣକ ଅନ୍ୟ ଏକ ଗାର୍ଡ ସହ ଖରାପ ବ୍ୟବହାର କରୁଥିବାର ନଜର ଆସୁଛି । ଏହି ଘଟଣା ପରେ ଏହି ମଡେଲ ଜଣକ ଟ୍ଵିଟର ଉପରେ ନିଜର ପକ୍ଷ ରଖି କହିଲା କି ସମସ୍ତେ ଛିଡା ହୋଇ ଭି-ଡି-ଓ କରୁଥିଲେ କିନ୍ତୁ କେହି ବି ତାର ସାଥ ଦେଉ ନ ଥିଲେ ସେଥିପାଇଁ ସେ ଡ୍ରେସ ଖୋଲି ଘଟଣାର ବିରୋଧ କରିଲେ । କହିଦେଉଛୁ କି ଏହି ଭି-ଡି-ଓ ବହୁଅତ ବର୍ଷ ପୁରୁଣା ଅଟେ ।

Leave a Reply

Your email address will not be published. Required fields are marked *