Puri ଶ୍ରୀ କ୍ଷେତ୍ରରେ ଜଣେ Police କର୍ମଚାରୀ ଲିଙ୍ଗରାଜ ମନ୍ଦିର ପାଚେରି ଆଗରେ ଠିଆ ହୋଇ କରିଛନ୍ତି ଏମିତି କାଣ୍ଡ, Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି । ବର୍ତ୍ତମାନ ସାରା ରାଜ୍ୟରେ ଦୁର୍ଗାପୂଜା ପାଳନ କରା ଯାଉଛି । ସେଥିପାଇଁ ଅନେକ ସ୍ଥାନରେ କିଛି ନା କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ହେଉଛି ତାହା ପୁରୀ ଶ୍ରୀ ମନ୍ଦିରର । ଏଠାରେ ଜଣେ ପୋ-ଲି-ସ କର୍ମଚାରୀ ପାଚରି ପାଖରେ ଠିଆ ହୋଇ ଏମିତି କିଛି କାମ କରୁଛନ୍ତି ତାହା କ୍ୟାମେରା ରେ କ-ଏ-ଦ ହୋଇଛି । ଏହି ଦୃଶ୍ୟ ଦୂରରୁ ଦେଖିଲେ ଲାଗୁଛି ଯେ ପୋ-ଲି-ସ କର୍ମଚାରୀ ଜଣକ ସେଠାରେ ଠିଆ ହୋଇ ଡିୟୁଟି କରୁଛନ୍ତି । କିନ୍ତୁ କଥା ଟା କିଛି ଅଲଗା ରହିଛି ।

ପ୍ରକୃତ କଥା ହେଉଛି ପୋ-ଲି-ସ କର୍ମଚାରୀ ଜଣକ ସେଠାରେ ଠିଆ ହୋଇ ଟଏଲେଟ କରୁଛନ୍ତି । ଏହି ଦୃଶ୍ୟ ହେଉଛି ଲିଙ୍ଗରାଜ ମନ୍ଦିର ର ଯେଉଁ ଠାରେ ପାଚେରି ଆଗରେ ଠିଆ ହୋଇ ପୋ-ଲି-ସ କର୍ମଚାରୀ ନିଜର ଡିୟୁଟି ବାହାନାରେ ଏପରି ଖରାପ କାମ କରିବାର ନଜର ଆସୁଛନ୍ତି । ସେଠାରେ ପୋ-ଲି-ସ କର୍ମଚାରୀ ଙ୍କୁ ଦୁଇ ଜଣ ଲୋକ ଦେଖୁଛନ୍ତି କିନ୍ତୁ କେହି କିଛି କହୁ ନାହାନ୍ତି । ଲିଙ୍ଗରାଜ ମନ୍ଦିରରେ ସୌନ୍ଦର୍ଜ୍ୟ ବୃଦ୍ଧି କରିବା ପାଇଁ ପ୍ରଶାସନ କେତେ କଣ କରିଛି । ଲାଇଟ ଲଗାଇବା ଠାରୁ ଆରମ୍ଭ କରି ଉଠା ଦୋକାନୀ ମାନଙ୍କୁ ସେଠାରୁ ଉଠାଇ ଦିଆ ଯାଇଛି ।

କିନ୍ତୁ କଣ ହେବ ଶେଷରେ ଏମିତି କା-ଣ୍ଡ ଏଠାରେ ଘଟୁଛି । ପରିବେଶ ଯେତେ ସୁନ୍ଦର କରିଲେ କଣ ହେବ ଏହା ଆମ ମଣିଷ ମାନଙ୍କର ପ୍ରକୃତି ଯାହା କେବେ ବଦଳିବ ନାହି । ଏହି ଭିଡିଓ ରେ ଯେଉଁ ପତାକା ଦେଖା ଯାଉଛି ସେଠାରେ ମହାକାଳୀ ଓ ମହାଦେବଙ୍କ ମନ୍ଦିର ରହିଛି ଯେଉଁ ଠାରେ ଏହି ଭଳି କାଣ୍ଡ କରିଛନ୍ତି ପୋ-ଲି-ସ କର୍ମଚାରୀ ଜଣକ ।

ତେବେ ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ ଆମ ଦେଶରେ ପୋ-ଲି-ସ ମାନେ ଏପରି କା-ଣ୍ଡ ଘଟାଉଛନ୍ତି ଯାହା ପାଇଁ ପୁରା ପୋ-ଲି-ସ ଡିପାର୍ଟମେଣ୍ଟକୁ ଲଜ୍ୟା ଅନୁଭବ କରିବାକୁ ପଡୁଛି । ତେବେ ଏଠାରେ ପୋ-ଲି-ସ କର୍ମଚାରୀ ଜଣକ ଯେଉଁ ଖରାପ କାମ କରିଛନ୍ତି ସେଥିପାଇଁ ତାଙ୍କ ବି-ରୁ-ଦ୍ଧ-ରେ କଠୋର କାର୍ଯ୍ୟ ଅନୁଷ୍ଠାନ ନେବା ଉଚିତ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *