ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ Lipsa Misharaଙ୍କ ଜବରଦସ୍ତ ଡ୍ୟାନ୍ସ ଆଗରୁ କେବେ ଦେଖି ନଥିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କୁ ମୋହୀ ନେଇଛନ୍ତି । ଏହା ଛଡା ଓଡିଆ ଜଗତର କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ଜବରଦସ୍ତ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଲାଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଟିଭି ଜଗତର ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି ।

ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ “ତୋ ଅଗଣାର ତୁଳସୀ ମୁଁ” ରେ ଲିପ୍ସା ଏତେ ସୁନ୍ଦର ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ସିରିଏଲ ରେ ଲିପ୍ସା ଓ ଚନ୍ଦନ ଙ୍କ ଯୋଡି ଆଜି ବି ଲୋକ ମାନେ ମାନେ ରଖିଛନ୍ତି ।

ଲିପ୍ସା ଙ୍କର ଦମଦାର ଅଭିନୟ ପାଇଁ ଏହି ସିରିଏଲ ଟି ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଲିପ୍ସା “ହେ ପ୍ରଭୁ” ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି । ଲିପ୍ସା ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଜୀବନ ଶୈଳୀ ମଧ୍ୟ ନିଆରା ଅଟେ ଅନ୍ୟ ମାନଙ୍କ ପେକ୍ଷା । ସେ ତାଙ୍କ ରିୟାଲ ଲାଇଫରେ ନିଜକୁ ବେଶ ଭଲ ଭାବେ ମେଣ୍ଟେନ କରି ରଖିଛନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଜବରଦସ୍ତ ଡ୍ୟାନ୍ସ ପର୍ଫୋମାଂସ ସୋସିଲା ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ କୋ ଆକ୍ଟର ଙ୍କ ସହ ଏତେ ଭଲ ଡ୍ୟାନ୍ସ କରୁଛନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିବା ସହ ଲାଇକ ମଧ୍ୟ କରୁଛନ୍ତି ।

ଏହି ଭିଡିଓ ରେ ଲିପ୍ସା ଅନେକ ଗୀତ ରେ ତାଳ ସହ ତାଲା ମିଶାଇ ନାଚିବାର ନଜର ଆସୁଛନ୍ତି । ଏହା ଛଡା ସେ ଏହି ଭିଡିଓ ରେ ଭିନ୍ନ ଭିନ୍ନ ଧରଣର ଡ୍ରେସ ପିନ୍ଧିବା ସହ ବହୁତ ଭଲ ସ୍ଟେପ ମଧ୍ୟ କରିବାର ନଜର ଆସୁଛନ୍ତି । ସେ ପିନ୍ଧିଥିବା ଲେହେଙ୍ଗା ରେ ଏତେ ଗରଜେସ ଲାଗୁଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପ୍ରଶଂସା କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ଅଭିନୟ ଓ ଡ୍ୟାନ୍ସ ପର୍ଫୋମାଂସ କିପରି ଲାଗିଲା ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *