ଆସିଲା ନୂଆ ଲିଷ୍ଟ… ଏଥର Lockdownରେ Pregnant ହେଲେ ଏହି ସବୁ Bollywood ଅଭିନେତ୍ରୀ

ବଲିଉଡ ରେ ଆପଣ ମାନେ ଜାଣିଥିବେ କି ଗ୍ଲାମର ଯେତେ ମାନେ ରଖେ । ଯଦି ଏହା ଦେଖିବା ପାଇଁ ଜୀବ ଅସତ ମଧ୍ୟ ଅଟେ । ନିଜକୁ ସୁନ୍ଦର ଦେଖାଇବା ଓ ନିଜକୁ ସବୁ ଠାରୁ ଆଗରେ ଏକ ଭଲ ଅଭିଏଟା କିମ୍ବା ଏକ ଭଲ ଅଭିନେତ୍ରୀ ହୋଇ ଗଢି ତୋଳିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ।

କିଛି ଜଣ ନିଜକୁ ଭଲ ଦେଖାଇବା ଅପାଇନ ପ୍ଲାଷ୍ଟିକ ସରଜେରୀ ମଧ୍ୟ କରାଇ ଥାନ୍ତି । ଯଦି କହିବା ପାଇଁ ଜୀବା ତ କିଛି ଜଣ ନିଜକୁ ଖୁବ ସୁନ୍ଦର ଦେଖାଇବା ପାଇଁ ଅନେକ ପ୍ରକାର ଉପଚାର ମଧ୍ୟ କରିଥାନ୍ତି । ତେବେ ଏହି ସବୁ ଭିତରେ ସେମାନେ ମା ହେବା କିମ୍ବା ନିଜ ସଂସାର କୁ ଆଗକୁ ନେବା ପାଇଁ ଭୁଲି ଯାଇ ଥାନ୍ତି ।

ଅବଶ୍ୟ ଦେଖିବା ପାଇଁ କିଛି ଜଣ ଏହି ଭଳି କରନ୍ତି କିଛି ଜଣ ବିବାହ ପରେ କିମ୍ବା ମା ହେବ ଅପରେ ମଧ୍ୟ ଖୁବ ଭଲ ଦେଖା ଯାନ୍ତି । ଏବେ ଆସନ୍ତୁ ଜାଣିବା କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁ ମାନେ ଏହି ଲକଡାଉନ ରେ ଗର୍ଭବତୀ ହେବାର ଅନୁମାନ କରା ଯାଉଛି ସେମାନଙ୍କ ପୋଷ୍ଟ ଦ୍ଵାରା । ତେବେ ଆସନ୍ତୁ ଜାଣିବା । ପ୍ରଥମେ ହେଉଛନ୍ତି ନେହା ସେ ନିଜର ପ୍ରଥମ ପିଲା ଙ୍କୁ ନେଇକି ଘୋଷଣା କରିଛନ୍ତି ଏହା ଶୁଣିବା ପାଇଁ ମଧ୍ୟ ଅନେକ ଫ୍ୟାନ୍ସ ଅପେକ୍ଷା କରିଥିଲେ ।

ସେ ଦୁଇ ଜଣ ଏହାକୁ ନେଇକି ଖୁବ ଖୁଶିରେ ଅଛନ୍ତି । ଏହା ପରେ ନାମ ଆସେ ଆଇସୋରିଆ ରାଏ ବଚନ । ତାଙ୍କର ଦ୍ଵିତୀୟ ସନ୍ତାନ କୁ ନେଇକି ସବୁ ଫ୍ୟାନ୍ସ ମାନେ ଆଗ୍ରହୀ ଥିଲେ । ତାଙ୍କ ଏବେ କରିଥିବା ପୋସ୍ତ କୁ ଦେଖିକି ଏହା ନଉମାନ କରା ଯାଉଛି କି ସେ ଦ୍ଵିତୀୟ ପିଲା ପିଲି ପାଇଁ ଚେଷ୍ଟା କରୁଛନ୍ତି । ଏହା ପରେ ନାମ ଆସେ ଦୀପିକା ପାଦୁକୋନ । ଦୀପିକା କିଛି ଏଭଳି ପୋଷ୍ଟ ଦେଉଛନ୍ତି କି ତାଙ୍କୁ ଦେଖିକି ।

ଏହା ଅନୁମାନ କରା ଯାଉଛି କି ସେ ମା ହେବ ଅପାଇନ ଯାଉଛନ୍ତି ସେ ଇଂଷ୍ଟା ଆଇଡ ରେ ଡାଡି ବୋଲି ଲେଖିଥିଲେ ଓ ରଣବିର ମଧ୍ୟ ଏହାର ଉତ୍ତର ରେ ଏକ ବେବି ର ଇମୋଜି ଦେଇଥିଲେ । ଏହାକୁ ନେଇକି ଅର୍ଜୁନ କରିଥିଲେ କି ଭାଇ ଭାଉଜ ଆପଣଙ୍କୁ ଏକ ସନ୍ତାନ ଦେବା ପାଇ ଯାଉଛନ୍ତି ।

ତେବେ ଏହି କମେଣ୍ଟ ରୁ ଏହା ଜଣା ପଡୁଛି କି ଦୀପିକା ଓ ରଣବିର ଭି ପିଲା ପିଲି ପାଇଁ ଚେଷ୍ଟା କରୁଛନ୍ତି । ଏହି ଦୁଇ ଯୋଡି ୨୦୧୮ ରେ ବିବାହ କରିଥିଲେ । ପ୍ରିୟାଙ୍କା ଚୋପ୍ରା ନୂଆ ବର୍ଷ ର ଏକ ପାର୍ଟି ରେ ସେ ସମ୍ପିୟାନ ଧରିଥିଲେ କିନ୍ତୁ ପି ନଥିଲେ । ଏଥିରୁ ଜଣା ପଡୂଛି କି ସେମାନେ ମଧ୍ୟ ଖୁବ ଶୀଘ୍ର ବେବି ପ୍ଳାନ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *