Love Marriage କରିଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହି ଖବର, ଥରେ ନିଶ୍ଚୟ ପଢନ୍ତୁ 

ପ୍ରେମ ଜାତିଧର୍ମ, ଧନୀ ଗରିବ ଦେଖିନଥାଏ । ଏମିତି ବହୁତ କମ ଲୋକ ହୋଇଥାନ୍ତି ଯାହାର ପ୍ରେମ ବିବାହ ହୋଇଥାଏ । ବିବାହ ପରେ ବ୍ୟକ୍ତିର ଜୀବନ ପୁରା ବଦଳି ଯାଇଥାଏ । କିନ୍ତୁ ଯୁବପିଢି ଏବେ ଦୋଛକିରେ ଠିଆ ହୋଇଛନ୍ତି କି ପ୍ରେମ ବିବାହ ଭଲକି ଆରେଜେ ମ୍ୟାରେଜ ଭଲ ଦୁଇଟି ଭିତରୁ କେଉଁଟା ଭଲ ।

ଗୋଟେ ୱେବ ସାଇଟ ମୁତାବିକ ଗୋଟେ  ସର୍ଭେ ଅନୁସାରେ କିଛି ଲୋକଙ୍କ ମତ ପ୍ରେମ ବିବାହରେ ଲୋକ ନିଜ ସାଥୀକୁ ଅଧିକ ସନ୍ଦେହ କରିଥାନ୍ତି । ଯେମିତି ଆରେଞ୍ଜେ ମ୍ୟାରେଜରେ ଏମିତି ବହୁତ କମ ହୋଇଥାଏ । ସେଥିପାଇଁ ଆଜି ଆମେ ଆଲୋଚନା କରିବା କେଉଁ କାରଣରୁ ସାଥିର ମନରେ ଶୋକ ଓ ଦୁଃଖ ଭଳି ଅନୁଭବ ଆସିଥାଏ ।

Image Courtesy: Google

ବିବାହ ପରେ ଜୀବନରେ ଆସୁଥିବା ପରିବର୍ତ୍ତନ

ବିବାହ ପୂର୍ବରୁ ଦୁଇସାଥୀ ଜୀବନର ବହୁତ ଅନ୍ତରଙ୍ଗ ମୁହୂର୍ତ ବିତାଇ ଥାନ୍ତି । ଦୁଇଜଣ ଦୁଇଜଣଙ୍କ ସହିତ ବହୁତ ସମୟ ବିତାଇ ଥାନ୍ତି, ପ୍ରତିଦିନ ସାଥି ହୋଇ ଡିନର ଓ ଲଞ୍ଚ ଡେଟ କରିଥାନ୍ତି, ବହୁତ କଥା ହୋଇଥାନ୍ତି ଓ ଜଣେ ଜଣକୁ ସ୍ପେଶଲ ଅନୁଭବ କରାଇଥାନ୍ତି । କିନ୍ତୁ ବିବାହ ପରେ ସବୁ ବଦଳି ଯାଇଥାଏ । ପତି ପତ୍ନୀ ଭିତରେ ଏମିତି କିଛି ରହିନଥାଏ ପୂର୍ବ ଭଳି ।

Image Courtesy: Google

ଦୁଇଜଣ ଦୁଇଜଣଙ୍କ ସହିତ ସମୟ ନ ବିତାଇବା

ପ୍ରେମ ବିବାହରେ ଢୋକ ମିଳିବାର ଗୋଟେ କାରଣ ସାଥିର ପସନ୍ଦ ଓ ନାପସନ୍ଦ ବି ହୋଇଥାଏ । ବାସ୍ତବରେ ବିବାହ ପୂର୍ବରୁ ସାଥି ଜଣେ ଅନ୍ୟ ଜଣଙ୍କ ପସନ୍ଦ ବିଷୟରେ ଜାଣିଦେଇଥାନ୍ତି । ଆଉ ଗୋଟେ ପଟେ କିଛି କପଲ ଏହି କଥାର ଫାଇଦା ଉଠାଇ ନିଜ ସାଥୀକୁ ସ୍ପେଶଲ ଅନୁଭବ କରାଇଥାନ୍ତି ତ ଆରପାଖରେ ଆଉ କିଛି ଏହି ଅଭ୍ୟାସ ପାଇଁ ବୋର ହୋଇଥାନ୍ତି ।

Image Courtesy: Google

ଯାହା ପରେ ସେ ଆଉ କାହାକୁ ଜାଣିବାକୁ ଲାଗିଥାଏ ତା ତରଫକୁ ଆକର୍ଷିତ ହୋଇଥାନ୍ତି । ଏହା ଖାଲି ଜରୁରୀ ନୁହେଁ ଖାଲି ଏହା ପ୍ରେମ ବିବାହରେ ହେଉଛି । ଆରେଞ୍ଜ ମ୍ୟାରେଜବି ଏହିଭଳି କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଲିଭ ଇନ ରିଲେସନଶିପ –

ପ୍ରେମ ବିବାହ ପୂର୍ବରୁ କିଛି ସାଥିମାନେ ଆଗରୁ ଏକା ସାଙ୍ଗରେ ରହିଥାନ୍ତି । ଏମିତିରେ ତାଙ୍କ ଭିତରେ ପ୍ରଥମରୁ ସେକ୍ସୁଆଲ ସମ୍ପର୍କ ହୋଇଥାଏ । ଯାହା ବିବାହ ପରେ କମି ଯାଇଥାଏ, ଏହି କାରଣରୁ ବିବାହରେ ପ୍ରେମ କମ ଲାଗିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *