ଲଭ କୁଇଜ ଗେମ, ଗୋଟେ ନମ୍ବର ପସନ୍ଦ କରନ୍ତୁ, ଦେଖିବା ଆପଣଙ୍କୁ କିଏ Miss କରୁଛନ୍ତି- Personality Test

ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର କ୍ଵିଜ ଗେମ ଆଣିଛୁ, ଏହି ଗେମ ଅନୁସାରେ ଆପଣଙ୍କୁ ଏଠାରେ କିଛି ନମ୍ବର ଦିଆଯାଇଛି । ଯେଉଁ ଥିରୁ ଆପଣଙ୍କୁ ଗୋଟିଏ ନମ୍ବର ପସନ୍ଦ କରିବାର ଅଛି ସେଥିପାଇଁ ଆପଣଙ୍କୁ 5 ସେକେଣ୍ଡ ଦିଆଯିବ, ତେବେ ବାଛନ୍ତୁ ଏହା ମଧ୍ୟରୁ ଗୋଟେ ଦେଖିବା ଆପଣଙ୍କୁ ସବୁଠୁ ଅଧିକ କିଏ ମିସ୍ କରୁଛନ୍ତି । ଏହା ଏକ ବହୁତ ବଡ ଏହସାସ ଯାହା ଆପଣଙ୍କୁ ଭିତରୁ ବହୁତ ଖୁସି ଦିଏ କି କେହି ଆପଣଙ୍କୁ ବହୁତ ମନେ ପକାଉଛନ୍ତି ।

ଏହା ଭିତରୁ ଗୋଟିଏ ନମ୍ବର ଚୁଜ କରନ୍ତୁ

ସର୍ବ ପ୍ରଥମେ କଥା ହେବା ଯଦି ଆପଣ ନମ୍ବର 1 ଚୁଜ କରିଛନ୍ତି ତେବେ ଆପଣଙ୍କୁ ସେମାନେ ମିସ୍ କରୁଛନ୍ତି ଯେଉଁମାନଙ୍କୁ ଆପଣ ସାହାର୍ଯ୍ୟ କରୁଛନ୍ତି । ଯଦି ଆପଣ ନମ୍ବର ୨ ଚୁଜ କରୁଛନ୍ତି ତେବେ ଆପଣଙ୍କୁ ସେହି ବ୍ୟକ୍ତି ଅଧିକ ମିସ୍ କରୁଛନ୍ତି ଯିଏ ଆପଣଙ୍କର ବହୁତ ଯତ୍ନ ନେଇଥାନ୍ତି । ଯଦି ନମ୍ବର ୩ ଚୁଜ କରିଛନ୍ତି ତେବେ ସେ ଆପଣଙ୍କ ବହୁତ ରେସ୍ପେକ୍ଟ କରିଥାନ୍ତି । ଯେଉଁମାନେ ନମ୍ବର ୪ ଚୁଜ କରିଛନ୍ତି ଉତ୍ତର ଅଟେ ଯିଏ ଆପଣଙ୍କ ବିଷୟରେ ସବୁବେଳେ ଭାବିଥାନ୍ତି ।

ଯେଉଁମାନେ ନମ୍ବର ୫ ଚୁଜ କରିଛନ୍ତି ସେମାନେ ଆପଣଙ୍କ ବୀନା ରହିବାକୁ ପସନ୍ଦ କରିନଥାନ୍ତି ଓ ଆପଣଙ୍କୁ ବହୁତ ମିସ୍ କରୁଛନ୍ତି, ତେବେ ଏମାନେ କିଏ ଏହା ତ ଆପଣ ନିଶ୍ଚୟ ଜାଣିଥିବେ । ଏବେ ଦେଖିବା ଯିଏ ନମ୍ବର ୬ ଚୁଜ କରିଛନ୍ତି, ଯାହାର ହୃଦୟରେ ଆପଣଙ୍କ ପାଇଁ କଦର ଅଛି । ଯଦି ଆପଣ ନମ୍ବର ୭ ଚୁଜ କରିଛନ୍ତି ତେବେ ଏହା ହେଉଛି ଯିଏ ଆପଣଙ୍କୁ ବହୁତ ପ୍ରେମ କରିଥାଏ । ଏବେ ଦେଖିବା ଯିଏ ନମ୍ବର ୮ ଚୁଜ କରିଛନ୍ତି, ଆପଣଙ୍କୁ ସେମାନେ ମନେ ପକାଉଛନ୍ତି ଯାହାର ଉଧାର ଆପଣ ଫେରାଇଛନ୍ତି ।


ଆଉ ଯଦି ଆପଣ ନମ୍ବର ୯ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ସେହି ବ୍ୟକ୍ତି ମାନେ ପକାଉଛନ୍ତି ଯାହା ସହିତ ଆପଣଙ୍କର କାମ ଅଛି । ଏବେ କଥା ହେବା ତାଙ୍କର ଯିଏ ନମ୍ବର ୧୦ ପସନ୍ଦ କରିଛନ୍ତି, ଆପଣଙ୍କୁ ସେମାନେ ମନେ ପକାଉଛନ୍ତି ଯେଉଁମାନେ ଆପଣଙ୍କ ଆଖପାଖରେ ରହୁଛନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *