ବାଛନ୍ତୁ ଗୋଟେ ଇମୋଜି ଓ ଜାଣନ୍ତୁ ସେ ନିଜ ସାଙ୍ଗ ମାନକ ଆଗରେ ଆପଣଙ୍କ ବିଷୟରେ କଣ କୁହନ୍ତି ? Love Quiz

କୁହାଯାଏ କି କୌଣସି ବି ବ୍ୟକ୍ତିର ପସନ୍ଦ ନା ପସନ୍ଦ ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ସେହି ବ୍ୟକ୍ତିର ଚୟେସ ତାହାର ଜୀବନର ଓ ସ୍ଵଭାବ ସହ ଜଡିତ କିଛି ଲୁଚି ରହିଥିବା ରହସ୍ୟ ବିଷୟରେ କହିଥାଏ । ଏହା କେବଳ ଏକ ଇଣ୍ଟରେସଟିଙ୍ଗ ଫଟୋ ଗେମ ଅଟେ ।

ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଗେମ ପୁଣି ଥରେ ନେଇ ଆସିଛୁ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ୫ ଟି ଅଲଗା ଅଲଗା ଟାଇପର ଇମୋଜି ନେଇ ଆସୁଛି । ଯେଉଁମାନଙ୍କ ମଧ୍ୟରୁ ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ଇମୋଜି ବାଛିବାର ଅଛି । ପୁଣି ଆମେ ଆପଣଙ୍କୁ ବଛିଥିବା ଇମୋଜି ଅନୁସାରେ କହିବୁ କି ଆପଣଙ୍କର ଗର୍ଲଫ୍ରେନ୍ଡ ନିଜର ବନ୍ଧୁଙ୍କୁ ଆପଣଙ୍କ ବିଷୟରେ କଣ କୁହନ୍ତି । ତେବେ ଚାଳନ୍ତୁ ବାଛନ୍ତୁ ଗୋଟିଏ ଇମୋଜି ଓ ଜାଣନ୍ତୁ ଆପଣଙ୍କର ସାଥି ନିଜର ବନ୍ଧୁକୁ ଆପଣଙ୍କ ବିଷୟରେ କଣ କୁହନ୍ତି ?

ପ୍ରଥମ ଇମୋଜି

ଯଦି ଆପଣ ବାଛିଛନ୍ତି ପ୍ରଥମ ଇମୋଜିକୁ ତେବେ ସେମାନେ ନିଜର ବନ୍ଧୁମାନଙ୍କୁ ଆପଣଙ୍କ ବିଷୟରେ ଏହା କୁହନ୍ତି କି ଆପଣ ବହୁତ ଫ୍ରେଣ୍ଡଳୀ ଓ ହେଲ୍ପଫୁଲ ନେଚରର ବ୍ୟକ୍ତି ଅଟନ୍ତି । ଆପଣ ସମସ୍ତଙ୍କ ହୃଦୟରେ ସହଜରେ ଜାଗା କରି ନିଅନ୍ତି । ସମସ୍ତେ ଆପଣଙ୍କୁ ଇମ୍ପ୍ରେସ ବି ରୁହନ୍ତି ।

ଦ୍ଵିତୀୟ ଇମୋଜି

ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ନମ୍ବରର ଇମୋଜି ତେବେ ଆପଣଙ୍କର ସାଥି ନିଜର ବନ୍ଧୁମାନଙ୍କ ସାମ୍ନାରେ ଆପଣଙ୍କର ପ୍ରଶଂସା କରନ୍ତି । କୁହନ୍ତି କି ଆପଣ ତାଙ୍କ ପାଇଁ ଦୁନିଆର କୋହିନୁର ହୀରା ଭଳି ଅଟନ୍ତି । ସମସ୍ତଙ୍କର ବହୁତ କେୟାର କରନ୍ତି । ଆପଣଙ୍କର ଏହି ଅଭ୍ୟାସ ସମସ୍ତଙ୍କ ଠାରୁ ଅଲଗା ଅଟେ ସେଥିପାଇଁ ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି ।

ତୃତୀୟ ଇମୋଜି

ଯଦି ଆପଣ ବାଛିଛନ୍ତି ତୃତୀୟ ନମ୍ବରର ଇମୋଜି ତେବେ ଆପଣଙ୍କର ସାଥି ନିଜର ଖାସ ବନ୍ଧୁମାନଙ୍କୁ ଆପଣଙ୍କ ବିଷୟରେ କୁହନ୍ତି କି ଆପଣ ବହୁତ ହିଁ ବଡ ଆକର୍ଷକ, ବୁଦ୍ଧିମାନ ଓ ପରିଶ୍ରମୀ ବ୍ୟକ୍ତି ଅଟନ୍ତି । ତାଙ୍କ ହୃଦୟରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଓ ସମ୍ମାନ ଅଛି । ସେ ନିଜର ବନ୍ଧୁଙ୍କୁ କୁହନ୍ତି କି ଆପଣଙ୍କ ଭଳି ବ୍ୟକ୍ତି ଦୁନିଆରେ ଆଉ କେହି ନାହାନ୍ତି । ସେମାନେ ନିଜ ଠାରୁ ବି ଆପଣଙ୍କର ବହୁତ କେୟାର କରନ୍ତି ।

ଚତୁର୍ଥ ଇମୋଜି

ଯଦି ଆପଣ ବାଛିଛନ୍ତି ଚତୁର୍ଥ ନମ୍ବରର ଇମୋଜି ତେବେ ଆପଣଙ୍କର ସାଥି ନିଜର ବନ୍ଧୁଙ୍କୁ ଆପଣଙ୍କ ବିଷୟରେ କୁହନ୍ତି କି ଆପଣ ବହୁତ ରୋମାଣ୍ଟିକ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ରିସ୍କ ନେବାକୁ ଭଲ ଲାଗେ । ଆପଣ ଦୁନିଆରେ ସମସ୍ତଙ୍କ ଠାରୁ ଆଗରେ ରୁହନ୍ତି ଓ ବଡ ସ୍ପେଶାଲ ଅଟନ୍ତି । ଆପଣଙ୍କର ସାଥିକୁ ଆପଣଙ୍କର ଅନ୍ଦାଜ ବହୁତ ପସନ୍ଦ ଅଟେ ।

ପଞ୍ଚମ ଇମୋଜି

ଆପଣଙ୍କର ସାଥି ବନ୍ଧୁଙ୍କୁ କୁହନ୍ତି ଆପଣ ଖୋଲା ଚିନ୍ତାଧାରା ଓ ରଙ୍ଗୀନ ମିଜାର ବ୍ୟକ୍ତି ଅଟନ୍ତି । ଆପଣ ନିଜର ଜୀବନରେ ସମସ୍ତ ପରିସ୍ଥିତିର ସାହସର ସହ ସାମ୍ନା କରନ୍ତି । ଆପଣଙ୍କର ଏହି ସମସ୍ତ ଗୁଣ ଆପଣଙ୍କର ସାଥିକୁ ବହୁତ ପସନ୍ଦ ଅଟେ ।  ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ।

Leave a Reply

Your email address will not be published. Required fields are marked *