LPG ଗ୍ୟାସ ସିଲିଣ୍ଡର ଏବେ ମିଳୁଛି 499 ଟଙ୍କାରେ ଏହା ସହ ରହିଛି କିଛି ଏଭଳି ଅଫର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଗ୍ଯାସ ଦର କେତେ ମାତ୍ରା ରେ ବୃଦ୍ଧି ପାଇଛି । ଯାହା ଦ୍ଵାରା ସାଧାରଣ ଜନତା ଏହାର ସମୁଖିନ୍ନ ହେଉହନ୍ତି । ଗ୍ଯାସ ଦର ଏତେ ମାତ୍ରା ରେ ବୃଦ୍ଧି ପାଇଛି ଯେ ଯାହା ୫୦୦ ଟଙ୍କା ଥିଲା ତାହା ବର୍ତ୍ତମାନ ୧୦୦୦ ଟଙ୍କା କୁ ବୃଦ୍ଧି ପାଇଛି । କିନ୍ତୁ ବର୍ତ୍ତମାନ ସିଲିଣ୍ଡର ଦର ୪୯୯ ଟଙ୍କାରେ ମିଳିଛି । ଏହି ଘଟଣା ଟି ହେଉଛି ଉତ୍ତର ପ୍ରଦେଶର ଯେଉଁଠାରେ ସମାଜବାଦୀ ପାର୍ଟି ଲୋକଙ୍କୁ ୪୯୯ ଟଙ୍କାରେ ଗ୍ଯାସ ସିଲିଣ୍ଡର ଦେଉଛନ୍ତି ।

କାରଣ ଆଗକୁ ମାନେ ୨୦୨୨ ରେ ନିର୍ବାଚନ ଆସିବାକୁ ଯାଉଛି । ଏହି ଭଳି ଭାବେ ସମାଜବାଦୀ ପାର୍ଟି ଲୋକ ମାନଙ୍କୁ ଠକିବା ପାଇଁ ଏମିତି ଅଫର ଦେଇଛନ୍ତି ।

ଲୋକ ମାନେ ମଧ୍ୟ ଠିକ କଣ ଭୁଲ କଣ ନ ଜାଣିପାରି ଗ୍ଯାସ ସିଲିଣ୍ଡର ନେବାରେ ବ୍ୟସ୍ତ ଅଛନ୍ତି । ମରୁଭିମିରେ ପାଣି ବୁନ୍ଦା ପାଇବା ଭଳି ୯୯୦ ଟଙ୍କାର ଗ୍ଯାସ ସିଲିଣ୍ଡର ବଦଳରେ ୪୯୯ ଟଙ୍କାର ଗ୍ଯାସ ମିଳିବା ଏନଏସଟି ଭଳି ଲାଗୁଛି । ଏହି ଭିଡିଓ ରେ ଲୋକ ମାନେ ଗ୍ଯାସ ସିଲିଣ୍ଡର ଏତେ ଶସ୍ତା ହେବାର ଦେଖି ବୋହି ନେବାରେ ଲାଗିଛନ୍ତି । ଆଉ ଜଣେ ବ୍ୟକ୍ତି ବିନା ଟଙ୍କାରେ ଗ୍ଯାସ ସିଲିଣ୍ଡର ବୋହି ନେଇ ଯାଉଥିବାର ଦୃଶ୍ୟ ଏହି ଭିଡିଓ ରେ ହେଉଛି । ଏହି ଘଟଣା କୁ ଦେଖିଲେ ଲାଗୁଛି ସୋନେ ପେ ସୁହାଗା ।

ଯେ ହେତୁ ଇଲେକ୍ସନ ଆସୁଛି ତେବେ ଲୋକଙ୍କୁ ଏମିତି ଠକି ତାଙ୍କ ଠାରୁ ଭୋଟ ଆଦାୟ କରିବା ପାଇଁ ଏମିତି ଏକ ନୂଆ ପ୍ରଣାଳୀ ଆପଣେଇଛନ୍ତି ସମାଜବାଦୀ ପାର୍ଟି । ବର୍ତ୍ତମାନ ନିର୍ବାଚନ ଆସୁ ଥିବାରୁ କେଉଁ ଦଳ ପାରିବା ଦେବା ତ ଆଉ କିଏ ତେଲ କି ଗ୍ରୋସରି ଜିନିଷ ଦେବ ତାହା ଦେଖିବାର ଅଛି । ଏହି ଭିଡିଓ ରେ ଯେଉଁ ଗାଡି ରେ ଗ୍ଯାସ ସିଲିଣ୍ଡର ବଣ୍ଟା ଯାଉଛି ସେହି ଗାଡି ଉପରେ ଗୋଟେ ବାଘ ର ମୂର୍ତ୍ତି ଥୁଆ ହୋଇଛି । ଏହି ଭଳି ଦୃଶ୍ୟ ଦେଖି ନରେନ୍ଦ୍ର ମୋଦୀ ମଧ୍ୟ ଡରିଯିବେ କିନ୍ତୁ ଏହା ସତ ନୁହେଁ । କାରଣ ଯେଉଁ ଦର ରେ ଗ୍ଯାସ ବିକ୍ରୟ କରା ଯାଉଛି ତାକୁ ଦେଖି ନିଶ୍ଚିନ୍ତ ଭାବେ ମୋଦୀ ସରକାର ଡରିଯିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *