ଯେତେବେଳେ ଯମରାଜା ଛୁଟିରେ ଥାନ୍ତି ତ ଦେଖନ୍ତୁ କଣ ହୁଏ- Video ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

କୁହାଯାଏ କି ଯଦି ଭାଗ୍ୟ ସାଥ ଦେବ ତେବେ ବ୍ୟକ୍ତି ଯେ କୌଣସି ବି ପରିସ୍ଥିତିରେ ଥିଲେ ବି ତାର କିଛି ବି ହେବ ନାହିଁ । ଆଜି ଆମେ ଆପଣଙ୍କୁ ଏହାର କିଛି ଉଦାହାରଣ ଦେବୁ । କାରଣ ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି କିଛି ଭାଗ୍ୟଶାଳୀ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କୁ ଦେଖିବା ପରେ ଆପଣ ବି କହିବେ ଯଦି ଭାଗ୍ୟ ଥିବ ତ ଏମିତି । ଦେଖନ୍ତୁ ଜଣେ ରୁସର ପାରାଗ୍ଲାଡିଅର ୬୦ ଫୁଟ ଉଚ୍ଚତାରେ ପ୍ୟାରାସୁଟ ସାହାର୍ଯ୍ୟରେ ଉଡୁଥିଲା ।

କିନ୍ତୁ ଅଚାନକ ଗୋଟିଏ ଶାଗୁଣା ତାହା ଶରୀର ମଧ୍ୟରେ ପିଟି ହୋଇ ଯାଉ ଯାଉଛି । ଯେଉଁ କାରଣରୁ ଏହି ପାରାଗ୍ଲାଡିଅର ନିଜର ଭାରସାମ୍ୟ ହରାଇ ଦେଉଛି ଓ ସେ ପାହାଡ ମଧ୍ୟରେ ପଡି ଯାଉଛି । କିନ୍ତୁ ଭାଗ୍ୟ ଏହି ବ୍ୟକ୍ତିର ସାଥ ଦେଉଛି ଓ ପ୍ରଥମେ ଏହା ଗଛ ଉପରେ ଓ ପରେ ତଳେ ଗଡି ଗଡି ପଡି ଯାଉଛି । କିନ୍ତୁ ଏହା ସତ୍ବେ ବି ଏହି ବ୍ୟକ୍ତିକୁ କିଛି ବି ହେଉ ନାହିଁ ।

ଏହି ସ୍କ୍ୟାରେସରକୁ ଦେଖନ୍ତୁ ଯିଏକି ରେସ କରୁଥିଲା ଓ ଆଗକୁ ବଢୁଥିଲା । କିନ୍ତୁ ଅଚାନକ ଡ୍ରୋନ ତଳେ ପଡିଗଲା ଓ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଡ୍ରୋନ ଏହି ବ୍ୟକ୍ତି ପାଖରୁ କିଛି ମିଟିର ଦୂରରେ ହିଁ ପଡିଛି । ଆପଣ ଏହି ବ୍ୟକ୍ତିକୁ ଭାଗ୍ୟବାନ କହି ପାରିବେ ।

ଆପଣ ଏହି ଫୁଟବଲ ମ୍ୟାଚକୁ ଦେଖନ୍ତୁ । ଯେଉଁଠି ୱ୍ହାଇଟ ଟିମର ଖେଳାଳି ଚାନ୍ସ ମିଳିବା ମାତ୍ରେ ହିଁ ଗୋଲ ପାଇଁ କିକ ମା-ରିଲେ । କିନ୍ତୁ ଅଚାନକ ସେହି ସମୟରେ ଗୋଟିଏ କୁକୁର ପଡିଆ ଭିତରକୁ ଚାଲି ଆସିଲା ଓ ସେ ସେହି ଗୋଲକୁ ଅଟକାଇ ଦେଲା । କହିବାକୁ ଗଲେ ଏହା କେବଳ ସମୟର ହିଁ ଖେଳ ଅଟେ ।

ବଡ ବଡ ବୋଲ୍ଡେଜର ବହୁତ ମଜବୁତ ହୋଇଥାନ୍ତି । ଏଠି ଏହି ବୋଲ୍ଡେଜରର ଡ୍ରାଇଭରକୁ ଲାଗିଲାକୁ ସେ ଏହି ନହରକୁ ସହଜରେ ପାର କରିଯିବ । କିନ୍ତୁ ଯେମିତି ହିଁ ସେ ବୋଲ୍ଡେଜରକୁ ନେଇ ପାଣିରେ ଓଲହାଇଛି ଏହି ବୋଲ୍ଡେଜର ପାଣିରେ ଧସି ଗଲା । କିନ୍ତୁ ଡ୍ରାଇଭର ସମୟ ମଧ୍ୟରେ ଗାଡି ମଧ୍ୟରୁ ବାହାରିଗଲା । ଏତିକି ନୁହେଁ ସେ ଆହୁରି ଧସି ଗଲା । ତଥାପି ସେ ବଞ୍ଚି ଗଲା । କିନ୍ତୁ ଏହି ବ୍ୟକ୍ତିର ଭାଗ୍ୟକୁ ମାନିବାକୁ ପଡିବ କି ସେ ଏତେ ବଡ ମେସିନ ଓଲଟିବା ସତ୍ବେ ବି ସେ ବଞ୍ଚି ଗଲା ।

ବର୍ତ୍ତମାନ ଏହି ଫଟୋ ଦେଖନ୍ତୁ । ଏଥିରେ ସୈନିକମାନେ କାହାକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । କିନ୍ତୁ ଏହା ମଧ୍ୟରେ ପଛରେ ଛିଡା ହୋଇଥିବା ଜଣେ ସୈନିକର ବନ୍ଧୁକ ଏମିତି ଚାଲିଲା କି ଆଗରେ ଛିଡା ହୋଇଥିବା ସୈନିକର ଟୋପି ତଳେ ପଡିଗଲା । କିନ୍ତୁ ସେ ଏମିତି ଜତାଇଲା କି ତାକୁ କିଛି ବି ହୋଇ ନାହିଁ । କିନ୍ତୁ ସେ ଡରି ଯାଇ ଥିବ କେବଳ ସେ ହିଁ ଜାଣିଛି ।

ଏହି ଘଟଣାକୁ ଦେଖନ୍ତୁ । ଦେଖନ୍ତୁ କେମିତି ଟ୍ରକଟି ନିଜ ଭାରସାମ୍ୟ ହରାଇ ପଡି ଯାଉଛି । କିନ୍ତୁ ଭାଗ୍ୟ ବଶତଃ ବାଇକ ବାଲା ଜଣକ ବଞ୍ଚି ଯାଉଛି ।

Leave a Reply

Your email address will not be published. Required fields are marked *