ପ୍ରତେକ ମହିଳା ଙ୍କ ଠାରେ କିଛି ନା କିଛି ଲକ୍ଷଣ ଅଲଗା ଅଲଗା ଭାବେ ରହିଥାଏ । କଣ ଆପଣ ମାନେ ଜାଣିଛନ୍ତି କି ମହିଳା ଙ୍କ ଠାରେ ଏମିତି କିଛି ଭୋ-କ ରହିଛି ଯାହା କେବେ ବି ସରେ ନାହି । ଏମିତି କି ହୀରା ମୋତି ମଧ୍ୟ ଏହି ଭୋ-କ ଆଗରେ କମ ଲାଗିଥାଏ । ମହିଳା ଙ୍କ ଠାରେ ଏହି ୫ଟି ଭୋ-କ କେବେ ବି କମ ହେଉ ନାହି ବରଂ ଦିନକୁ ଦିନ ଏହା ବଢିବାରେ ଲାଗିଥାଏ । ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏମିତି ୫ଟି ଭୋକ ବା ସେମାନଙ୍କର ସ-ଉ-କ ବିଷୟରେ କହିବାକୁ ଯାଉଛୁ ଯାହା କେବେ ବି ସରେ ନାହି ।
୧- ଶ୍ରୀଙ୍ଗାର କରିବା : ମହିଳା ମାନେ ସଜବାଜ ହେବା ପାଇଁ ବହୁତ ଭଲ ପାଆନ୍ତି । ମହିଳା ମାନେ ନିଜକୁ ସୁନ୍ଦର ରଖିବା ପାଇଁ ଅନେକ ପ୍ରାକାର ଶ୍ରୀଙ୍ଗାର କରିଥାନ୍ତି । ଯାହା ତାଙ୍କର ସୁନ୍ଦରତା ବୃଦ୍ଧି କରିବା ସହ ସେମାନଙ୍କର ସମ୍ମାନ କୁ ମହଦୀ ଉଚ୍ଚ ସ୍ତରରେ ରଖିଥାଏ । ମହିଳା ମାନଙ୍କର ଏହି ଅଭ୍ୟାସ କେବେ ବି କମ ହୁଏ ନାହି ବରଂ ସମୟ କ୍ରମେ ଏହା ଧୀରେ ଧୀରେ ବୃଦ୍ଧି ପାଇଥାଏ ।
୨- ସ-ମ୍ପ-ର୍କ ରଖିବା : ପୁରୁଷ ମାନଙ୍କ କ୍ଷେତ୍ର ରେ ସ-ମ୍ପ-ର୍କ ରଖିବା ଯେତିକି ଜରୁରୀ ହୋଇଥାଏ ତା ଠାରୁ ଅଧିକ ମହିଳା ମାନଙ୍କ କ୍ଷେତ୍ର ରେ ଏହା ଦେଖାଯାଏ । ବୟସ ବୃ-ଦ୍ଧି ହେବା ସହ ମହିଳା ମାନଙ୍କ ଠାରେ ସ-ମ୍ପ-ର୍କ ର କା-ମ-ନା ରଖିବା ଏକ ସ-ଉ-କ ହୋଇଥାଏ । ଯାହା କେବେ ବି କ-ମ ହୁଏ ନାହି ।
୩- ଖାଦ୍ଯ ଖାଇବା : ଚାଣକ୍ୟ ନୀତି ଅନୁସାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଖାଇବାରେ ଆଗରେ ରହିଥାନ୍ତି । ମହିଳା ମାନଙ୍କର ଖାଇବା ପ୍ରତି ବହୁତ ଦୁର୍ବଳତା ରହିଥାଏ । ଯାହା ପାଇଁ ସେମାନଙ୍କୁ ଅନେକ ସମୟରେ ଭୋକ ଲାଗିଥାଏ । ଏହାର ଅନ୍ତ କେବେ ବି ହୁଏ ନାହି ବରଂ ଧୀରେ ଧୀରେ ସମୟ କ୍ରମେ ଏହା ବୃଦ୍ଧି ପାଇଥାଏ ।
୪- ଧନ ଓ ଜୀବନ : ଚାଣକ୍ୟ ନୀତି ଅନୁସାରେ ମହିଳା ମାନଙ୍କ ଠାରେ ଧନ ଓ ନିଜ ଜୀବନ କୁ ନେଇ କେବେ ବି କମି ହୁଏ ନାହି । ଧନର -ଲା-ଳ-ସା- ପୁରୁଷ ଅପେକ୍ଷା ମହିଳା ଙ୍କ ଠାରେ ଅଧିକ ଦେଖାଯାଏ । ଜୀବନର ଇଚ୍ଛା ଓ ଧନର ଲୋଭ ମହିଳା ଙ୍କ ଠାରେ ଅଧିକ ଦେଖାଯାଏ ।
୫- କଥା କହିବାର ଶୈଳୀ : ମହିଳା ମାନେ ଯେ ଯାଏଁ ଅନ୍ୟର କଥା ଆଉ କାହା ଆଗରେ ନ କହିଛନ୍ତି ସେତେ ସମୟ ଯାଏଁ ସେମାନେ ଚୁପ ହୋଇ ରୁହନ୍ତି ନାହି । ଅନ୍ୟ ନାଁ ରେ ଚୁ-ଗୁ-ଲି କରିବା ମହିଳା ମାନଙ୍କର ଏକ ଅଭ୍ୟାସ ହୋଇଥାଏ । ଯାହା କେବେ ବି କମ ହୁଏ ନାହି ବରଂ ଏହି ଅଭ୍ୟାସ ସମୟ କ୍ରମେ ବୃଦ୍ଧି ପାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।