ଦେଖନ୍ତୁ ମା Aparajitaଙ୍କ ଜନ୍ମ ଦିନରେ କଣ Surprise ଦେଲେ Babushaan… ଦେଖନ୍ତୁ Video

ବାବୁଷାନ ଙ୍କୁ କିଏ ବା ନ ଜାଣେ ଆପଣ ମାନେ ତ ସବୁ ଜାଣି ଥିବେ ବାବୁ ସାନ ହେଉଛନ୍ତି ଓଡିଆ ଜଗତର ଏକ ତାରକା । ଜିଏ କି ନିଜ ସୁନ୍ଦର ଅଭିନୟ ଦ୍ଵାରା ଓଡିଶା ବାଶିଙ୍କୁ ନିଜ ପାଖହରେ ବାନ୍ଧିକି ରାଖୀ ଛନ୍ତି ତାଙ୍କ ଚଳଚିତ୍ର ସବୁଙ୍କ ପାଖହରେ ଅତି ପ୍ରିୟା ଓ ଚିହ୍ନା ମଧ୍ୟ । ଆପଣଙ୍କୁ ଆଜି ଆମେ ଦେଖାଇବା କି ସେ ନିଜ ମା ଙ୍କୁ କିଭଳି ଭାବେ ତାଙ୍କ ଜନ୍ମ ଦିନର ଉପହାର ଦେଲେ ନିଜ ପାପା ଙ୍କ ମିସିକି । ତେବେ ଆପଣ ମାନେ ଜାଣି ଥିବେ କି ତାଙ୍କ ବାପା ଓ ମା ଉଭୟ ଭଲ କଳାକାର ।

ବାବୁଷାନ ନିଜ କଳାକାର ଜୀବବାନ ଆରମ୍ଭ କରିବା ଅପରେ ନିଜର ବାପା ମା ଙ୍କ ସହ ରହୁ ନଥିବାର ଶୁଣା ଯାଇ ଥିଲା କିନ୍ତୁ ଆପଣ ମାନ ଈହା ମଧ୍ୟ ଜାଣି ଥିବେ କି ସେ ନିଜ ଲୋକଙ୍କ ସହ ରହିବା ପାଇଁ କେତେ ଭଲ ପାଇ ଥାନ୍ତି । ପରଦାରେ ଦେଖିବା ପାଇଁ ସେ ଯେଉଁ ଭଳି ସେ ପ୍ରକୃତ ଜୀବନରେ ମାଧେ ସେହି ଭଳି ଥାନ୍ତି ।

କିନ୍ତୁ ତାଙ୍କୁ ବେଳେ ବେଳେ ନିଜର କଥା ଅନ୍ୟ ଆଗରେ ରଖିବା ପାଇଁ ଭଲ ଲାଗି ନଥାଏ । ତେବେ ସେ ନିଜର ବାପା ଙ୍କ ସହ ମିସକୀ ନିଜ ମା ଙ୍କ ଜନ୍ମ ଦିନକୁ ଖୁବ ଧୂମ ଧାମରେ ପାଳନ କରିଥିଲେ । ଆଜି ଆମେ କହିବା କି ଏହି ଭଳି ଜଣେ ବ୍ୟକ୍ତିଙ୍କ ମାତା ପିତା ମାନେ ସବୁ ବେଳେ ନିଜକୁ ଗର୍ବ ଅନୁଭବ କରିବା କଥା ।

ବାବୁସାନ ନିଜ ମା ଅପରାଜିତାଙ୍କୁ ଖୁବ ଭଲ ପାନ୍ତି । ସେ ନିଜ ମା ଙ୍କ ପାଇଁ ସବୁ ବେଳେ କିଛି ନା କିଛି କରିବା ପାଇଁ ଭଲ ପାନ୍ତି । ତେବେ ଏବେ ସେ କିଛି ନୂଆ କାମ ଚଳଚିତ୍ର ରେ ଦେଖା ଯାଇ ନଥିଲେ ମଧ୍ୟ ସେ ନିଜ ପରିବାରକୁ ନେଇକି ଅନେକ ଖୁଶିରେ ଅଛନ୍ତି ।

ଜଣା ଯାଏ କି ବାବୁସାନ ଙ୍କ ଏକ ଛୋଟ ଝିଅ ମଧ୍ୟ ଅଛି । ଜଣେ କଳାକାର କେତେବେଳେ ହେଲେ ନିଜର ପିଲାଙ୍କ ସହ ସମୟ ବିତାଇବା ପାଇଁ ପାଇ ନଥାଏ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ବାବୁସାନ ସବୁ ବେଳେ ନିଜ ପରିବାର ସହ ଦେଖା ଯାନ୍ତି ।

ସେ ନିଜ ବିବାହରେ ମଧ୍ୟ କେବଳ ନିଜର ପରିବାର କୁ ଆସା କରିଥିଲେ ଏହା ପରେ ସେ ଅଲଗା ଅରୂପରେ ଏକ ରିଷେପ୍ସନ ଦେଇ ଥିଲେ । ଅପରାଜିତତା ମୁସଲମାନ ଅଟନ୍ତି କିନ୍ତୁ ବାବୁସାନ ଙ୍କ ପିତା ଉତମ ମହାନ୍ତି ହିନ୍ଦୁ ଅଟନ୍ତି । କିନ୍ତୁ ବାବୁସାନ ଏକ ଭଲ୍ଲ ଉଦାହରଣ କି ସେ ନିଜକୁ କେବେହେଲେ ଜାତି କିମ୍ବା ଧମର ମଧ୍ୟରେ ରଖୀ ନାହାଁନ୍ତି ।

Leave a Reply

Your email address will not be published. Required fields are marked *