ମା’ Gouri Khan ଙ୍କ ଗଣେଶ ପୂଜା ବଞ୍ଚେଇ ପାରିବନି Aryan ଙ୍କୁ, ପୁଣି NCB ରେ କଟିବ ରାତି, ଏ ଯାଏଁ ୧୮ ଗିରଫ, ଦେଖନ୍ତୁ Video

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଆଉ ୪ ଦିନ ଏନସିବୀର କ-ଷ୍ଟ-ଡିରେ ରହିବାକୁ ପଡିପାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଯାଏଁ ଆର୍ୟନଙ୍କ ଉପରୁ ବି-ପ-ଦ ଟଳି ନାହି । ଅନ୍ୟ ପରେ ମା ଗୌରି ଖାନ ସିଦ୍ଧି ବିନାୟକ ଗଣେଶଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରୁଛନ୍ତି । ଏହା ସହ ସାରୁଖ ମଧ୍ୟ ହାଜୀ ଅଲ୍ଲୀରେ ଚଦର ଚଢାଇଛନ୍ତି । କିନ୍ତୁ ଆର୍ୟାନ ଯେଉଁ କାମ କରିଛନ୍ତି ତାହାର ଫଳ ତ ତାଙ୍କୁ ଭୋଗିବାକୁ ପଡିବ । ସହଜରେ ଏନସିବୀର ଅଫିସର ସମୀର ୱାଙ୍ଖଡେ ଆର୍ୟନଙ୍କୁ ଛାଡିବେ ନାହି । ଏନସିବୀ କହିଛନ୍ତି ଯେ ବର୍ତ୍ତମାନ ଯାଏଁ ୧୮ ଜଣଙ୍କୁ ଡ୍ର-ଗ୍ସ ମାମଲାରେ ଗି-ର-ଫ କରା ଯାଇଛି ।

ଆର୍ୟନଙ୍କ କହିବା ଅନୁସାରେ ଅଚିତ ନାମକ ବ୍ୟକ୍ତିଙ୍କୁ ଗି-ର-ଫ କରା ଯାଇଛି ଓ ତାଙ୍କ ପାଖରୁ କେମିକାଲ ଡ୍ର-ଗ୍ସ ଜ-ବ-ତ କରା ଯାଇଛି । ଅନ୍ୟ କ୍ଷେତ୍ରରେ ଅଚିତଙ୍କ ଓକିଲ କହିଛନ୍ତି ତାଙ୍କ କ୍ଲାଇଣ୍ଡଙ୍କ ପାଖରୁ ମାତ୍ର ୫ଗ୍ରାମର ଗ-ଞ୍ଜେ-ଇ ଜବତ ହୋଇଛି । ଏହାର ଆଧାରରେ କୋ-ର୍ଟ ତାଙ୍କୁ କୌଣସି ଦ-ଣ୍ଡ କରି ପାରିବେ ନାହି । ଏହା ସହ ଶାହରୁଖଙ୍କ ସପକ୍ଷରେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କ ଘର ଆଗରେ ଭି-ଡ ଜମାଉଛନ୍ତି । ବର୍ତ୍ତମାନ ସମଗ୍ର ଦେଶରେ ଡ୍ର-ଗ୍ସ ମା-ମ-ଲା- ଲାଗି ରହିଛି । ଭିନ୍ନ ଭିନ୍ନ ସ୍ଥାନରୁ ଡ୍ର-ଗ୍ସ ଗ୍ପୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି ।

ସବୁଠାରୁ ଖତରନାକ ଡ୍ର-ଗ୍ସ ହେଉଛି ସିନ୍ଥେଟିକ ଡ୍ର-ଗ୍ସ ଯାହା ଗ-ଞ୍ଜେ-ଇ ଠାରୁ ଭ-ୟ-ଙ୍କ-ର ଓ ମା-ରା-ତ୍ମ-କ ଅଟେ । କିଛି ରାଜ୍ୟରେ ଗ-ଞ୍ଜେ-ଇ-ରେ ରୋକ ନ ଥିବା ବେଳେ ଅନ୍ୟ ରାଜ୍ୟରେ ଗ-ଞ୍ଜେ-ଇ ଏକ ଖତରନାକ ଡ୍ର-ଗ୍ସ ଭାବେ ରହିଛି । ଏହା ଠାରୁ ଅଧିକ ଖତରନାକ ଡ୍ର-ଗ୍ସ ହେଉଛି MDN ଡ୍ର-ଗ୍ସ ଅଟେ । ଆର୍ୟନଙ୍କ ଠାରୁ ଜବତ ହୋଇଥିବା ନି-ଶା ବ-ଟି-କା ମା-ରା-ତ୍ମ-କ ହୋଇ ଥିବାରୁ ଏହାର ମୂଳ ଯାଏଁ ଯିବାକୁ ଚାହୁଁଛନ୍ତି ଏନସିବୀ । ଏ ନେଇ ସତ୍ୟ ନାରାୟଣ ପ୍ରଧାନ ମତ ଦେଇଥିଲେ । ଏନସିବୀ ଅଫିସର ସମୀର ୱାଙ୍ଖଡେ ମଧ୍ୟ ଏହି କେସ ପଛରେ ଜୋରସୋରରେ ଲାଗି ପଡିଛନ୍ତି ।

ଏନସିବୀ ଅଫିସର ସମୀର କହିଛନ୍ତି ଯେ ଯଦି ଆଉ କିଛି ଦିନ ଆର୍ୟନଙ୍କୁ କ-ଷ୍ଟ-ଡିରେ ରଖାଯିବ ତେବେ ଅନେକ ତଥ୍ୟ ସାମନାକୁ ଆସିପାରେ । ଏଥିପାଇଁ ସେ କୋ-ର୍ଟକୁ କିଛି ସମୟ ମଧ୍ୟ ମାଗିଛନ୍ତି । ଅନ୍ୟ ପରେ ଆଇନଜୀବି ସତିଶ ମାନେସିନ୍ଧେ ମଧ୍ୟ ଚେଷ୍ଟା କରୁଛନ୍ତି ଯେ କିପରି ସବୁ ତଥ୍ୟକୁ ଭିତ୍ତି କରି ଆର୍ୟନଙ୍କୁ ବେଲ ମିଳିଯାଉ । ଗତ ୪ ଦିନ ହେବ ଆର୍ୟନ ଏନସିବୀ ରି-ମା-ଣ୍ଡ-ରେ ରହି ସାରିଛନ୍ତି ଓ ଏହା ସହ ଯେଉଁ ସାହାଜ୍ଯ ଏନସିବୀକୁ କରିବା କଥା କରି ସାରିଛନ୍ତି ବୋଲି ସତୀଶ ମାନେସିନ୍ଧେ କହିଛନ୍ତି । ବର୍ତ୍ତମାନ ଆର୍ୟନ ଘରକୁ ଯିବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ ସତୀଶ ଦାବି କରିଛନ୍ତି । ତେବେ କୋ-ର୍ଟ କଣ ଶୁଣାଣୀ କରିବା ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *