NCB ରେ ମା’ Gouri Khan ପଠେଇଲେ ବର୍ଗର, Aryan କହିଲେ ‘କାଲି କୋର୍ଟ ଆଗରୁ ସମୀର ଅଙ୍କଲ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଲିଉଡ କିଙ୍ଗ ଖାନଙ୍କ ପୁଅ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମାମଲାରେ ଏନିସିବି ଦ୍ଵାରା ରି-ମା-ଣ୍ଡରେ ଅଛନ୍ତି । ଖବର ମୁତାବକ ଆସନ୍ତା କାଲି ହେଉଛି ୭ ତାରିଖ ଯାଏଁ ଆର୍ୟନ ରି-ମା-ଣ୍ଡରେ ରହିବେ ବୋଲି କୋ-ର୍ଟ ଅନୁମତି ଦେଇଥିଲା । ତେବେ ବର୍ତ୍ତମାନ ଏନସିବୀ ଆର୍ୟନଙ୍କୁ ବେତରା ଟ୍ରିଟମେଣ୍ଟ କରିବାର ଶୁଣା ଯାଉଛି । ତାଙ୍କୁ ଦିଆ ଯାଇଛି ବଡେ ମିଆଁଙ୍କ ବିରିଆନୀ ଖାଇବାକୁ । କଣ ପାଇଁ ଏନସିବୀ ଆର୍ୟାନଙ୍କ ଉପରେ ଏତେ ମେହରବାନ ହୋଇଛି ତାହା ନେଇ ଏବ ପ୍ରଶ୍ନ ଉଠୁଛି ।

ତେବେ ଏନସିବୀର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ହିସାବ କେହି ବୁଝି ପାରନ୍ତି ନାହି କାରଣ ସେ ବହୁତ ଚାଲାକ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆର୍ୟାନ କଥା କଥାରେ କାନ୍ଦିବା ସହ ଏନିସିବି ଆଗରେ ଅନେକ କଥାର ଖୁଲାସା କରିଛନ୍ତି । ଅନେକ ସମୟରେ ଏନସିବୀ ଲୋକଙ୍କ ଠାରୁ କଥା ଆଦାୟ କରିବା ପାଇଁ ରା-ଗି-କି କଥା ହୁଅନ୍ତି ତ ଆଉ କେତେବେଳେ ଭଲରେ କଥା ହୋଇଥାନ୍ତି । ଏହା ହୁଏ ତ ଏନସିବୀର କୌଣସି ଚାଲ ହୋଇପାରେ ଆର୍ୟନଙ୍କ ଠାକୁ କଥା ଆଦାଯ କରିବା ପାଇଁ ବୋଲି ଅନୁମାନ କରା ଯାଉଛି ।

ଗତ କାଲି ଆର୍ୟନଙ୍କ ସହ ତାଙ୍କର ବନ୍ଧୁ ମାନେ କୋ-ର୍ଟରେ ହାଜର ହେବେ ଓ ତାଙ୍କର କଷ୍ଟଡି ଉପରେ ପୁଣି ଥରେ ଆଲୋଚନା କରାଯିବ । ଆଜି ଏନଭେଣ୍ଟ ପ୍ଲାନରର ୪ ଜଣଙ୍କୁ ଏନସିବୀ ଆ-ରେ-ଷ୍ଟ କରିଛି ବୋଲି ସୂଚନା ମିଳିଛି । କାଲି ଏନସିବୀଙ୍କୁ କିଛି ବଳିଷ୍ଠ ପ୍ରମାଣ ପେଶ କରିବାକୁ ପଡିବ ଆର୍ୟାନଙ୍କ ବି-ରୁ-ଦ୍ଧରେ । ଏହାକୁ ଭିତ୍ତି କରି ତାଙ୍କୁ ଆଉ ରି-ମା-ଣ୍ଡରେ ନିଆଯିବ କି ବେଳ ଦିଆଯିବ ତାହା ଜଣା ପଡିବ । ଯଦି ଆର୍ୟନ ସେହି ପାର୍ଟିରେ ଗେସ୍ଟ ହିସାବରେ ଯାଇଥିଲେ ତେବେ ଏହାର କୌଣସି ଚୁ-କ୍ତି ହୋଇଛି କି ନାହି ତାହାର ପ୍ରମାଣ କାଲି ଏନସିବୀକୁ ଦେବାକୁ ପଡିବ ।

ଅନ୍ୟ ପରେ ଗୌରି ଖାନ ନିଜ ପୁଅ ଆର୍ୟନଙ୍କ ପାଇଁ ବର୍ଗର ପଠାଇଛନ୍ତି ଯାହା ତାଙ୍କର ଡାଏଟରେ ସହାୟକ ହେବ । ଅନ୍ୟ କ୍ଷେତ୍ର ରେ ବଡେ ମିଆଁଙ୍କ ବିରିଆନୀର ଟେଷ୍ଟ ଏତେ ଭଲ ଯେ ଯିଏ ଥରେ ଏହାକୁ ଖାଏ ଆଉ ଥରେ କାହିବାକୁ ପସନ୍ଦ କରିଥାଏ । ତେବେ ଏନିସିବିର ଏହି ବିରିଆନୀ ଫରମୂଲା ଆର୍ୟାନଙ୍କ ଉପରେ କଣ ପ୍ରଭାବ ପକାଉଛି ତାହା ଦେଖିବାର ଅଛି । ତେବେ ଆର୍ୟନଙ୍କ ମନ ଖୁସି କରି ଏନସିବୀ କେଉଁ ନୂଆ ତଥ୍ୟ ଆଗକୁ ହାସଲ କରିବ ତାହା ଦେଖିବାର ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମାତାମତ କଣ ରହିଛି ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *