ମା’ ହେବା ପୂର୍ବରୁ ମତେ ବହୁତ ଅସୁବିଧା ହେଇଥିଲା, ମୁଁ କାହାକୁ କହିପାରୁନଥିଲି.. Dinesh ନିଜେ… ଦେଖନ୍ତୁ କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଦୀପିକା ଓ ଦିନେଶ ଙ୍କ ପ୍ରେମ ମାମଲା କୁ ନେଇ ବିବାଦ ବ୍ରହ୍ମପୁର ସହରରେ ଲାଗି ରହିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବଡ ଖୁଲାସା କରୁଛନ୍ତି ଦୀପିକା ନିଜର ପ୍ରେମ କାହାଣୀ ବିଷୟରେ । ବର୍ତ୍ତମାନ ସମୟରେ ଦୀପିକା ନିଜର ପ୍ରେଗନେନ୍ସି ବିଷୟରେ କିଛି ବଡ ଖୁଲାସା କରିଛନ୍ତି । ଦୀପିକ ବର୍ଷାରେ ଭିଜି ଛତା ଧରି ଦିନେଶଙ୍କ ଘର ଆଗରେ ଠିଆ ହୋଇ କହିଛନ୍ତି ଯେବେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ସେ କାହାକୁ ଲାଜ ରେ କହିପାରୁ ନ ଥିଲେ । ତାଙ୍କର ଦେହ ଖରାପ ହେଉଥିଲା ଠିକ ଯେମିତି ଗୋଟେ ପ୍ରେଗନେନ୍ଟ ମହିଳା ଙ୍କ ଠାରେ ହୋଇଥାଏ ।

ଲାଜ ରେ ସେ ଏ ସବୁ କଥା କାହାକୁ ବି ଖୋଲି କୁ କହିପାରୁ ନ ଥିଲେ । ସେଥିପାଇଁ ସେ ତାଙ୍କର ପ୍ରେମିକ ଦିନେଶ ଙ୍କୁ କହିଥିଲେ ତାଙ୍କ ସହ କଣ ସବୁ ହେଉଛି । ତାଙ୍କୁ ଲେଡିଜ ଅସୁବିଧା ହେଉଛି ବୋଲି ସେ ଦିନେଶ ଙ୍କୁ ଜଣାଇଥିଲେ । ଦୀପିକା ନିଜର ଚେକ ଅପ ପାଇଁ ବା ବିପି ଚେକ ପାଇଁ ସୌରାଞ୍ଚଳ ଯାଇଥିଲେ କାରଣ ତାଙ୍କର ମୁଣ୍ଡ ବୁଲାଇ ହେଉଥିଲା ବୋଲି ସେ କହିଛନ୍ତି ।

ଆହୁରି ବି କିଛି ଲେଡିଜି ଅସୁବିଧା ଥିଲା ଯାହା ପାଇଁ ସେ ପଦ୍ମଜା ମ୍ଯାଡମ ଙ୍କୁ ଦେଖାଇବା ପାଇଁ ପ୍ରେମ ନଗର ୫ମ ଲେନ କୁ ଯାଇଥିଲେ । ସେଠାରେ ଦୀପିକା ଦେଖିବାଲୁ ପାଇଥିଲେ କି ପ୍ରେଗନେଣ୍ଟ ଲେଡି ବସିଥିଲେ । ସେ ନିଜର ଲେଡିଜ ଅସୁବିଧା ବିଷୟରେ ଡାକ୍ତର ଙ୍କୁ କହିବାକୁ ବି ଲାଜ ଲାଗିଲା ବୋଲି ଦୀପିକା ପ୍ରତିକ୍ରିୟା ଦେଇଛନ୍ତି ।

ଦିନେଶ ଙ୍କୁ ସବୁ କଥା କହିବା ପରେ ସେ ଦୀପିକାଙ୍କୁ କୀଟ ଆଣି ଦେଇଥିଲେ ଚେକ ଅପ ପାଇଁ । ଯାହା ପ୍ରତେକ ପ୍ରେଗନେନ୍ଟ ମହିଳା ମାନେ ପ୍ରେଗା ନ୍ଯୁଜ ଭଳି କୀଟ ରେ ଟେଷ୍ଟ କରିଥାନ୍ତି ଜାଣିବା ପାଇଁ ପଜେଟିଭ ବା ନେଗେଟିଭ । କିନ୍ତୁ ଦୀପିକା ଙ୍କୁ ଏହି କୀଟ ବିଷୟରେ କିଛି ବି ଜଣା ନ ଥିଲା କି ସେ ଏହାର ବ୍ୟବହାର କେମିତି ହୁଏ ତାହା ବି ଜାଣି ନ ଥିଲେ ବୋଲି କହିଛନ୍ତି ।

କୀଟ ଚେକ କରିବା ପରେ ଆଉ ପଜେଟିଭ ଆସିବା ପରେ ଦୀପିକା ଦିନେଶ ଙ୍କୁ ଜଣାଇଥିଲେ ଆଉ ଏ ସବୁ ପରେ ଦୀପିୟାକ ଦିନେଶ ଙ୍କୁ କୋର୍ଟ ମ୍ୟାରେଜ କରିବାକୁ ବାଧ୍ୟ କରିଥିଲେ ସେହି ସମୟରେ ଦୀପିକଙ୍କର ଆୟୁଡ଼େମ ର ଯେଉଁ ସେଟ ବା ଦୋକାନ ଥିଲା ତାକୁ ଭାଙ୍ଗି କୁ ଘରକୁ ପଳାଇ ଆସିଥିଲେ ବୋଲି ଦୀପିକା କହିଛନ୍ତି । .

ଆଉ ସେହି ଠାରୁ ହିଁ ଡିଷ୍ଟମାନ୍ସ ଆରମ୍ଭ ହୋଇଥିଲା ଦିନେଶ ଓ ଦୀପିକା ଙ୍କ ପ୍ରେମ ସମ୍ପର୍କ ମଧ୍ୟରେ । ଏହିପରି ଭାବେ ଦୀପିକା ପ୍ରେଗନେନ୍ଟ ସମୟରେ କେତେ ଅସୁବିଧାର ସମୁଖିନ୍ନ ହୋଇଛନ୍ତି ସେହି ବିଷୟରେ ମୁହଁ ଖୋଲିଛନ୍ତି ଆଉ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *