ମା ହେବାର ଏତେ ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ଶାରୀରିକ ସମ୍ବନ୍ଧ, ନଚେତ… Parenting Tips

ମାଆ ଶବ୍ଦ ଆଗରେ ସବୁ ଶବ୍ଦ ଛୋଟ । ଏ କଥା ସତ ଯେ ମା ଓ ପିଲା ସମ୍ପର୍କ ସବୁଠୁ ଗଭୀର । ମା ନିଜ ପିଲା ର ମନ କଥା ନକହିଲେ ବି ବୁଝି ପାରେ । ଗୋଟେ ଝିଅ ପାଇଁ ମା ହେବା ସୌଭାଗ୍ୟ ର କଥା । ମା ର ପ୍ରେମ ନିଜ ପିଲା ପାଇ ନିଃସ୍ୱାର୍ଥ ହୋଇଥାଏ । ୯ ମାସ ପରେ ଯେତେ ବେଳେ ମା ଗର୍ଭ ରୁ ସନ୍ତାନ ଜନ୍ମ ନେଇ ପ୍ରଥମେ ସେ ମା ର ହୃଦୟରେ ଲାଗେ ସେବେ ସେ ବହୁତ ଖୁସି ହୁଏ । ପିଲା ଟେ ଜନ୍ମ ଦେବା ପାଇଁ ମା କୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ ।

ଛୋଟ କ୍ଷତ ଟେ ହେଲେ ଯେଉଁଠି ପୁରୁଷ ମାନେ ବହୁତ ରାଗିଯାନ୍ତି, ସେଠି ଗୋଟିଏ ସ୍ତ୍ରୀ ପାଖରେ ଏତେ ସହନଶକ୍ତି ଥାଏ ଯେ ପିଲା ଜନ୍ମ ଦେବା ବେଳେ ସେ ହସି ହସି ସବୁ କଷ୍ଟ ସହିଯାଏ ।

ଡେଲିଭରି ପରେ ମହିଳା ମାନଙ୍କ ପାଖରେ ଆସିଥାଏ ପରିବର୍ତ୍ତନ

ଜନ୍ମ ଦେଲା ପରେ ମହିଳା ଙ୍କ ଶରୀର ବହୁତ ଦୁର୍ବଳ ହୋଇଯାଇଥାଏ । ତେଣୁ କିଛି ଦିନ ଯାଏ ଶାରୀରିକ ସମ୍ବନ୍ଧ ସ୍ଥାପନ ଅସମ୍ଭବ ହୋଇଥାଏ । ଡେଲିଭରି ପରେ ମହିଳା ମାନଙ୍କ ଶରୀର ରହିଛି ବହୁତ ପରିବର୍ତ୍ତନ ଆସିଥାଏ ତ ଏ ସମୟ ରେ ପୁରୁଷମାନେ ସେମାନଙ୍କ ଧ୍ୟାନ ରଖିବା ଦରକାର । ଡେଲିଭରି ର କିଛିଦିନ ଯାଏ ଶାରୀରିକ ସମ୍ବନ୍ଧ କଲେ ମହିଳା ଙ୍କ ଜୀବନ ଉପରେ ବିପଦ ପଡ଼ିପାରେ । ଏବେ ଜାଣିବା ଡେଲିଭରି ର କେତେ ଦିନ ପରେ ଶାରୀରିକ ସମ୍ବନ୍ଧ ରଖିବ ।

ସଂକର୍ମଣ ହୋଇଥାଏ

ସମସ୍ତେ ଜାଣନ୍ତି ଯେ ଡେଲିଭରି ୨ ପ୍ରକାରର ହୋଇଥାଏ- ନର୍ମାଲ ଓ ସିଜରିୟାନ ଡେଲିଭରି । ଯାହାର ନର୍ମାଲ ଡେଲିଭରି ସେମାନେ ଏସବୁ କରିବା ପୂର୍ବ ରୁ ଡାକ୍ତର ପରାମର୍ଶ କରନ୍ତୁ । କାରଣ ଡେଲିଭରି ପରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ସମ୍ବନ୍ଧ କରିବା କଷ୍ଟ ସହିବାର କ୍ଷମତା ନଥାଏ ଏବଂ ସଂକର୍ମଣ ମଧ୍ୟ ହେବା ର ସମ୍ଭାବନା ଥାଏ ।

ସିଲେଇ ଶୁଖିବା ଜରୁରୀ ହୋଇଥାଏ

ସିଜେରିୟାନ ଡେଲିଭରି ଅପରେସନ ଦ୍ଵାରା ହୋଇଥାଏ । ଏଥିରେ ପେଟ କାଟି ପିଲା ବାହାର କରି ପରେ ସିଲେଇ କରିଦିଅନ୍ତି । ଏଥିରେ ସିଲେଇ ଶୁଖିବା ବହୁତ ଜରୁରୀ ହୋଇଥାଏ, ଏହା ଧୀରେ ଧୀରେ ସୁଖେ, ତେଣୁ ଶୁଖିବା ଯାଏ ରେଷ୍ଟ୍ ନେବା ଦରକାର । ଯଦି ସମ୍ବନ୍ଧ କରିବାକୁ ଚେଷ୍ଟା କରନ୍ତି ଜୀବନ ଉପରେ ବିପଦ ପଡ଼ିପାରେ । ଏଥିପାଇଁ ଅପରେସନ ହେବା ର ୭ ସପ୍ତାହ ବା  ଏବେ ଏବେ ମା ହୋଇଛନ୍ତି ବା ଆଗକୁ ମା ହେବାକୁ ଯାଉଛନ୍ତି ତ ୨ ବା ୩ ମାସ ଯାଏ ଶାରୀରିକ ସମ୍ବନ୍ଧ କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *