ମା ଓ ଝିଅ ମଧ୍ୟରେ ଥିବା ଗଭୀର ସମ୍ପର୍କ ଦେଖିଲେ ଆଖିରେ ଲୁହ ରହିବ ନାହି, ଦେଖନ୍ତୁ Video

ଏ ଦୁନିଆରେ ମା ଓ ଛୁଆର ସ-ମ୍ପ-ର୍କ ନିଆରା ଅଟେ । ଏହା ଏକ ଏମିତି ବନ୍ଧନ ଯାହା ସାରା ଜୀବନ ପାଇଁ ରହିଥାଏ । ଗୋଟେ ମା ନିଜ ଛୁଆର ଖୁସି ପାଇଁ ହେଉ ବା ତା ଜୀବନ ରକ୍ଷା ପାଇଁ ହେଉ ନିଜ ଜୀବନକୁ ବାଜି ଲାଗାଇ ଦେଇଥାଏ । ଠିକ ସେହି ପରି ପିଲା ମଧ୍ୟ ନିଜ ମା ଙ୍କୁ ବହୁତ ଭଲ ପାଇଥାନ୍ତି । ମାର ସ୍ନେହ ମମତା ଆଗରେ ସବୁ ଭଲ ପାଇବା ଫିକା ପଡିଯାଏ । ତେଣୁ ମା ଓ ଛୁଆର ସ-ମ୍ପ-ର୍କ କାହା ସହ ତୁଳନା କରାଯାଇ ପାରିବ ନାହି ।

ଆଜିର ଆମର ଏହି ଲେଖା ରେ ଏମିତି ଏକ ମା ଓ ଝିଅର ସ-ମ୍ପ-ର୍କ ର କାହାଣୀ ରହିଛି ଯାହା ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଗୋଟେ ମା ତା ଛୁଆ କୁ କେତେ ଭଲ ପାଏ ।

ଏହି ଭି-ଡି-ଓ ରେ ଗୋଟେ କୁନି ଝିଅ ଟି ତା ମା ସହ ଏପରି ବାର୍ତ୍ତାଳାପ କରୁଛି ଯେ ଦେଖିଲେ ଯେତିକି ହସ ଲାଗୁଛି ସେତିକି ମା ଓ ଝିଅ ମଧ୍ୟ ରେ ଥିବା ଗଭୀର ସ-ମ୍ପ-ର୍କ ବିଷୟରେ ଜଣା ପଡୁଛି । ଏହି ଭି-ଡି-ଓ ରେ ସେହି କୁନି ଝିଅ ଟି ତା ମା କୁ ଅଳ୍ପ ସମୟ ପାଇଁ ବାହାରକୁ ଯିବା ପାଇଁ ଅନୁରୋଧ କରୁଛି । ପିଲା ଟିର କଥା କହିବାର ଶୈଳୀ କିଛି ଭିନ୍ନ ଧରଣର ରହିଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ଝିଅ ଟି ବାହାରକୁ ଯାଇ ଆସିବ ବୋଲି କହିବାକୁ ତା ମା ତାକୁ ମନା କରି ଦେଉଛି ।

କାଳେ ଝିଅ ବାହାନା କରୁଛି ବୋଲି ଭାବି ତା ମା ତାକୁ ବାହାରକୁ ଯିବା ପାଇଁ ମନା କରି ଦେଉଛି । କିନ୍ତୁ ଝିଅ ଟି ମଧ୍ୟ କିଛି କମ ନୁହେଁ । ତାର ଏକା ଜିଦି ଯେ ସେ ବାହାରକୁ ଯିବ କାରଣ ତାକୁ ବହୁତ ଜୋରରେ ପରିସ୍ରା ଲାଗୁଛି । ଏହା ଶୁଣିବା ପରେ ତା ମା ତାକୁ ରୋକଠୋକ ମନା କରି ଦେଉଛି । ଏହି ଭି-ଡି-ଓ ରେ କୁନି ଝିଅ ଟି କାନ୍ଦିବାର ଫେସ କରିବାର ଦୃଶ୍ୟ ହେଉଛି କାରଣ ତାକୁ ଜୋରରେ ପରିସ୍ରା ଲାଗୁଛି କିନ୍ତୁ ତା ମା ତାକୁ ବାହାରକୁ ଛାଡୁ ନାହି ।

ଝିଅ ଟି ଘରେ କିଏ କାମ କରୁଛି ତାହା ଦେଖିବା ପାଇଁ କହିବାରୁ ତା ମା ତାକୁ ମନା କରି ଦେଉଛି । ଝିଅ ଟି ସାଙ୍ଗେ ସାଙ୍ଗେ ପଳାଇ ଆସିବ ବୋଲି କହୁଥିଲେ ମଧ୍ୟ ତା ମା ତାକୁ ମନା କରି ଦେଉଛି । ତେବେ ଏହି ପରି ଭାବେ ମା ଓ ଝିଅ ର ଆଲୋଚନା ଚାଲିଛି ଯାହାକୁ ଦେଖିଲେ ଲାଗୁଛି ଦୁହିଙ୍କ ମଧ୍ୟ ରେ ପରସ୍ପର ପ୍ରତି କେତେ ଭଲ ପାଇବା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *