ନିଜ ଘରେ ରଖନ୍ତୁ ରୂପାର ଏହି ଜିନିଷ, ଖୋଲିବ ଭାଗ୍ୟ, ମାଁ ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସିବ ସୁଖ ଓ ସମୃଦ୍ଧି

ସୁଖମୟ ଜୀବନ ସମସ୍ତେ ଚାହାନ୍ତି, ଦୁନିଆରେ ଏମିତି ବୋଧେ  କେହି ଥିବ ଯିଏ ଖୁସି ପାଇବା ପାଇଁ ଚାହୁଁ ନଥିବ । ସମସ୍ତେ ନିଜ ଘର ଓ ପରିବାର ଲୋକଙ୍କ ପାଇଁ ସୁଖମୟ ଜୀବନର କାମନା କରନ୍ତି କିନ୍ତୁ ସୁଖ ସବୁବେଳେ ରୁହେ ନାହିଁ ।ଜୀବନ ରେ ସୁଖ ଓ ଦୁଃଖ ଆସୁଥାଏ ଓ ଯାଉଥାଏ, ସମସ୍ତେ ନିଜ ଖୁସିକୁ ସବୁବେଳେ ପାଇଁ ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଏହା ସମ୍ଭବ ନୁହେଁ ।

ଆଜି ଆମେ ଆପଣଙ୍କୁ ରୂପାର କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମାଁ ଲକ୍ଷ୍ମୀଙ୍କ କୃପା ପାଇ ପାରିବେ ଓ ନିଜ ଜୀବନ ସୁଖମୟ କରି ପାରିବେ ।

ନିଜ ଘରେ ରୂପାର ଏହି ଜିନିଷ ରଖନ୍ତୁ :

ରୂପାର ଡବା :

ରାହୁ ର ଖରାପ ଦଶାରୁ ବଞ୍ଚିବା ପାଇଁ ନିଜ ଘରେ ଲକର ରେ ରୂପା ଡବା ରେ ପାଣି ଭର୍ତି କରି ରଖନ୍ତୁ, ଯେତେବେଳେ ଏହାର ପଣି ଶୁଖି ଯାଏ ଏହାକୁ ପୁଣି ପାଣି ଭର୍ତି କରି ଦିଅନ୍ତୁ । ଯଦି ଆପଣଙ୍କ କୁଣ୍ଡଳୀ ରେ ରାହୁ ଚତୁର୍ଥ ଜାଗାରେ ଅଛି ତାହେଲେ ଏହି ରୂପା ଡବାରେ ପାଣି ସହ ମହୁ ମିଶାଇ ଜମି ରେ ପୋତି ଦିଅନ୍ତୁ, ରାହୁ ଦଶା କଟିଯିବ ।

ରୂପାର କଠୋର ଗୋଲା :

ବିବାହ ସମ୍ବନ୍ଧିତ ଅସୁବିଧାରୁ ଛୁଟକାରା ପାଇଁ ଆପଣ ଶୁକ୍ଳ ପକ୍ଷ ର ପ୍ରଥମ ସୋମବାର କୁ ସକାଳେ ରୂପାର କଠୋର ଗୋଳା ରୂପା ଚେନରେ ଲଗାଇ ଧାରଣ କରନ୍ତୁ, ଏହା ଦ୍ଵାରା ବିବାହ ପାଇଁ ହେଉଥିବା ଅସୁବିଧା ଦୂର ହୋଇଥାଏ ।

ରୂପାର ଚାରିକଣ ଖଣ୍ଡ :

କ୍ୟାରିୟର ଓ ବ୍ୟବସାୟ ପାଇଁ ଆପଣ ନିଜ ଘରେ ରୂପାର ଗୋଟେ ଚାରିକଣିଆ ଖଣ୍ଡ ରଖନ୍ତୁ, ଏହା କଲେ ଆପଣଙ୍କୁ ନିଜ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । ଯଦି ଏହି ରୂପା ଖଣ୍ଡକୁ ଆପଣ ନିଜ ପକେଟ ରେ ରଖିବେ ତାହେଲେ ବ୍ୟବସାୟ ରେ ସଫଳତା ପ୍ରାପ୍ତ ହୋଇବ । ଏହା ଦ୍ଵାରା ସବୁ କ୍ଷେତ୍ର ରେ ଆପଣ ନିଜ କାମ ସଫଳତା ରେ କରି ପାରିବେ ।

ରୂପା ହାତୀ :

ଯଦି ଆପଣ ନିଜ ବ୍ୟବସାୟ କୁ ଆଗୁକୁ ବଢେଇବା ଓ ସଫଳତା ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତାହେଲେ ଅତି ଶୀଘ୍ର ରୂପାର ହାତୀ ଘରେ ନେଇ ଆସନ୍ତୁ । ଯଦି ଆପଣ ଚାହାନ୍ତି ତାହେଲେ ଛୋଟ ରୂପାର ହାତୀ ବନାଇ ନିଜ ପକେଟ ର ସବୁବେଳେ ରଖନ୍ତୁ, ଏହା ଆପଣଙ୍କ ସନ୍ତାନକୁ ସବୁ ପ୍ରକାର ଶତ୍ରୁ ରୁ ବଞ୍ଚେଇବ ଓ ଆପଣଙ୍କୁ ବ୍ୟବସାୟରେ ଲାଭ ମଧ୍ୟ ଦେବ ।

ଅଗକୀ ବି ଏହିଭଳି ଟିପ୍ସ ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ । ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *