Special Report : ହୃଦୟ ବିଦାରକ! ମାଆ’ର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ପୁଅ! ଯାହା କହୁଛି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ମା ଭି-କ ଗ-ଣ୍ଡେ ଦିଅ, ବାବୁ ସାହାଜ୍ଯ ଟିକେ କର, ତୁମେ ସାହାଜ୍ୟ କଲେ ମୁଁ ମାଆର ଶୁ-ଦ୍ଧି-କ୍ରି-ୟା କରିବି, ତୁମ ଦାନରେ ମୁଁ କ୍ରି-ୟା-କ-ର୍ମ କରିବି, ଦିଅ ବାବୁ ଯାହା ପାରୁଛ ଦିଅ, ଯାହା ପାରୁଛ ଦିଅ । ଅ-ନା-ଥ ହେବା ପରେ ଏବେ କିଏ ହେବ ସାହା ଭରସା । ଆଗରୁ ବାପା ଚାଲି ଯାଇଥିଲେ ଆଉ ଏବେ ମା ଆ-ର-ପା-ରି-କୁ ଚାଲିଗଲେ । ବୟସ ମଧ୍ୟ ହୋଇନାହି ରୋଜଗାର କରିବାକୁ । ଆଗାମୀ ସମୟରେ ସୁଖ କ-ଷ୍ଟ-ରେ ଦିନ କ-ଟି-ବ । କିନ୍ତୁ ଏବେ ପୁଅ କେମିତି ନିଜ ମାର ଶୁଦ୍ଧିକ୍ରିୟା କରିବ ?

ଏହି ଚି-ନ୍ତା-ରେ ହାତରେ ବ୍ୟାଗ ଧରି ପୁଅ ଗାଁ ଗାଁ ବୁଲି ଘର ଘର ବୁଲି ଭି-କ ମା-ଗୁ-ଛି- ପୁଅ ଭଗବତ । ଏହି ଭି-କ ମାଗିବା ନିଜର ପେଟ ପୋଷିବା ପାଇଁ ନୁହେଁ ବରଂ ମା’ ର ଶୁ-ଦ୍ଧି-କ୍ରି-ୟା ପାଇଁ । ଭାଗବତ ଦାସଙ୍କ ଏହି ହେଉଛି କାହାଣୀ । ଏହିଭଳି ହୃଦୟ ବି-ଦା-ର-କ ଓ ହୃଦୟ ଛୁଇଁଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଚମ୍ପାଦିୟା ଗାଁ ରେ ଭାଗବତ ଦାସଙ୍କର ଯାହାର ବୟସ ହେଉଛି ମାତ୍ର ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ନିଜ ଭବିଷ୍ୟତକୁ ନେଇ ଦେଖିଥିବା ସ୍ଵପ୍ନ ଏବେ ମଉଳି ଯାଇଛି ।

ଭାଗବତ ଦାସଙ୍କ ବାପା ଜଣେ ଇଲେକ୍ଟ୍ରି ମିସ୍ତ୍ରୀ ଥିଲେ । ଗତ ଦୁଇ ବର୍ଷ ତଳେ ଇଲେକ୍ଟ୍ରି ସକରେ ତାଙ୍କ ବାପାଙ୍କର ମୃ-ତ୍ୟୁ ଘଟିଥିଲା । ଏହା ପରେ ମା ପୁଅ ଭାଗବତକୁ ବଡ ମଣିଷ କରିବା ପାଇଁ ପର ଘରେ କାମ କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ମା ର ପଣତ କାନି ମଧ୍ୟ ଭାଗବତଙ୍କ ମୁ-ଣ୍ଡ ଉପରୁ ଉଠିଗଲା । ମାଙ୍କ ଦେ-ହ ଅସୁସ୍ଥ ହେବା ପରେ ଟଙ୍କା ଅଭାବରୁ ଚିକିତ୍ସା ନ ହୋଇ ପାରିବାରୁ ଭାଗବତଙ୍କ ମା ଏ ଦୁନିଆରୁ ବିଦାୟ ନେଇଛନ୍ତି ।

ଭାଗ୍ୟର ଏ ଖେଳ ଭିତରେ ଭାଗବତ ପୁଅର କର୍ତ୍ତବ୍ୟ ପୁରା କରିବାକୁ ଯାଇ ଆଜି ରାଜରାସ୍ତାରେ ଭି-କ ମାଗୁଛନ୍ତି କେବଳ ମା’ ର ଶୁ-ଦ୍ଧି-କ୍ରି-ୟା କରିବା ପାଇଁ । ଭାଗବତ ନିଜ ମା ର ମୃ-ତ-କ-ର୍ମ ସରିବା ପାଇଁ ଘର ଘର ବୁଲି ଭି-କ ମା-ଗୁ-ଛ-ନ୍ତି ଯାହାର ଦୃଶ୍ୟ ହୃଦୟ ବି-ଦା-ର-କ । ଭାଗବତଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଓ ତାଙ୍କର ସୁରକ୍ଷିତ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଗାଁ ର ଲୋକ ମାନେ । ସରକାରଙ୍କ ହରିଶଚନ୍ଦ୍ର ଯୋଜନା ରେ ସହାୟତା ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ନିବେଦଦନ କରା ଯାଇଥିଲେ ମଧ୍ୟ ଏ ଯାଏଁ କୌଣସି ସୁଫଳ ମିଳି ନାହିଁ ଭାଗବତଙ୍କୁ ।

ତେଣୁ ନିଜ ମା’ ର ଶୁଦ୍ଧିକ୍ରିୟା କେମିତି କରିବେ ତାହାକୁ ନେଇ ଚି-ନ୍ତା ରେ ଅଛନ୍ତି ୧୦ମ ଶ୍ରେଣୀର ଛାତ୍ର ଭାଗବତ ଦାସ । ବାପା ମା ନ ଥିବା ପୁଅ ଓ ସମ୍ପତିହରା ହୋଇ ଥିବାରୁ ଆଗାକୁ ଭଗବତ ଦାସଙ୍କ ଭବିଷ୍ୟତ କଣ ହେବ ତାହା ସମୟ କହିବ । ଏଥିପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ।

ବନ୍ଧୁଗଣ ଭାଗବତଙ୍କ କାହାଣୀ ବିଷୟରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *