ମା ର ମମତା ଦେଖି ଆପଣ ବି କାନ୍ଦି ପକାଇବେ, ଥରେ ସମୟ ଦେଇ ନିଶ୍ଚୟ ଦେଖନ୍ତୁ ଏହି Video

ଦୁନିଆରେ ଭଗବାନ ସନ୍ତାନ ର ଜନ୍ମ ପାଇଁ ଆଗ ମା କୁ ହିନ ବାଛି ଥିଲେ । ଏହାର କାରଣ ହେଉଛି କି ଏକ ମା କେବେ ଭି ଓ କିଛି ଭି କରି ପାରେ ନିଜ ପିଲା ପାଇଁ ସେ ନିଜ ପିଲା ଉପରେ ଆଞ୍ଚ ଆସିଲେ କାହାକୁ କ୍ଷମା ଦେଇ ନଥାଏ । ଯଦି ଆମେ କହିବା କି ଏହି ଦୁନିଆରେ ସବୁ ଠାରୁ ବଡ ଯୋଧ୍ୟା କିଏ ଅଟେ । ଏହାର ଉତ୍ତର ଅଟେ ମା ଗୋଟେ ମା ସବୁ ଠାରୁ ବଡ ଯୋଧ୍ୟା ଅଟେ ନିଜ ସନ୍ତାନ ପାଇଁ । ଆପଣ ଜାଣି ଥିବେ କି ପଶୁ ହେଲେ ମଧ୍ୟ ମା ମା ହୋଇ ଥାଏ ।

ତା ପିଲାକୁ କିଛି ଭି ହୋଇ ଗଲେ ସେ ପାଗଳ ହୋଇ ଯାଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ ସେହି ଭଳି କିଛି ଘଟଣା ତେବେ ଆସନ୍ତୁ ଜାଣିବା । ଏକ କୁକୁର ତା ପିଲାକୁ ବଞ୍ଚାଇବା ପାଇଁ ଲାଗି ଥିବା ଅବେଳେ କିଛି ଲୋକ ତାକୁ ସାହାଜ୍ଯ କରି ଥିଲେ ସେମାନେ ଏକ ଗାତା ଭିତରେ ପଶି ଯାଇ ଥିଲେ ଯେଉଁ ଜାଗାରେ ପାଣି ଜମା ହୋଇ ଯାଇ ଥିଲା ମା କୁକୁର ଟି ତାଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ମାଟିକୁ ଖୋଲୁ ଥିଲା ସେମିତି ପାଣି ଛାଡିଛି ସେ ତା ଭିତରେ ପଶି ତା ପିଲା ମାନଙ୍କୁ ଉଧାର କରି ଥିଲା । ସେ ତା ପିଲା ମାନଙ୍କ ମଧ୍ୟରୁ ଜଣେ ନିସବାଶ ନେଇ ପାରୁ ନଥିଲା ପାଣି ରେ ରହିବା ପରେ ସେ ନିଜ ପିଲାକୁ କାମୁଡି ଏହାକୁ ଠିକ ମଧ୍ୟ କରି ଦେଲା ।

ଏହି ଭଳି କାନାଡା ରେ କ୍ୟୁବାକ ସ୍ସହର ରେ ଏକ ଘଟଣା ଜାଣନ୍ତୁ ସେଠାକାର ଏକ ବଡ ମୂଷା ପାଣିରେ ବୁଡି ଯାଉ ଥିବା ବେଳେ ତା ମା ତାକୁ ବଞ୍ଚାଇକି କୁଳକୁ ଆଣି ସେଠାରୁ ବଞ୍ଚାଇ ନେଇ ଥିଲା । କୁହାଯାଏ କି ଜଙ୍ଗଲ ର ରାଜା ସିଂହ ଅଟେ । କିନ୍ତୁ ସିଂହ ମଧ୍ୟ ମାର ଆଗରେ ହାର ମାନି ଥାଏ ।

ଗୋଟେ ଜେବ୍ରା ଛୁଆ ଯିଏ କି ଏକ ସିଂହ ଦ୍ଵାରା ଧାରା ହୋଇ ଯାଇ ଥିଲା । ସେ ବଞ୍ଚିବା ଅସମ୍ଭବ ଥିଲା କିନ୍ତୁ ତା ମା ଆସିକି ତାକୁ ଆସିକି ବଞ୍ଚାଇ ଦେଇ ଥିଲା ସେ ଓ ତା ପିଲା ଦୁହେଁ ସେହି ଠାରୁ ଚାଲି ଯାଇ ଥିଲେ ଏହା ପରେ ସତରେ ମା ଆଗରେ କେହି ପିଲାର ଖ୍ଯାତି କରି ପାରିବେ ନି ।

ଆଉ ଏକ ଘଟଣା ଏକ ଛୋଟ ଗୁନ୍ଦୁଚି ମୁସାର ପିଲା ଏକ ଗଛରୁ ପଡି ଯାଇ ଥିବା ବେଳେ ତା ମା ଆସିକି ତାକୁ ବଞ୍ଚାଇ ଦେଇ ଥିଲା ଓ ତାକୁ ଗଛ ଉପରକୁ ନେଇ ଯାଇ ଥିଲା । ୨୦୧୮ ରେ ଆମେରିକା ର ଆଲପାକା ମାନେ ଓଟ ମାନଙ୍କର ଫାର୍ମ ରେ ହଠାତ ଏକ ହେଟା ବାଘ ଆସି ଯାଇଥିଲା ସେ ଓଟ ଛୁଆକୁ ନେଇକି ଯିବା ବେଳେ ସବୁ ଓଟ ତାକୁ ଘେରି ଗଲେ ଓ ବାଧ୍ୟ ହୋଇକି ସେ ତାକୁ ଛାଡି ପଳାଇଲା । ଆଉ ଏକ ଘଟଣା ଏକ ବିଲେଇ ଛୁଆ ଏକ ରାସ୍ତାର ଘାଇ ରେ ପଡି ଯାଇଥିବା ବେଳେ ତା ମା ମଧ୍ୟ ସେଇ ଘାଇ କୁ ଯାଇ ତାକୁ ନେଇ ଆସିଲା । ଏହି ଥିରୁ ଜଣା ପଡି ଥାଏ କି ଗୋଟେ ମା ତା ପିଲା ପାଇଁ ନିଜ ଜୀବନ ର ବାଯୀ ଦେଇ ପାରେ ।

Leave a Reply

Your email address will not be published. Required fields are marked *