ବିଚ ରାସ୍ତାରେ ମାଆକୁ ମା-ରି ଚାଲିଥିଲା ପୁଅ, ଭୁକି ଭୁକି ଲଢେଇ କରୁଥିଲା ପୋଷା କୁକୁର… Video ଦେଖି ଆଖିରେ ଆସିଯିବ ଲୁହ

ମଣିଷ ନିଜର ମା-ନ-ବି-କ-ତା ହ-ରା-ଇ କେତେ ତଳକୁ ଖ-ସି ପାରେ ଆପଣ ଏହି ଭି-ଡି-ଓ ମାଧ୍ୟମରେ ଦେଖି ପାରିବେ । ମଣିଷ ଟଙ୍କା, ଜମି ବା-ଡି ସମ୍ପତ୍ତିର ଲୋ-ଭ-ରେ ଏତେ ତଳକୁ ଖ-ସି ଯାଇଛି ସେ ନିଜ ବାପା ମାକୁ ମା-ରି-ବା ପାଇଁ ଆଗେଇ ଆସୁଛି । ଏହିଭଳି କିଛି ଘ-ଟ-ଣା ତାମିଲନାଡୁରୁ ସାମ୍ନାକୁ ଆସିଛି । ଆପଣ ଏହି ଭି-ଡି-ଓରେ ଦେଖୁଥିବେ କି ଜଣେ ଲୋକ ଜଣେ ବୃ-ଦ୍ଧ ମହିଳାଙ୍କୁ କେମିତି ମା-ରୁ-ଛ-ନ୍ତି ଓ ଏତିକି ନୁହେଁ ସେ ତାଙ୍କୁ ରାସ୍ତାରେ ଟା-ଣି ଟା-ଣି ମା-ରୁ-ଛି ।

ଏହି ସମୟରେ ଆଖାପାଖରେ ବି ବହୁତ ଲୋକମାନେ ଛି-ଡା ହୋଇଛନ୍ତି ଓ ଏହି ଦୃଶ୍ୟକୁ ଦେଖୁଛନ୍ତି । କିନ୍ତୁ କେହି ବି ଏହି ଲୋକ ଠାରୁ ଏହି ବୃ-ଦ୍ଧ ମହିଳାଙ୍କୁ ର-କ୍ଷା କରିବା ପାଇଁ ଆଗକୁ ଆସୁ ନାହାନ୍ତି । ଏଥିରୁ ଜାଣି ପାରୁଥିବେ କି ଆଜିକାଲି ମଣିଷ ମଧ୍ୟରେ ଆଉ ମ-ଣି-ଷ-ପ-ଣି-ଆ ନାହିଁ ।

କିନ୍ତୁ ଏହା ମଧ୍ୟରେ ଏକ କୁକୁର ସାମ୍ନାକୁ ଆସୁଛି । ଯିଏକି ସେହି ବୃ-ଦ୍ଧ ମହିଳାକୁ ବଞ୍ଚାଇବା ପାଇଁ ସେହି ବ୍ୟକ୍ତି ଉପରେ ଭୋ-କି-ବା ଆରମ୍ଭ କରିଦେଉଛି । ଏହି ଘ-ଟ-ଣା-ଟି ହେଉଛି ତାମିଲନାଡୁର ନାମକଳ ସହରର । ଏହି ସ୍ଥାନର ଗୋଟିଏ ପୁଅ ନିଜ ବୃ-ଦ୍ଧ ମାକୁ ରାସ୍ତା ଉପରେ ମା-ଡ ମା-ରୁଥି-ବା-ର ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓରେ ଆପଣ ଦେଖିପାରୁଥିବେ କି ବୃ-ଦ୍ଧ ମହିଳାଙ୍କୁ ତାର ପୁଆ ମା-ଡ ମା-ରୁ-ଥି-ବା ସମୟରେ ବୃ-ଦ୍ଧ ମହିଳାର ପାଳିତ କୁକୁର ନିଜର ମାଲିକାଣୀକୁ ବ-ଞ୍ଚା-ଇ-ବା ପାଇଁ ଆ-ପ୍ରା-ଣ ଚେଷ୍ଟା କରୁଛି ।

ଏତିକି ନୁହେଁ ସେ ମା-ଡ- ମା-ରୁ-ଥି-ବା ବ୍ୟକ୍ତି ଉପରେ ଆ-କ୍ର-ମ-ଣ ବି କରୁଛି । କହିଦେଉଛୁ କି ସ୍ଵାମୀର ମୃ-ତ୍ୟୁ ପରେ ବୃ-ଦ୍ଧ ମହିଳା ଜଣକ ନିଜ ଘରେ ଏକୁଟିଆ ରୁହନ୍ତି ଓ ଏହି ବୟସରେ ନିଜେ ମୂଲ ଲାଗି ନିଜର ଜୀବନ ବିତାଉଛନ୍ତି । ସବୁଠୁ ବଡ ଦୁଃ-ଖ-ର କଥା ଏହା ଅଟେ କି ଏହି ବୃ-ଦ୍ଧ ମହିଳାର ପୁଅ ଅଛି, ଯିଏକି ଏହି ଭି-ଡି-ଓରେ ନଜର ଆସୁଛି । କିନ୍ତୁ ସେ ନିଜ ମା ଠାରୁ ଅଲଗା ରୁହେ । କିନ୍ତୁ ଏହା ସତ୍ବେ ମା ନିଜର ସମସ୍ତ ଜ-ମି-ବା-ଡି ସମ୍ପତ୍ତି ପୁଅ ନାଁର କରିଦେଇଛି ।

କିନ୍ତୁ ଲୋ-ଭ ଗୋଟିଏ ଏମିତି ଜିନିଷ ଯାହା କାହାକୁ ଯଦି ଥରେ ହେଇଯାଏ ତେବେ ତାହାର ଅ-ନ୍ତ ନ ଥାଏ । ଏହିଭଳି କିଛି ଏହି ପୁଅ ବି କରୁଛି । ଅର୍ଥାତ ପୁଅର ଏତେ ଲୋଭ କି ସବୁ ଜମି ବାଡି ନିଜ ନାଁରେ ଥିବା ସତ୍ବେ ବି ମା ସ-ଞ୍ଚ-ୟ କରିଥିବା ଟଙ୍କାକୁ ମଧ୍ୟ ହା-ସ-ଲ କରିବା ପାଇଁ ମା କୁ ମା-ଡ ମା-ରୁ-ଛି । ଘରର ଚାବି ହା-ସ-ଲ କରିବା ପାଇଁ ରାସ୍ତା ଉପରେ ଟା-ଣି ଟା-ଣି ନିଜ ମାକୁ ମା-ରୁ-ଛି ।

ଯେଉଁ ପୁଅକୁ ୯ ମାସ ନିଜ ଗର୍ଭରେ ରଖିଥିଲା ସେ ବୃ-ଦ୍ଧ ସମୟରେ ସାହାରା ହେଲା ନାହିଁ, କିନ୍ତୁ କିଛି ଦିନ ହେବ ଯେଉଁ କୁକୁରକୁ ସେ ପାଳିଥିଲେ, ସେହି କୁକୁର ନିଜ ମାଲିକାଣୀର ଲୁଣ ଖାଇ ଥିବାରୁ ନିଜ ମାଲିକାଣୀକୁ ବ-ଞ୍ଚା-ଇ-ବା ପାଇଁ ଚେଷ୍ଟା କରୁଛି । ଏଥିରେ ଜଣା ପଡୁଛି କି ମଣିଷ ଅବିଶ୍ଵାସୀ ହୋଇ ଯାଇ ପାରେ କିନ୍ତୁ କୁକୁର କେବେ ବି ଅବିଶ୍ଵାସୀ ହେବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *