ମା Tilottamaଙ୍କୁ ହରାଇ ଝୁରି ଝୁରି କାନ୍ଦି କାନ୍ଦି କଣ କହିଲେ ଝିଅ Debika, ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ ପୁଣି ଖେଳି ଚାଲି ଶୋକର ବାଦଲ । ଆପଣ ମାନେ ଜାଣିଥିବେ ଟିଭି ସିରିଏଲ ହିରୋଇନ ତିଳୋତ୍ତମା ଙ୍କ ପରଲୋକ ଘଟିଛି । ଆଉ ସେଥିପାଇଁ ନିଜ ମା ଙ୍କୁ ହରାଇ ଝିଅ ଦେବିକା କିଛି ଏମିତି କହିଛନ୍ତି କି ମା ଅନ୍ୟ କେଉଁଠି ସ୍ଵର୍ଗ ଅଛି କି ନାହି ତାହା ତ ମୁଁ ଜାଣି ନାହି କିନ୍ତୁ ଏତିକି ଜାଣିଛି ତୋ ପାଦ ତଳେ କେବଳ ସ୍ଵର୍ଗ ଅଛି । ଏପରି କିଛି କହୁଛନ୍ତି ଅଭିନେତ୍ରୀ ଦେବିକା ନିଜ ମା ତିଳୋତ୍ତମା ଙ୍କୁ ଝୁରି ଝୁରି ।

କାରଣ ଦେବିକା ନିଜର ପ୍ରିୟ ର ମଣିଷ କୁ ହରାଇଛନ୍ତି ଯିଏ ନିଜେ ଦିନେ ହାତ ଧରି ବାଟ ଚାଲିବା ଶିଖାଇ ଥିଲା ଆଉ ଦିନେ ଯିଏ ଦୁନିଆ ଦେଖାଇ ଥିଲା । ଆଜି ଯେବେ ଦୁନିଆକୁ ଦେଖି ସାରିଲି ଆଉ ଜାଣି ସାରିଲି ସେତେବେଳେ ହାତ ଛାଡି ବହୁତ ଦୂରକୁ ଚାଲି ଯାଇଛି ମା ଯେଉଁଠୁ ଆଉ ସେ ଫେରିବ ନାହି ଏଭଳି କିଛି କହି କାନ୍ଦୁଛନ୍ତି ଦେବିକା । ଆମ ଦୁଇ ଭଉଣୀ ଙ୍କୁ ଏକା କରି ଚାଲି ଯାଇଛି ମା । ଆମ ଦୁଇ ଭଉଣି ଙ୍କ ପାଠ ପଢା ସହ ସବୁ କିଛି ଶିଖାଇ ଥିଲା ମା କିନ୍ତୁ ଆମକୁ ଅଧା ବାଟ ରୁ ହାତ ଛାଡି ଯିବାକୁ କିଏ ତୋତେ ଅନୁମତି ଦେଲା ମା ଓ ତୁ ଏମିତି ଆଜି କଣ ପାଇଁ କଲୁ ବୋଲି ଆଜି ଦେବିକ କାନ୍ଦି କାନ୍ଦି କହୁଛନ୍ତି ।

କାହିଁକି ବା ଦେବିକା କହିବେ ନାହି ସେ ନିଜର ପ୍ରିୟା ମା ଙ୍କୁ ହରାଇଛନ୍ତି ସବୁ ଦିନ ପାଇଁ । ସେଥିପାଇଁ ତ ଲୋକେ କୁହନ୍ତି ଦୁନିଆରେ ଭଗବାନ ଙ୍କ ପାଖକୁ ସବୁବେଳେ ସମସ୍ତେ ଯାଇ ପାରନ୍ତି ନାହି । ସେଥିପାଇଁ ଇଶ୍ଵର ସୃଷ୍ଟି ରେ ମା ରୂପକ ଭଗବାନ ତିଆରି କରିଛନ୍ତି । ଯିଏ ସବୁ ଅଳି ଅଝଟକୁ ନିଜ ଛାତି ତଳେ ଚାପ ରଖି ପିଲା ମାନଙ୍କୁ ମଣିଷ କରିଥାଏ । ଆଜି ସେହି ମା ଆଉ ଦେବିକାଙ୍କ ପାଖରେ ନାହାନ୍ତି । ଝୁରି ଝୁରି କାନ୍ଦୁଛନ୍ତି ଦେବିକା ଆ ଙ୍କ ସହ ବିତାଇଥିବା ସବୁ ମୂହୁର୍ତ୍ତ କୁ ମନେ ପକାଇ ।

ଯିଏ ଦୁନିଆକୁ ଗଢି ତୋଳିବା ଶିଖାଇ ଥିଲା ଯିଏ ଦୁନିଆରେ ଚାଲିବା ଶିଖାଇ ଥିଲା ଆଜି ନିଜର ପ୍ରିୟ ମଣିଷ କୁ ହରାଇ ଦେବିକା ଭାଙ୍ଗି ପଡିଛନ୍ତି । କାରଣ ମା ଝିଅ ଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ ଥିଲା । ଦେବିକା ନିଜ ବାପା ଠାରୁ ଅଧିକ ଭଲ ପାଉଥିଲେ ନିଜ ମା ଙ୍କୁ । ମା ଙ୍କୁ ହରାଇ ଦେବିକା ବାପା ଙ୍କୁ କହୁଛନ୍ତି ମୋତେ ମା ଆଣି ଦିଅ ।

ମା ଙ୍କୁ ହରାଇବା କେତେ କଷ୍ଟ ତାହା କେବଳ ଦେବିକା ହିଁ ବୁଝି ପାରୁଥିବେ । ଆମ ମାନେ ସମସ୍ତେ ଅଭିନେତ୍ରୀ ତିଳୋତ୍ତମା ଙ୍କ ଆତ୍ମା ର ସଦଗତି ନିଅମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ତିଳୋତ୍ତମା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *