ଖଣ୍ଡ ପ୍ରଳୟ ର ଅର୍ଥ କଣ ଅଟେ, କଣ ସବୁ ଘଟିବ ୨୦୨୩ ରେ ? Malika Bachana

ବନ୍ଧୁଗଣ, କଣ ରହିଅଛି ଗୁପ୍ତ କଥା ? ମାଳିକା ରେ ଅନେକ ରହସ୍ୟ ରହିଅଛି ତାହା ବର୍ତ୍ତମାନ ସତ ହେବାରେ ଲାଗିଛି । ବନ୍ଧୁଗଣ ମାଳିକା ବଚ୍ଚନ କେବେ ମିଥ୍ୟା ଅଟେ ନାହିଁ । ଏହାର ଅର୍ଥ ମାଳିକା ରେ ଯାହା ସବୁ ଉଲ୍ଲେଖ ହୋଇଅଛି ତାହା ନିଶ୍ଚିନ୍ତ ସତ୍ୟ ହେବ । ଆଜି ଆମ୍ଭେ ଆପଣ ମାନଙ୍କ ପାଇଁ ମାଳିକା ବଚ୍ଚନ ନେଇ ଆସିଛୁ । ଯେଉଁ ସବୁ ସତ୍ୟ ଘଟଣା ଉଲ୍ଲେଖ ହୋଇଅଛି ତାହା ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ ଆଜି କହିବାକୁ ଯାଉଅଛୁ । ବନ୍ଧୁଗଣ ଆସନ୍ତୁ ଜାଣିବା ଖଣ୍ଡପ୍ରଳୟ କଣ ଅଟେ ? ବନ୍ଧୁଗଣ, କେତେ ଗୁଡିଏ ବିଷୟ କୁ ଆଧାର କରି ଏହାର ନାମ ଖଣ୍ଡ ପ୍ରଳୟ କୁହାଯାଇଛି ।

ଏହାର ଅର୍ଥ ଅଦିନରେ ବଢି ହେବ, ଅଦିନରେ କୁହୁଡି ହେବ, ଅଦିନରେ ଫଳ ତଥା ପୁଷ୍ପ ମାନ ଫଳିବ, ବାଟରେ ଯିବା ସମୟରେ ହଟାତ ଜଳ ଶୁଖିଯିବ, ଆପଣ ମାନଙ୍କ ସମୁଖରେ ଜଳ ଥିବା ମାତ୍ର ତାକୁ ସେବନ କରିବା ନିମନ୍ତେ ଗଲା ସମୟରେ ତାହା ଶୁଖିଯିବ ।

ଏହି କ୍ଷେତ୍ରରେ କୌଣସି ବିଜ୍ଞାନ ମଧ୍ୟ କାମ କରିବା ନାହିଁ । ବୃଷ୍ଟିପାତ ବନ୍ଧ ହୋଇଯିବ, ଶସ୍ୟ ଫଳିବ ନାହିଁ ଅନାହାରରେ ଲୋକେ ଜୀବନ ହରାଇବେ । ବନ୍ଧୁଗଣ ୧୭୬୨ ମସିହାରେ ଯେଉଁ ଦୁର୍ଭିକ୍ଷ ପଡିଥିଲା । ସେହିଭଳି ଦୁର୍ଭିକ୍ଷ ପଡିବ । ବନ୍ଧୁଗଣ ମାଲିକାରେ ଏ ସବୁ ନିଶ୍ଚିତ ଘଟିବ ବୋଲି ଉଲ୍ଲେଖ ହୋଇଅଛି ଏହାକ,ଊ ବିଧିର ବିଧାନ ସୁନିଶ୍ଚିତ କରିଦେଇଛନ୍ତି ।

ବନ୍ଧୁଗଣ ସବୁ ଗ୍ରନ୍ଥ ଦର୍ଶନ, ପାଣ୍ଡୁଲିପି, ପୋଥି, ତଥା ପୁରାଣ, ଏଗୁଡାକ ସବୁ ନିତ୍ୟ ଦର୍ଶନ କେଉଁଠାରେ ମିଳିପାରେ ମାତ୍ର ମାଳିକା ଏକା ଏଭଳି ଜିନିଷ ତାହା କେଉଁଠାରେ ମିଳିପାରିବ ନାହିଁ । ବନ୍ଧୁଗଣ ଆପଣଙ୍କ ମନରେ ବର୍ତ୍ତମାନ ଏକ ପ୍ରଶ୍ନ ଆସୁଥିବ ଯଦି ମାଳିକା ରେ ଏଭଳି ଲେଖା ଯାଇଛି ତେବେ ସରକାର କଣ ପ୍ରୟାସ କରିଲେ ଏହାକୁ ଅଟକାଇ ପାରିବେ ନାହିଁ ?

ବନ୍ଧୁଗଣ ଜଗନ୍ନାଥ ଦାସ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପଚାରିଲେ, ମୁଁ କେମିତି ପ୍ରଭୁ ତୁମ୍ଭକୁ ପାଇବି ? ପ୍ରଭୁ ଉତ୍ତର ଦିଅନ୍ତି,- “ବୃଦ୍ଧଭ ତୁ ଯେବେ ମୋତେ ଭଜୁଥିବୁ, ମୁଁ ମଲେ ତୁ ମତଗେ ପାଇବୁ” । ଏହାର ଅର୍ଥ ମୁଂକାର ଶକ୍ତିକୁ କଳିଯୁଗରେ ଯିଏ ମାରି ପାରିବ ସିଏ ମୋତେ ପାଇବ ନହେଲେ, ପାଇପାରିବାନାହିଁ । ବନ୍ଧୁଗଣ କଥାରେ ଅଛି,- ” ଅର୍ଜିଲା କର୍ମମାନ, ନିଜେ ପାଇବ ଭୁଗତମାନ”, “ଯେବେ ହେବ ଅଳ୍ପ ଆୟୁଷ, ପାପ ଜକଳେ ଯିବେ ନାଶ”, “ଆପଣା ହସ୍ତେ ଯିବେ ଛେଦୀ, ଆଉ କେହି ନେବେ ପପ୍ରତିବାଦୀ” ।

“ବାଇଶି ପାହଞ୍ଚ ରେ ମୀନ ଖେଳିବ” ବନ୍ଧୁଗଣ ୨୦୨୩ ମସିହାରେ ମାଳିକା ବଚ୍ଚନ ଘଟିବାକୁ ଯାଉଅଛି ଏଥିପ୍ରତି ସତର୍କ ରୁହନ୍ତୁ । ୨୦୨୩ ମସିହାରେ ସାଦୃଶ୍ୟ ହେବ ନାହିଁ ନଥିବା ଘଟଣା । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିଷୟବସ୍ତୁ ସମ୍ବନ୍ଧରେ ଜାଣି କିଭଳି ଲାଗିଲା କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *