ମା’ର ଦେହ ଖରାପ କହି 15ଲକ୍ଷ ନେଲେ, ଟଙ୍କା ମାଗିବାରୁ ମାରିଦେବାକୁ ଧମକ ଦେଲେ, ରେଭେନ୍‌ସା କଲେଜର ମହିଳା… ଏହି ବ୍ୟକ୍ତି ଜଣଙ୍କ ଯାହା କହୁଛନ୍ତି ଥରେ ଦେଖନ୍ତୁ Video

ବନ୍ଧୁଗଣ ବନ୍ଧୁ ହୋଇ ଆସିଲେ ପରିବାର ସହ ମିଶିଲେ । ମା ର ଦେହ ଖରାପ କହି ୧୫ଲକ୍ଷ ଟଙ୍କା ମାଗିଲେ ଆଉ ଟଙ୍କା ନେବା ପରେ ଫେରାଇବାର ନାଁ ଧରିଲେ ନାହି । ଯେତେବେଳେ ଟଙ୍କା ମାଗିଲେ ସିଧା ସଳଖ ହତ୍ୟାର ଧମକ ଦେଲେ । ଏପରି ଇଛି ଅଭିଯୋଗ ଆସିଛି ରେଭେନ୍ସା କଲେଜର ପ୍ରଫେସର ମହିଳାଙ୍କ ବିରୁଦ୍ଧରେ । ତାଙ୍କ ନାଁ ହେଉଛି ବିଜୟଲକ୍ଷ୍ମୀ ଦାସ ଯିଏ ରେଭେନ୍ସା କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ଓଡିଆ ବିଭାଗରେ । ତେବେ ଅଭିଯୋଗ କରିଥିବା ବ୍ୟକ୍ତି କହିଛନ୍ତି ବିଜୟଲକ୍ଷ୍ମୀ ତାଙ୍କ ବନ୍ଧୁ ବାନ୍ଧବ ହିସାବରେ ହେବେ ।

ତାଙ୍କ ସ୍ଵାମୀଙ୍କ ବିଜେନ୍ସ କ୍ଷତି ହୋଇଯାଇଛି ଯାହା ପାଇଁ ସେ ସୁନା ବିକ୍ରି କରିଥିବାର କାଗଜ ମଧ୍ୟ ଆଇଥିଲେ । ତାଙ୍କର ଅରବାନ ବ୍ଯାଙ୍କ ରେ ଲୋନ ଆଣି ଥିବାର କାଗଜ ଦେଖାଇ ଥିଲେ । ମୋ ପାଖରେ କିଛି ନାହି ସର୍ବସାନ୍ତ ହୋଇ ଯାଇଛି । ବ୍ୟକ୍ତିଙ୍କ ଘରକୁ ଆସି କାନ୍ଦିକି କହିଲେ ଯେଉଁ ଲୋକ ମୋତେ ବାହା ହୋଇଥିଲା ସେହି ସ୍ଵାମୀ ଆଜି ମୋର ସୁନା ଶଙ୍ଖା, ମଙ୍ଗଳସୂତ୍ର କାଢିକି ନେଇ ବିକି ଦେଇଛି ବୋଲି ବିଜୟଲକ୍ଷ୍ମୀ କହିଥିଲେ ।

ଏହା ପରେ ବିଜୟଲକ୍ଷ୍ମୀ ବ୍ୟକ୍ତିଙ୍କ ଗୋଡ ହାତ ଧରି କହିଲେ ମୋ ମାଙ୍କର କ୍ୟାନ୍ସର ମୋତେ କିଛି ସାହାଜ୍ଯ କରନ୍ତୁ ମୁଁ ସୁଝି ଦେବି । ବ୍ୟକ୍ତି ଜଣକ କହିଲେ ହଠାତ ଏତେ ଟଙ୍କା ଦେଇ ପାରିବେ ନାହି କହିବ ପରେ ବି ସେ ତାଙ୍କୁ ଅନୁରୋଧ କରିଥିଲେ । ପରେ ବ୍ୟକ୍ତି ୪-୫ ଥର ବ୍ଯାଙ୍କ ଆକାଉଣ୍ଟରୁ କିସ୍ତି ହିସାବରେ ଟଙ୍କା ଟ୍ରାନ୍ସଫର କରିଥିଲେ । ସେ ଏଗ୍ରୀମେଣ୍ଟ କରି ଟଙ୍କା ନେଇଥିଲେ ଆଉ ବର୍ଷକ ଭିତରେ ଟଙ୍କା ସୁଝି ଦେବି ବୋଲି କହିଥିଲେ ବିଜୟଲକ୍ଷ୍ମୀ ।

ଆଉ ପ୍ରମୋଶନ ହେବା ପରେ ୨ ଲକ୍ଷ ଟଙ୍କା ପାଇବେ ଆଉ ସବୁ ତାଙ୍କ ସୁଝିବେ ବୋଲି କହିଥିଲେ ବିଜୟଲକ୍ଷ୍ମୀ । କିନ୍ତୁ ଦୁଇ ବର୍ଷ ବିତିଲା ଆରେ ବ୍ୟକ୍ତି ଜଣକ ଟଙ୍କା ମାଗିଥିଲେ ଆଉ ବିଜୟଲକ୍ଷ୍ମୀ ଧମକ ଦେଲେ । ଗତ ୧୮ରେ ବ୍ୟକ୍ତି ଜଣକ ତାଙ୍କ ପିଲାଙ୍କ ସହ ଟଙ୍କା ମାଗିବାକୁ ଯାଇଥିଲେ ଆଉ ବିଜୟଲକ୍ଷ୍ମୀ କହିଲେ କି ଟଙ୍କା ମୁଁ ଜାଣି ନାହି ଏ କି କାଗଜ ଏଗୁଡା ମୁଁ କେତେ ଦେଖିଛି ମୋର ଲମ୍ବା ହାତ ଅଛି ।

ବ୍ୟକ୍ତି ଜଣକ ଆଗକୁ କହୁଛନ୍ତି ବିଜୟଲକ୍ଷ୍ମୀ ରଶ୍ମୀକାନ୍ତ ସାହୁ ନାମକ ଅପରାଧୀଙ୍କୁ ଝାରପଡା ଜେଲରେ ପ୍ରତି ମାସରେ ୫-୬ ଥର ଯାଇ ଦେଖା କରନ୍ତି ଓ ତାଙ୍କୁ ପଇସା ମଧ୍ୟ ଦେଇଥାନ୍ତି । ରଶ୍ମିକାନ୍ତଙ୍କ ସହ ବିଜୟଲକ୍ଷ୍ମୀଙ୍କ ୬ ବର୍ଷ ହେଲାଣି ରିଲେସନରେ ଅଛନ୍ତି । ବିଜୟଲକ୍ଷ୍ମୀଙ୍କ ପରିବାର ଏ ବିଷୟରେ କିଛି ଜାଣି ନାହନ୍ତି । ଏମିତିକି ବିଜୟଲକ୍ଷ୍ମୀ ଆଉ କେତେକ ଲୋକଙ୍କ ଠାରୁ ଏମିତି ଟଙ୍କା ଲୁଟ କରି ନେଇଛନ୍ତି ।

ତେଣୁ ବାଧ୍ୟ ହୋଇ ବ୍ୟକ୍ତି ଜଣକ କେସ କରିଛନ୍ତି । ଅନ୍ୟ ପକ୍ଷରେ ବିଳଜୟଲକ୍ଷ୍ମୀ ଓଲଟା ବ୍ୟକ୍ତିଙ୍କ ନାଁ ରେ ୩-୪ଟି କେସ କରିଛନ୍ତି ଯାହା ଫେକ ଅଟେ । ତେଣୁ ଏହାର ତଦନ୍ତ କରିବାକୁ ବ୍ୟକ୍ତି ଜଣକ ଦାବି କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *