ସାଧାରଣତ ଘର ମାନଙ୍କରେ ମଶା ଓ ମୂଷା ହେବା ସ୍ଵାଭାବିକ କଥା । ମଶା କାମୁଡିଲେ ଅନେକ ପ୍ରକାରର ରୋଗ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ଘରେ ମୂଷା ରହିଥାନ୍ତି ଘରେ ଥିବା ସବୁ ଜିନିଷ ନଷ୍ଟ ହୋଇଥାଏ । କପଡା ଠାରୁ ଆରମ୍ଭ କରି ଇଲେକ୍ଟ୍ରି ତାର ଯାଏଁ ସବୁ କାଟି ଦେଇଥାନ୍ତି ମୂଷା । ଏଥିପାଇଁ ଲୋକ ମାନେ ବଜାରରେ ମିଲିଥୁବା ଅନେକ ମୂଷା ମାରିବା ଔଷଧର ବ୍ୟବହାର ଘରେ କରିଥାନ୍ତି । କିନ୍ତୁ ଏଥିରେ କିଛି ସୁଫଳ ମିଳେ ନାହି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ନୁସଖା ନେଇ ଆସିଛୁ ଯାହାର ବ୍ୟବହାର କରିଲେ ଘରେ ଗୋଟିଏ ବି ମୂଷା ରହିବ ନାହି । ମୂଷା ଘଉଡାଇବା ପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ବିଲାତି ଯାହା ଆପଣଙ୍କ ରୋଷେଇ ଘରୁ ଅତି ସହଜରେ ମିଳିଯିବ । ଏହା ପରେ ବିଲାତିର ଚାରି ପାଖରେ ଅଳ୍ପ ମାତ୍ରା ରେ ବାଡାନ୍ତୁ । ଏହା ପରେ ବିଲାତିକୁ ମଝିରୁ ଦୁଇ ଭାଗ କରି କାଟି ଦିଅନ୍ତୁ ।
ଆପଣଙ୍କ ଘରେ ଯେଉଁ ଜାଗାରେ ଅଧିକ ମୂଷା ଦେଖା ଯାଉଛନ୍ତି ଏହାକୁ ରଖିଲେ ମୂଷା ମାନେ ସହଜରେ ଖାଇବା ସହ ମରି ମଧ୍ୟ ଯିବେ । ଏହା ପରେ ଆଡ କରନ୍ତୁ ଲଙ୍କା ଗୁଣ୍ଡ ଓ ଚିନି । ଏହା ପରେ ଫାଲେ ବିଲାତିରେ ଅଧ ଚାମଚ ଲଙ୍କା ଗୁଣ୍ଡ ଭଲ ଭାବେ ପୁରାନ୍ତୁ । ଲଙ୍କା ଗୁଣ୍ଡ ଯେମିତି ବାହାରକୁ ନ ଦେଖାଯିବ ସେଥିପ୍ରତି ଧ୍ୟାନ ଦେବେ । ଏହା ପରେ ବିଲାତି ଉପରେ ଲଙ୍କା ଗୁଣ୍ଡ ପକାଇବା ପରେ ଚିନି ପକାନ୍ତୁ ।

ମୂଷା ମାନଙ୍କୁ ବିଲାତି ଓ ଚିନି ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ଉପାୟ କରିବା ଦ୍ଵାରତା ମୂଷା ମାନେ ବିଲାତିରେ ମିସିଥିବା ଲଙ୍କା ଗୁଣ୍ଡ ଓ ଚିନି ଖାଇବା ପରେ ପାଣି ପିଇବା ପାଇଁ ଘୁରି ବୁଲିଥାନ୍ତି । କାରଣ ତାଙ୍କୁ ଅଧିକ ଶୋଷ ଲାଗିଥାଏ ।
ଧ୍ୟାନ ରଖିବେ ଏହି ଉପାୟ କରିବା ସମୟରେ ଆପଣ ମୂଷା ଥିବା ଜାଗାରେ ପାଣି ରଖିବେ ନାହି । ଯଦି ମୂଷା ପଣି ନ ପାଏ ତେବେ ଘରୁ ବାହାରି ଯିବ । ଏହା ସହ ପାଣି ନ ପିଇଲେ ମୂଷା ମାନେ ଆପେ ଆପେ ମାରି ଯିବେ । ଏହା ଏକ ଘରୋଇ ଓ ଜବରଦସ୍ତ ଉପଚାର ଅଟେ ।

ଏହି ଉପାୟ ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି । ମୂଷା ମାନଙ୍କୁ ଘରୁ ବାହାର କରିବା ପାଇଁ ମାରିବା ପାଇଁ ଆପଣ ମାନେ ଥରେ ଏହି ଉପାୟ ର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ ଘରେ ଗୋଟିଏ ବି ମୂଷା ଆଉ ରହିବ ନାହି । ଏହି ଉପାୟର ପ୍ରୟୋଗ ଦ୍ଵାରା ମୂଷା ମାନେ ବହୁତ ଜଲ୍ଦି ଘରୁ ବାହାରି ପଳାଇ ଯିବେ । ତେବେ ଏହି ସହଜ ଉପାୟ କୁ ଆପଣ ମାନେ ଘରେ ନିଶ୍ଚୟ କରି ଦେଖନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
