ମାତ୍ର 1 ଦିନରେ କଳା, ହଳଦିଆ ଦାନ୍ତ ମୋତି ଭଳି ଚମକିବ, ବାସ କରନ୍ତି ଏହି କାମ

ଆଜିକାଲି ପ୍ରାୟତ ଲୋକଙ୍କ ଠାରେ ଦାନ୍ତ ଜନିତ ସମସ୍ଯା ଦେଖା ଯାଉଛି । ଯେମିତିକି ମାଢି ଫୁଲିବା, ଦାନ୍ତ ରେ ଯନ୍ତ୍ରଣା ହେବା, ଦାନ୍ତ ହଳଦିଆ ବା କଳା ପଡିଯିବା ଇତ୍ୟାଦି । ଏଥିପାଇଁ ଲୋକ ଏମାନେ ଅନେକ ମେଡିସିନର ପ୍ରୟୋଗ କରିଲେ ମଧ୍ୟ କିଛି କ୍ଷେତ୍ର ରେ ସୁଫଳ ହୋଇଥାନ୍ତି କିନ୍ତୁ ସମ୍ପୁର୍ଣ୍ଣ ଭାବେ ନୁହେଁ । କିଛି ଲୋକଙ୍କ ଠାରେ ଦାନ୍ତ ହଳଦିଆ ହୋଇଯିବା ଅଧିକ ଦେଖାଯାଏ । ଯାହା ସେମାନଙ୍କ ବ୍ୟକ୍ତିତ୍ବ ଉପରେ ଖରାପ ପ୍ରଭାବ ପକାଇଥାଏ । କିଛି ଲୋକ ମାନେ ଚିନ୍ତା କରିଥାନ୍ତି ଏହା ନିଶା ଦ୍ରବ୍ଯର ସେବନ ଦ୍ଵାରା ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପିନ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଦାନ୍ତ ହଳଦିଆ ହୋଇଥିଲେ ମୋତି ଭଳି ଚମକିବାରେ ଲାଗିବ । ଦାନ୍ତ ଧଳା କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ସୋରିଷ ତେଲ ଯାହା ଆମ ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା ଦାନ୍ତ ଯନ୍ତ୍ରଣା, ମାଢି ଫୁଲିବା ଆଦି ଦୂର ହୋଇଥାଏ । ଏହା ପରେ ଆବଶ୍ୟକ ରହିଛି ସେନ୍ଧା ନମକ ଯାହା ସଜହରେ କୌଣସି ଦୋକାନରୁ ମିଳି ପାରିବ ।

ଯଦି ଆପଣଙ୍କ ପାଖରେସେନ୍ଧା ନାମକ ନାହି ତେବେ ସାଧା ଲୁଣ ବ୍ୟବହାର କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ହଳଦୀ ଗୁଣ୍ଡ ଯାହା ଆମ ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ । ହଳଦିର ପ୍ରୟୋଗ ଦ୍ଵାରା ଦାନ୍ତରେ ଥିବା ପୋକ ଦୂର ହେବା ସହ ଇନଫେକସନ ମଧ୍ୟ ଦୂର ହୋଇଥାଏ । ଏହା ସହ ମଧ୍ୟ ଫୁଲିଥିଲେ ହଳଦିର ବ୍ୟବହାର ନିହାତି ଜରୁରୀ ହୋଇଥାଏ । ଏହା ପରେ ସୋରିଷ ତେଲ ସହ ଅଳ୍ପ ମାତ୍ରାରେ ସେନ୍ଧା ନମକ ଓ ହଳଦୀ ଗୁଣ୍ଡ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ଆପଣ ଏହି ମିଶ୍ରଣକୁ ଦାନ୍ତ ଓ ମାଢିରେ ଭଲ ଭାବେ ଘସନ୍ତୁ ।

ଏହାକୁ ଏକ ମିନିଟ ଯାଏଁ ରହିବାକୁ ଦିଅନ୍ତୁ । ଏହା ପରେ ଗରମ ପାଣି ବା ନରମାଲ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହି ରେମେଡି କି ଆପଣ ମାନେ ରାତି ସମୟରେ କରିଲେ ଭଲ ହୋଇଥାଏ । ଏହା ପରେ ଆପଣ ସକାଳେ ଯେମିତି ବ୍ରସ କରନ୍ତି ସେପରି କରି ପାରିବେ । ଏହା ଏକ ପ୍ରାକୃତିକ ଓ ଚମତ୍କାରୀ ଘରୋଇ ଉପଚାର ଅଟେ ଯାହା ଦାନ୍ତ କୁ ହଳଦିଆ ରୁ ଧଳା କରିବା ସହ କଳା ହୋଇଥିଲେ ମଧ୍ୟ ଦୂର ହେବ ।

ଏହା ସହ ଏହି ରେମେଡି ର ପ୍ରୟୋଗ ଦ୍ଵାରା ଦାନ୍ତ ହଲୁଥିଲେ ତାହା ମଧ୍ୟ ସେଟ ହେବ । ମାଢି ଜନିତ କୌଣସି ସମସ୍ଯା ହୋଇଥିଲେ ମଧ୍ୟ ଏହି ରେମେଡି ର ପ୍ରୟୋଗ ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣ ମାନେ ଏହି ରେମେଡି ର ପ୍ରୟୋଗ ଥରେ ମାତ୍ର କରି ଦେଖନ୍ତୁ । ଦେଖିବେ ହଳଦିଆ ଦାନ୍ତ କିପରି ମୋତି ଭଳି ଚମକି ଉଠିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *