ପ୍ରେମ ଯୁଗଳଙ୍କ ମଧ୍ୟସ୍ଥି ସାଜିଥିଲା ଅନ୍ୟ ଏକ ଯୁବତୀ, ମିଛ ସତ କହିବାରୁ.. ବନାଇ ଦେଲେ ସୃପଣେଖା! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିନ୍ନ ଧରଣର ଭିଡିଓ ଭାଇରାଲ ହୋଇଛି ଯେଉଁଠି ପ୍ରେମୀ ଯୁବଳ ମିଶି ଜଣେ ଯୁବତୀଙ୍କ ନାକ କାଟି ଦେଇଛନ୍ତି । ଆଉ ନାକ କଟା ଅଯାଇଥିବା ଯୁବତୀ ଜଣକ ଙ୍କ ବନ୍ଧୁ ଜଣେ ଯୁବକ ଙ୍କୁ ଭଲ ପାଉଥିଲେ । ଆଉ ନାକ କଟା ଯାଇଥିବା ଯୁବତୀ ଜଣକ ତାଙ୍କୁ ସାହାଜ୍ଯ କରୁଥିଲେ ତାଙ୍କ ଖବରୀ ସାଜିଥିଲେ । ଏକ ପ୍ରକାରର ମଧ୍ୟସ୍ଥି ସାଜିଥିଲେ । ବାନ୍ଧବୀ ଙ୍କ ପୁରୁଷ ବନ୍ଧୁ ଙ୍କ ଖବର ଅନ୍ତର ନିଜ ବାନ୍ଧବୀ ଙ୍କୁ ଜଣାଉଥିଲେ ।

ଆଉ ଶେଷରେ ସେହି ବାନ୍ଧବୀ ତାଙ୍କ ପ୍ରେମିକ ଙ୍କ ସହ ମିଶି ବିଚ ରାସ୍ତା ରେ ଗୋଡାଇ ଗୋଡାଇ ତାଙ୍କ ନାକ କାଟି ଦେଇଛନ୍ତି । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅନ୍ତର୍ଗତ ଏନ-୫ ପାର୍କ ସମୁଖରେ । ଆଉ ଗୁରୁତର ଅବସ୍ଥାରେ ପୋଲିସ ଯୁବତୀ କୁ ଉଧାର କରି ହସପିଟାଲ ରେ ଭର୍ତ୍ତି ଅରିଛି । ଆଉ ଆକ୍ରମଣକାରୀ ପ୍ରେମୀ ଯୁଗଳ ଙ୍କୁ ଆରେଷ୍ଟ କରିବା ପାଇଁ ପୋଲିସ ତନା ଘନା ଚଳାଇଛି । ଆଉ ପୋଲିସ ପକ୍ଷ ରୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ନୟାପଲ୍ଲୀ ତ୍ରିନାଥ ।

ତାଙ୍କ ବନ୍ଧୁ ଓ ସେ ଗୋଟେ ସଂସ୍ଥା ରେ କାମ କରନ୍ତି । ବାନ୍ଧବୀ ଜଣକ ସାଲିଆ ସାହି ର ଟିନା ଦିଆଗଲା ନାମକ ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ । ଆଉ ଟିନା ଅନ୍ୟ କେଉଁ ପୁରୁଷ ଙ୍କ ସହ ମିଳାମିଶା କରୁଛି କି ନାହି ସେ ବିଷୟରେ ତାଙ୍କୁ ଜଣାଇବା ପାଇଁ ତାଙ୍କ ବାନ୍ଧବୀ ତାଙ୍କୁ କହିଥିଲେ । ତେଣୁ ଟିନା ଙ୍କ ଉପରେ ଯୁବତୀ ନଜର ରଖୁଥିଲେ ଆଉ ତାଙ୍କର ଟିକିନିଖି ଖବର ନିଜ ବାନ୍ଧବୀ ଙ୍କୁ ଜଣାଉଥିଲେ । ଟିନା ଅନ୍ୟ ଜଣେ ଯୁବତୀ ଙ୍କ ସହ ବୁଲା ବୁଲି କରେ ଆଉ ଯାହାକୁ ଦେଖିଥିଲା ଏହି ନାକ କାଟ ଯାଇଥିବା ଯୁବତୀ ଜଣକ ।

ଆଉ ସାଙ୍ଗେ ସାଙ୍ଗେ ଆସି ବାନ୍ଧବୀ ଙ୍କୁ କହିଥିଲା । ଆଉ ଯାହା ପାଇଁ ବାନ୍ଧବୀ ପୁରୁଷ ବନ୍ଧୁ ଟିନା ଙ୍କ ଉପରେ ରାଗି ଯାଇଥିଲେ । ଏମିତିକି ଊ ଭୟ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଆଉ ପରେ ସେମାନେ ଏକାଠି ହୋଇଗଲେ ଆଉ ମାଝି ରେ ଫସିଗଲା ବିଚରା ମଧ୍ୟସ୍ଥି । ଉଭୟ ପ୍ଳାନ କରିଲେ ଏନ-୫ ପାର୍କ ନିକଟକୁ ଡାକିଲେ ଆଉ ଗୋଡିଏ ଗୋଡେଇ ତାର ନାକ କାଟି ଦେଲେ । ଆଉ ତା ପରେ ବାଇକ ରେ ପ୍ରେମୀ ଯୁଗଳ ଫେରାର ହୋଇଗଲେ ।

ଆଉ ଆଖାପାଖ ଲୋକ ଧାଇଁ ଆସି ପୋଲିସ କୁ ଖବର ଦେଲେ ଓ ପୋଲିସ ପହଞ୍ଚି ଯୁବତୀ ଙ୍କୁ ମେଡିକାଲ ନେଇଥିଲା । ଯାହାକୁ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ଆଉ ପୋଲିସ ଯୁବତୀଙ୍କ ଏତାଲା ରୁଜୁ କରି ପ୍ରେମୀ ଯୁଗଳଙ୍କୁ ଖୋଜିବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *