ମାଡି ଆସୁଛି ବାତ୍ୟା ‘ଡିଆଁମୁ’, ଓଡିଶାର ଏହି ସ୍ଥାନ ପାଇଁ ସତର୍କ କରାଇଲା ସୂଚନା ଜାରିକାଲା ପାଣିପାଗ ବିଭାଗ

ଦକ୍ଷିଣ ଚୀନ ସାଗରରେ ବା-ତ୍ୟା ଡିଆମୋ ଓଡ଼ିଶାକୁ ମୁଁହାଁଇ ପାରେ ବା-ତ୍ୟାର ଅବସିଷ୍ଟାନ୍ଶ । ଜାମୁର ଅବଶିଷ୍ଟନ୍ସ ଘୁର୍ନି ବଳୟ ସୃଷ୍ଟି ଓଡିଶା ମୁହାଁ ହୋଇପାରେ । ଡିଆମୋ ମିଆଁମର ନିକଟରେ ପହଞ୍ଚିଲା ବେଳେ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଇଛି । ଆହି ସୃଷ୍ଟି ହେବାକୁ ଥିବା ଲଘୁଚାପ ପରେ ଆଉ ଏକ ଘୁର୍ନି ବଳୟ ଓଡିଶା ଉପକୂଳବର୍ତି ସୃଷ୍ଟି ହେବ । ଯଦି ଓଡିଶା ମୁହାଁ ହେବ ଏହି ବା-ତ୍ୟା ତେବେ କେତେ ପ୍ରଭାବ ପଡିବ ତାହା ଆମେ ପାଣିପାଗ ବିଜ୍ଞାନୀ ସନ୍ଦିପ ପଟନାୟକ କହିଛନ୍ତିକି ଡାଇନୋ ଟାଇଫୋନେ ଯେଉଁ ଲ୍ୟାଣ୍ଡଫଲ ହେଉଛି ଭିଏତନାମରେ ତାର ଯେଉଁ ରେମିନାନ୍ଟ 28 ତାରିଖ ଦିନ ସମୁଦ୍ର ଛୁଇଁବାର ସମ୍ଭାବନା ରହିଛି ।

 

କିନ୍ତୁ ବର୍ତମାନ ପରିସ୍ଥିତିରୁ ଯାହା ଜଣା ପଡୁଛି ଯଦି ଅପର ସର୍କୁଲେସନ ସାଇକ୍ଳୋନରୁ ଯଦି ଟିକେ ଲୋ ହୋଇପାରେ ବା ତାର ଯେଉଁ ଲଙ୍ଗଜି ଭିଟି ରହିବ ବହୁତ କମ ସମୟ ରହିବ । ହୋଇପାରେ ୬ ରୁ ୧୨ ଘଣ୍ଟା ରହିବ । ତାହା ସଙ୍ଗେ ସଙ୍ଗେ ପୁଣି ବାଙ୍ଗାଲାଦେଶକୁ ଇଣ୍ଟର କରିବାର ସମ୍ଭାବନା ରହିଛି । କିନ୍ତୁ ତାକୁ ଟିକେ ଆଉ ଅପେକ୍ଷା କରିବାକୁ ପଡିବ । ତାର ପ୍ରଭାବରେ ବାଙ୍ଗାଲା ଦେଶ, ୱେଷ୍ଟ ବେଙ୍ଗଲ ଓ ନର୍ଥ ଓଡିଶାର କିଛି ରେଜନ ଆଫେକ୍ଟ କରିବାର ସମ୍ଭାବନା ରହିଛି ତାହା ହେଉଛି ୨୮ ରୁ ୩୦ । କିନ୍ତୁ ସେଇଟା ବେସୀ ଘନୀଭୂତ ହେଲା ଭଳି ଏବେକା ପ୍ରୋଜେକସନରୁ ଜଣା ପଡୁନି ।

ତାହାର ଯେଉଁ ମେଜର ଫ୍ୟାକ୍ଟର ରହୁଛି ତାହା କେଉଁଠି ଇଭୋଲଭ ଲ୍ୟାଣ୍ଡରୁ ଓସେନକୁ । ଯାହା ୨୬ ଓ ୨୭ ଆମେ ଆସା କରୁଛୁ ତାହା ଇସେଣ୍ଟ୍ରାଲ ବେରେ ଘନୀଭୂତ ହୋଇସାରିଲାଣି । ତାହା ନିର୍ଭର କରୁଛି ୨୮ ରୁ ୩୦ ରେ ଓସେନ ରୁ ଲ୍ୟାଣ୍ଡ କରୁଛି ବାହାରକୁ ସେଠୁ ଯେଉଁ ଦୂରତା ଓଡ଼ିଶାକୁ କେତେ ରହିଛି । ଆଉ ସେଇ ସମୟର ଜିଓ ଫିଜିକାଲ କନ୍ଡିସନ କଣ ରହୁଛି ତାକୁ ଆମ୍ପ୍ଲିଫାୟ କରିବାକୁ ସାହାର୍ଯ୍ୟ କରିବକି ଅପର ସାଇକ୍ଳୋନେ ସର୍କୁଲେସନରେ ତାର ଲାଇଫ ସାଇକେଲ ସରିଯିବ ।

ବର୍ତମାନ ପ୍ରୋଜେକସନରୁ ଜଣା ପଡୁଛିକି ତାକୁ ବହୁତ କମ ସମୟ ମିଳିବ ଓସେନ ଉପରେ ତାହା ମିଆଁ ମାର ଉପ କୂଳରୁ ବାହାରି ପାଖାପାଖି ୬ ରୁ ୧୨ ଘଣ୍ଟା ରହିବ ଓସେନରେ ତା ପରେ ପୁଣି ବାଂଲାଦେଶ ଉପକୂଳରେ ଦେଇ ଚାଲି ଯାଉଛି । ତେବେ ତାକୁ ଆଖି ଆଗରେ ରଖିକି ଜଣା ପଡୁଛିକି ଘନୀଭୂତ ହେବାର ବେସୀ ସମ୍ଭାବନା ରାହୁନି ଯଦି ହେବ ମେଜର ୱେଷ୍ଟ ବେଙ୍ଗଲ , ବାଂଲା ଦେଶକୁ ପ୍ରଭାବ ପକାଇବ ଓଡିଶା ତୁଳନାରେ । ଓଡିଶାରେ ସେତେଟା ପ୍ରଭାବ ପଡି ନପାରେ । ନର୍ଥ ଓଡିଶାରେ ୨୮, ୨୯ ରିଜନରେ ବର୍ଷା ହେବ ପବନ ନହୋଇପାରେ ।

Leave a Reply

Your email address will not be published. Required fields are marked *