Weather Update: ମାଡି ଆସୁଛି ଆଉ ଏକ ବାତ୍ୟା, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନମସ୍କାର ବନ୍ଧୁଗଣ । ଉତ୍ତର ଭାରତ ମହାସାଗରରେ ଅତି ଭ-ୟ-ଙ୍କ-ର ବା-ତ୍ୟା ସଂଖ୍ୟା ବଢିବାରେ ଲଗାଇଛି ବୋଲି ସୂଚନା ମିଳିଛି । ଏହି ଅଞ୍ଚଳରେ ରହିଛି ବଙ୍ଗୋପସାଗର ଓ ଆରବ ସାଗର । ଗତ ୪୦ ବର୍ଷ ତଳର ବା-ତ୍ୟା କୁ ଅନୁଧ୍ୟାନ କରି ଆଇଆଇଟି ଖଡଗପୁର ଓ ଭେଲୋର ସ୍ଥିତ VIT ୟୁନିଭର୍ସିଟିର ବିଶେଷକ ଏ ସିଦ୍ଧାନ୍ତ ରେ ପହଞ୍ଚିଛନ୍ତି ।

ଗବେଷଣା ରୁ ଜଣା ପଡିଛି ଯେ ବା-ତ୍ୟା ସଂଖ୍ୟା ଆରବ ସାଗରେ ବଢିଛି ଓ ବଙ୍ଗୋପସାଗର ରେ କମିବାରେ ଲାଗିଛି । ଆରବ ସାଗରେ ବା-ତ୍ୟା ସଂଖ୍ୟା କେବଳ ବଢିନି ବରଂ ଏହାର ତୀବ୍ରତା ଓ ସମୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବା-ତ୍ୟା କୁ ନେଇ ପୂର୍ବତଟ ବିପଦ ସଙ୍କୁଳ ରହିବା ବେଳେ ବର୍ତ୍ତମାନ ପ୍ରାକୃତିକ ବିପର୍ଜୟ ରିସ୍କ ଜୋନ ରେ ପଶ୍ଚିମ ତଟ ଆସି ଯାଇଛି ଯାହା ଗବେଷଣାରୁ ଜଣା ପଡିଛି । ୧୯୮୨ ରୁ ୨୦୦୨ ଓ ୨୦୦୧ ରୁ ୨୦୧୯ ତୁଳନାରେ ଆରବ ସାଗରରେ ବା-ତ୍ୟା ସଂଖ୍ୟା ୫୨% ବୃଦ୍ଧି ପାଇଥିବା ବେଳେ ବଙ୍ଗୋପସାଗର ରେ ୮% ବା-ତ୍ୟା ସଂଖ୍ୟା ହାରସା ପାଇଛି ।

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମ୍ୟୁଟରୋଲିଜି ବା IITM ଏହି ତଥ୍ୟ ପ୍ରଦାନ କରିଛି । ସାଧାରଣତ ଉତ୍ତର ପୂର୍ବ ମହାସାଗର ରେ ବର୍ଷକୁ ୪ରୁ ୫ଟି ବା-ତ୍ୟା ଆସେ । ସେହି ଭଳି ବଙ୍ଗୋପସାଗର ରେ ୩ରୁ ୪ଟି ବା-ତ୍ୟା ଆସିଥାଏ । କିନ୍ତୁ ଏବେ ଏଥିରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୯ ରେ ଉତ୍ତର ପୂର୍ବ ମହାସାଗରେ ୮ଟି ବା-ତ୍ୟା ସୃଷ୍ଟି ହୋଇଥିଲା । ଏଥିରୁ ୫ଟି ଆରବ ସାଗର ରେ ସଂଗଠିତ ହୋଇଥିଲା ।

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଫନି ଓ ବୁଲ୍ବୁଲ ବା-ତ୍ୟା ପୂର୍ବ ତଟ ରେ ବ୍ୟାପକ କ୍ଷୟୟତି କରିଥିଲା । ଫନି ବା-ତ୍ୟା ଫଳରେ ପୁରୀ ଓ ଖୋର୍ଦ୍ଧା ଜିଲାର ଅନେକ କ୍ଷୟ କ୍ଷତି ହୋଇଥିଲା । ସେହିପରି ୨୦୧୮ରେ ଉତ୍ତର ଭାରତ ମହାସାଗର ରେ ୭ଟି ବା-ତ୍ୟା ଆସିଥିଲା । ଆରବସାଗରରେ ବା-ତ୍ୟା ସଂଖ୍ୟା ଥିଲା ୩ ଓ ବଙ୍ଗୋପସାଗରେ ବା-ତ୍ୟା ସଂଖ୍ୟା ଥିଲା ୪ । ବଂଗୋପ ସାଗର ରେ ଡାଏ, ତିତିଲି,ଗାଜା ଓ ପେଠାଇ ବା-ତ୍ୟା ୨୦୧୮ରେ ସଂଗଠିତ ହୋଇଥିଲା ।

୨୦୨୦ରେ ଆରବ ସାଗରେ ନିସର୍ଗ ଗତି ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗର ରେ ଅମ୍ପନ ଓ ନିବାରକ ବା-ତ୍ୟା କ୍ଷୟ କ୍ଷତି କରିଥିଲା । ୨୦୨୧ ରେ ଆରବ ସାଗର ରେ ତାଉକେତେ ବା-ତ୍ୟା ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗର ରେ ୟସ ବା-ତ୍ୟା ସୃଷ୍ଟି ହୋଇଥିଲା । ଆଗକୁ ଅକ୍ଟୋବର ମାସରେ ଆଉ ଏକ ବା-ତ୍ୟା ଆସିବାର ସମ୍ଭାବନା ରହିଛି ବୋଲି ଗବେଷଣାରୁ ଜଣା ପଡିଛି । ତେବେ ଚଳିତ ବର୍ଷ ଆଉ କେତେ ବା-ତ୍ୟା ଆସିବା ଗବେଷକ ମାନେ ତାହାର ଅନୁଧ୍ୟାନ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *