Video ବନାଇ ଭାଇରାଲ ହେଲେ Agra ର ମହିଳା ପୋଲିସ କନଷ୍ଟେବଲ, ଆଉ ତା’ ପରେ ତାଙ୍କ ସହ ଯାହା ହେଲା ଦେଖନ୍ତୁ ଏହି Video

ଆଜି ଆମେ ଆପଣଙ୍କୁ ଏକ ଏମିତି ଭି-ଡି-ଓ ବିଷୟରେ କହିବୁ ଯାହାକୁ କରିବା ପରେ ମହିଳା ଜଣଙ୍କୁ ବହୁତ ଭାରି ପଡିଗଲା । ୟୁପିର ପୋ-ଲି-ସ ବିଭାଗରେ କାର୍ଯ୍ୟରତ ଥିବା ଜଣେ ମହିଳା କନସ୍ଟେବଲ ନିଜର ଛୋଟ ଛୋଟ ଭି-ଡି-ଓ କରି ନିଜର ଇନ୍ସ୍ଟାଗ୍ରାମ ଆ-କା-ଉ-ଣ୍ଟ-ରେ ଶେୟାର କରନ୍ତି । ଏହା ମଧ୍ୟରେ ସେ ପୋ-ଲି-ସ ଡ୍ରେସ ଓ ବ-ନ୍ଧୁ-କ ଧରି ନିଜର ଏକ ଭି-ଡି-ଓ କରି ନିଜର ଇନ୍ସ୍ଟାଗ୍ରାମ ଆ-କା-ଉ-ଣ୍ଟ-ରେ ଶେୟାର କରିଥିଲା । ଯାହାକି ତାଙ୍କ ପାଇଁ କା-ଳ ହୋଇଗଲା ।

ଏହି ଭି-ଡି-ଓ ସାମ୍ନାକୁ ଆସିବା ପରେ ୟୁପି ପୋ-ଲି-ସ ବିଭାଗ ଏହି ମହିଳା ବି-ରୁ-ଦ୍ଧରେ ଆ-କ୍ସ-ନ ନେଇ ତାଙ୍କୁ ଲାଇନ ହଜାର କରିଦେଲେ । ଅନ୍ୟ ପଟେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ବି ଆରମ୍ଭ କରିଦେଲେ । ମହିଳା ଜଣଙ୍କୁ ଏହି ଭି-ଡି-ଓକୁ ନେଇ ଯେତେବେଳେ ପ୍ରଶ୍ନ କରାଗଲା ତେବେ ସେ ଏହି ମା-ମ-ଲା-ରେ ନିଜର ବୟାନ ଦେଇଛନ୍ତି ।

ମହିଳା କନସ୍ଟେବଲଙ୍କ ନାଁ ହେଉଛି ପ୍ରିୟଙ୍କା ମିଶ୍ରା । କହିଲେ କି ପ୍ରଥମେ ମୁଁ ଆଗ୍ରାର ଏକ ଥା-ନା-ରେ ମୁଁ ପୋଷ୍ଟିଙ୍ଗ ଥିଲି । କିନ୍ତୁ ଏହି ଭି-ଡି-ଓ କାରଣରୁ ତାଙ୍କୁ ଲାଇନ ହାଜିର କରି ଦିଆ ଯାଇଛି । ସେ କହିଲେ କି ମୋତେ ଏହି ଭି-ଡି-ଓକୁ ନେଇ ଏତେ ବି ଆ-ଇ-ଡି-ଆ ନ ଥିଲା କି ତାହା ଏହିଭଳି ଭାବରେ ସାମ୍ନାକୁ ଆସିବ । ଏହିଭଳି ଭି-ଡି-ଓକୁ ନେଇ ମୁଁ ସେହିଭଳି କିଛି ଜାଣି ନ ଥିଲି କାରଣ ମୋ ପରିବାରରେ କେହି ବି ପୋ-ଲି-ସ କିମ୍ବା ଆର୍ମିରେ ନାହାନ୍ତି ।

ପ୍ରିୟଙ୍କାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ସେ କାହିଁକି ଏହିଭଳି ଭି-ଡି-ଓ କରୁଥିଲେ ତେବେ ସେ କହିଲେ କି ତାଙ୍କୁ ଅଭିନୟ କରିବାର ଇଚ୍ଛା ଅଛି ଓ ସେ ଭି-ଡି-ଓ ବି କରନ୍ତି । ମୁଁ ୟୁନିଫର୍ମରେ ଭି-ଡି-ଓ କରେ ନାହିଁ ଓ ମୁଁ ନିଜ ଅଲଗା ଡ୍ରେସରେ ବି ଭି-ଡି-ଓ କରିଛି ।

ସେ ଆଗକୁ କହିଲେ କି ମୋତେ ଅନ୍ଦାଜ ନ ଥିଲା କି ଏହି ଭି-ଡି-ଓ ଏହିଭଳି ଭାବରେ ଅର୍ଥାତ ମି-ଡି-ଆ ସାମ୍ନାକୁ ଆସିବ । କେତେ ଜଣ ଲୋକ କହୁଛନ୍ତି କି ମୁଁ ପୋ-ଲି-ସ ବିଭାଗକୁ ବ-ଦ-ନା-ମ କରି ଦେଇଛି । କିନ୍ତୁ ମୋର ଏହିଭଳି କିଛି ଉଦ୍ଦେଶ୍ୟ ନ ଥିଲା ।

ସେ ଆଗକୁ କହିଲେ କି ଭି-ଡି-ଓରେ ସେହିଭଳି କିଛି ନ ଥିଲା । ଏହା କେବଳ ଲୋକମାନଙ୍କ ଚି-ନ୍ତା-ଧା-ରା । କିଛି ଲୋକମାନେ ଏହାକୁ ଭ-ଲ କହିଲେ ଓ ତ କିଛି ଲୋକମାନେ ଏହାକୁ ଖ-ରା-ପ କହିଲେ । ସେ ଆଗକୁ କହିଲେ କି ଯେତେବେଳେ ଭି-ଡି-ଓ ଭା-ଇ-ରା-ଲ ହେଲା ତେବେ କିଛି ଲୋକମାନେ ପୋ-ଲି-ସ ବିଭାଗକୁ କହିଲେ କି ଆପଣ ଏହା ବି-ରୁ-ଦ୍ଧରେ କଣ ଆ-କ୍ସ-ନ ନେଉଛନ୍ତି । ପୋ-ଲି-ସ ବିଭାଗ ଆ-ସ୍କ-ନ ନେଲେ । ପ୍ରିୟଙ୍କା କହିଲେ କି ସୋସିଆଲ ମି-ଡି-ଆରେ ମୁଁ ନିଜ ତରଫରୁ ସମସ୍ତଙ୍କୁ କ୍ଷ-ମା ମା-ଗି ନେଇଛି ଓ ଇ-ସ୍ତ-ଫା ମଧ୍ୟ ଦେଇଛି ।

କହିଦେଉଛୁ କି ପ୍ରିୟଙ୍କା ମିଶ୍ରା ପୋ-ଲି-ସ ୟୁନିଫର୍ମରେ ଏହି ଭି-ଡି-ଓ କରିଥିଲେ ଓ ତାଙ୍କ ହାତରେ ଗୋଟିଏ ବ-ନ୍ଧୁ-କ ଥିଲା । ଯେଉଁଥିରେ ବ୍ୟା-କ-ରା-ଉ-ଣ୍ଡ-ରେ ଗୋଟିଏ ଆବାଜ ଆସୁଥିଲା, ହରିୟାନା – ପଞ୍ଜାବ ବେକାରରେ ବଦନାମ ଅଟେ, ଆସ କେବେ ଉତ୍ତର ପ୍ରଦେଶ… ରଙ୍ଗବାଜି କଣ ହୋଇଥାଏ ଆମେ ତୁମକୁ କହିବୁ…..ନା ଗୁ-ଣ୍ଡା-ମ-ନ-ଙ୍କ ଉପରେ ଗୀତ ତିଆରି କରୁ, ନା ଗାଡି ଉପରେ ଜାଟ – ଗୁର୍ଜର ଲେଖୁ, ଆମର ଏଠି ୫ -୫ ବର୍ଷର ପିଲାମାନେ ବ-ନ୍ଧୁ-କ ଚଲାନ୍ତି….

ଲୋକମାନେ କହୁଛନ୍ତି କି ପୋ-ଲି-ସ ବାଲା ହୋଇ ଗୁଣ୍ଡାମାନଙ୍କର କାହିଁକି କଥା କହୁଛନ୍ତି । ଏହିଭଳି ବହୁତ କମେଣ୍ଟ ଆସୁଛି ।

Leave a Reply

Your email address will not be published. Required fields are marked *