Navratri Special: ମହାଲକ୍ଷ୍ମୀ କରିବେ ଧନର ବର୍ଷା, ବାସ ଏହି ନବରାତ୍ରରେ କରନ୍ତୁ ଗୋଟେ ଛୋଟ ଉପାୟ 

ଯଦି ଆପଣଙ୍କ ନ୍ହିଟରେ କିଛି ମନୋକମନା ରହିଛି ତାକୁ ମନରେ ରାଖୀ ଏହି ଉପାୟ କରନ୍ତୁ। ଏମିତି କରିବା ଦ୍ଵାରା ମାତା ରାଣୀର ବହୁତ କୃପା ହୋଇଥାଏ ଓ ଯାହାବି ମନୋକମନା ହୋଇଥାଏ ତାହା ପୂର୍ଣ ହୋଇଥାଏ । ମାତା ତୁଳସୀଙ୍କ ଆରାଧନା ଆମେ ସମସ୍ତେ କରିଥାଉ ତୁଲସୀ ପାତ୍ର ବିନା ବିଷ୍ନୁଙ୍କ ପୂଜା ଅଧା ରହିଥାଏ ।

ମା ଲକ୍ଷ୍ମୀଙ୍କ ବହୁତ କୃପା ରହିଥାଏ ଯାହା ଘରେ ତୁଳସୀ ଗଛ ରହିଥାଏ । ଏହି ନବରାତ୍ରରେ କୌଣସି ଦିନରେ ଆପଣ ଆଣିପାରିବେ ଘରକୁ ତୁଳସୀଗଛ ଓ ସକାଳେ ସନ୍ଧ୍ୟାରେ ତୁଲସୀ ଗଛ ମୂଳରେ ଘିଅ ଦୀପ ଜଳାନ୍ତୁ । ସବୁଦିନ ସକାଳେ ତୁଲସୀ ଗଛକୁ ପାଣିଦେବେ, ଏମିତି କରିବା ଦ୍ଵାରା ଧନ ସମ୍ବନ୍ଧିତ ଓ ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିବ ନହିଁ । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ସେଇ ଘରେ ।

ଆଉ ଗୋଟେ ଗଛ ହେଉଛି କଦଳୀ ଗଛ ନବରାତ୍ରିର କୌଣସି ଦିନ ଶୁଭ ମୁହୂର୍ତ ଦେଖି କଦଳୀ ଗଛ ଘରେ ଲଗାନ୍ତୁ, ଏହା ବହୁତ ଶୁଭ ନେଇକି ଆସିଥାଏ । ଯଦି ସମ୍ବନ୍ଧିତ କିଛି ସମସ୍ୟା ଥାଏ ତାହା ଦୂର ହୋଇଥାଏ । ଯଦି କୁଣ୍ଡଳୀରେ ବୃହସ୍ପତି ଗ୍ରହ ସହିତ ଜଡିତ କିଛି ଦୋଷ ଥାଏ ତାହେଲେ ଗୁରୁବାର ଦିନ କଦଳୀ ଗଛର ପୂଜା ଆରାଧନା ଓ ହଳଦୀ ପାଣି ଢାଳିବେ ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ ଆପଣଙ୍କୁ ଧନ ସମ୍ବଧିତ କୌଣସି ପ୍ରକାର ସମସ୍ୟା ରହିବ ନହିଁ ।

ଏହି ନବରାତ୍ରି ପୂଜା ଦିନ ଶୁଭ ମୁହୂର୍ତ ଦେଖି କିଛି ଗଙ୍ଗ ଶିଉଳି ଫୁଲ ଆଣିବେ ଓ ଲାଲ କପଡାରେ ବାନ୍ଧି ମାଙ୍କର ପୂଜା ସରିଲା ପରେ ଯେଉଁଠି ଆପଣ ପଇସା ରଖୁଥିବେ ସେଠୀ ଏହି ଫୁଲକୁ ରଖିବା ଦରକାର ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ରହିଥାଏ ।

ଆଉ ଗୋଟିଏ ଉପାୟ ହେଉଛି ବର ଗଛରୁ ଗୋଟେ ପତ୍ର ନେଇକି ଆସିବେ ଓ ସେହି ପତ୍ରରେ ଟିକେ ହଳଦୀ ଗୋଳେଇବେ, ସେଇ ହଲଦିରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ ସେଇ ପତ୍ରକୁ ମାଙ୍କ ପାଖରେ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ଯାହାବି ଇଛା ରହିଛି ସବୁ ପୁରା ହୋଇଯିବ । ସବୁପ୍ରକାର ସମସ୍ୟାର ସମାଧାନ ହୋଇବଏହି ଉପାୟ କରିବା ଦ୍ଵାରା । ଯଦି କୌଣସି କାମରେ ବାଧା ଆଉଛି ସେଇ କାମ ବହୁତ ଭଲରେ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *