ଦର୍ଶକ ବନ୍ଧୁ ବିଶ୍ଵାସ ଆଉ ସମ୍ପର୍କ ରେ ଥରେ ବିଶ୍ଵାସ ଭାଙ୍ଗି ଗଲେ ସମ୍ପର୍କ ରେ ଫାଟ ସୃଷ୍ଟି ହୁଏ । ବିଶ୍ଵାସ ବିନା କୌଣସି ସମ୍ପର୍କ ବେସୀ ଦିନ ତିଷ୍ଠି ପାରେ ନାହି । ତେବେ ନିସନ୍ଦେହ ରେ କୁହା ଯାଇପାରେ ଦାଂପତ୍ଯ ଜୀବନ ସୁଖମୟ ପାଇଁ ଉଭୟ ସ୍ତ୍ରୀ ବାମୀ ଙ୍କ ମଧ୍ୟ ରେ ବିଶ୍ଵାସ ଅତ୍ୟନ୍ତ ଜରୁରୀ ଅଟେ । ହେଲେ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଜୀବନ ସାଥିଙ୍କ ବିଶ୍ଵାସ ଭାଙ୍ଗି ଲୁଚି ଅନ୍ୟ ଯୁବକ ଓ ଯୁବତୀ ଙ୍କୁ ପ୍ରେମ କରନ୍ତି ।
ହେଲେ ଯେତେବେଳେ ସତ ସାମ୍ନା କୁ ଆସେ ପରିସ୍ଥିତି ବଡ ଭୟଙ୍କର ହୁଏ । ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି ଜଣେ ମହିଳା ତାଙ୍କ ସ୍ଵାମୀ ଙ୍କ ପରକ୍ରିୟା ପ୍ରୀତି ସମ୍ପର୍କ ରେ ଜାଣିବା ପରେ ଆଗରେ ସ୍ଵାମୀ ଙ୍କୁ ବିଚ ରାସ୍ତା ରେ ପିଟିଛନ୍ତି । ବିବାହ ପରେ ବି ସ୍ଵାମୀ କରୁଥିଲେ ପରକ୍ରିୟା ପ୍ରୀତି । ଧରି ଦେଲେ ସ୍ତ୍ରୀ ।
ବିଚ ରାସ୍ତା ରେ କିଛି ଏମିତି କରିଲେ ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବାହାଘର ପରେ ବି ଅନ୍ୟ ଯୁବତୀ ଙ୍କ ସହ ସମ୍ପର୍କ ରଖୁଥିଲେ ସ୍ଵାମୀ । ପୂର୍ବ ରୁ ଏ ନେଇ ଖବର ପାଇଥିଲେ ବି ସ୍ତ୍ରୀ ଚୁପ ଥିଲେ । ସତେ ଯେମିତି ଅପେକ୍ଷା କରିଥିଲେ ସ୍ଵାମୀ ସେହି ଯୁବତୀ ଙ୍କ ପାଖକୁ ଯିବେ ଆଉ ତାଙ୍କୁ ଧରିବେ । ଆଉ ଠିକ ସେୟା ହିଁ ହେଲା ।
ସ୍ଵାମୀ ଯେବେ ଅନ୍ୟ ଯୁବତୀ ଙ୍କ ପାଖକୁ ଯାଇଥିଲେ ଠିକ ସେତିକି ବେଳେ ରେଡ ହ୍ୟାଣ୍ଡ ଧରିଥିଲେ ସ୍ତ୍ରୀ । ଖାଲି ଧରିଥିଲେ ତାହା ନୁହେଁ ବରଂ ସ୍ଵାମୀ କୁ ବିଚ ରାସ୍ତା ରେ କଲର ଧରି ମାଡ ମାରିଛନ୍ତି ସ୍ତ୍ରୀ । ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ।
ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ରାସ୍ତା ମଝିରେ ମହିଳା ଜଣକ ତାଙ୍କ ସ୍ଵାମୀ ଙ୍କ ସାର୍ଟ ଧରି ଟଣା ଓଟରା କରୁଛନ୍ତି । ବିବାହ ପରେ ଏ କେତେ ସଂଘର୍ଷ କରିଛନ୍ତି ଏହା କହିବା ସହ ବ୍ୟକ୍ତି ଙ୍କ ଗାଲକୁ ଚା-ପୁ-ଡା ଉପରେ ଚା-ପୁ-ଡା ମା-ରୁ-ଛ-ନ୍ତି । ଆଉ ମହିଳା ଜଣକ କହୁଛନ୍ତି ତୁମେ ଦ୍ଵିତୀୟ ବିବାହ କରିବ ମିତି ବାରମ୍ବାର କହି ଚାଲିଛନ୍ତି । ଏହା ପରେ ନିଜ ସ୍ଵାମୀ ଙ୍କ କଲର ଧରି ମା-ଡ ମା-ରୁ ଥିବାର ନଜର ଆସୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କରେ ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।