କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ ଓ ଯୁବକ ଯୁବତୀ ମାନେ ୫ ଦିନ ବ୍ୟାପୀ ଦୃଢବ୍ରତ ଭାବେ ପଞ୍ଚୁକ ପାଳନ କରିଥାନ୍ତି । ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାର କହିଥିଲେ । ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚୁକ ରଖା ଯାଇଛି । ଏହି ପଞ୍ଚୁକରେ ଏମିତି କିଛି କାମ କରିବା ଉଚିତ ନୁହେଁ ଯାହା ପାଇଁ ଖରାପ ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶୁଭ ସମୟରେ କାମ କରାଗଲେ ଶୁଭ ଫଳ ଓ ଅଶୁଭ ସମୟରେ କାମ କରାଗଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ କେଉଁ କାମ ପଞ୍ଚୁକରେ କରିବା ଅନୁଚିତ ସେହି ବିଷୟରେ ଆସନ୍ତୁ ଜାଣିବା । ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ରାଜଯୋଗ ରହିଛି । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ନୂଆ କାମ ପାଇଁ ଆପଣ ଅବସର ପାଇବେ । ନୂଆ ମିତ୍ରଙ୍କ ସହଯୋଗ ଆପଣ ପାଇବେ । ବେପାର କ୍ଷେତ୍ରରେ ଲାଭବାନ ହେବ ।
ଆପଣଙ୍କ ଜୀବନ ଧନଧାନ୍ୟରେ ପୁରା ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପଦ ଉନ୍ନତି ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ପାରିବାରିକ ମାହୋଲ ହସ ଖୁଶିର ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ ।
କର୍କଟ ରାଶି : ଏହି ରାଶିର ଲୋକଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ପାରିବାରିକ ମାହୋଲ ସୁଖ ଶାନ୍ତିର ରହିବ । ଅଚାନକ ଆପଣ ଖୁସି ଖବର ଶୁଣିବାକଉ ପାଇବେ । ଭାଗ୍ୟର ସାଥ ଆପଣଙ୍କୁ ମିଳିବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ତୁଳା ରାଶି : ଏହି ରାଶିର ଲୋକଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି । ଧନ ଲାଭର ଯୋଗ ରହିଛି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆପଣ କୌଣସି ନୂଆ ଯୋଜନାର ଶୁଭାରମ୍ଭ କରି ପାରିବେ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକଙ୍କର ମା ଲକ୍ଷ୍ମୀଙ୍କ କୃପାରୁ ଅଚନାକ ମାଲାମାଲ ହେବାକୁ ଯାଉଛନ୍ତି । ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ । ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ଅଧିକ ସମୟ ବିତାଇବାର ସୁଯୋଗ ଆପଣ ପାଇବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
