ମହାଲକ୍ଷ୍ମୀ ସ୍ଵୟ॰ ଆପଣଙ୍କ ଦ୍ଵାରରେ ଆସି କରିବେ ଧନ ଧାନ୍ୟ ବର୍ଷା, ମିଳିବ ପୂଣ୍ୟ ଲାଭ- ବାସ କରିବାକୁ ହେବ ଏହି ଛୋଟିଆ କାମ

ଘର ମନ୍ଦିରରେ ସକାଳେ ସନ୍ଧ୍ୟାରେ ପୂଜା କଲେ ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ, ଏବଂ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ, ଯେଉଁ ଘରେ ବିଧି ବିଧାନ ସହ ପୂଜା ଅର୍ଚନା ହୋଇଥାଏ ଶେଠୀ ସବୁ ଦେବୀ ଦେବତା ଏମିତି ଘରେ ବାସ କରନ୍ତି, ଘର ପୂଜା ଘର ସମ୍ବନ୍ଧିତ ଛୋଟ ଛୋଟ କଥା ମଧ୍ୟ ଧ୍ୟାନ ରଖିବା ଉଚିତ, ପୂଜା ଶ୍ରେଷ୍ଠ ଫଳ ପ୍ରାପ୍ତ ହୋଇଥାଏ ଏହା ସହ ସ୍ଵୟମ ମହାଲକ୍ଷ୍ମୀ ଆପଣଙ୍କ ଘରେ ଆସନ୍ତି । ତେବେ ଆସନ୍ତୁ କେଉଁ ଉପାୟ ଦ୍ଵାରା ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରଶନ କରି ପାରିବେ ।

Image Courtesy: Google

ସର୍ବପ୍ରଥମ ତୁଲସୀ ଗଛ ଘରେ ସ୍ଥାପିତ କରନ୍ତୁ କାହିଁକିନା ତୁଲସୀ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି ଏବଂ ଭାରତ ପ୍ରତି ଜାଗାରେ ସହଜରେ ଉପଲବ୍ଧ ଅଟେ, ତୁଳସୀ ଗଛ ସ୍ପର୍ଶ କରି ଘରେ ଆସୁଥିବା ପବନ ସାକ୍ଷାତ ଅମୃତ ଭଳି କାମ କରିଥାଏ, ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ, ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ଅଟେ ।

Image Courtesy: Google

ଯେଉଁ ଘରେ ଏକାକ୍ଷ ନଡିଆ ପୂଜା କରା ଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଏମିତି ଘରେ କେବେ ଅନ୍ନ, ଧନ ଏବଂ ଅସୁବିଧା ହୋଇ ନଥାଏ । ଗୋବରରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଗୋବରକୁ ଗୋ ବରଦାନ କୁହାଯାଏ, ଗୋବର ଦ୍ଵାରା ଘର ସଫା କଲେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

Image Courtesy: Google

ପଶ୍ଚିମ ଦିଶାରେ ମୁଖ କରି ପୂଜା କରିବା ଶୁଭ ସଂଚାର ହୋଇଥାଏ, ମନ୍ଦିର ଦିଶା ପୂର୍ବ ଦିଶାରେ ରହିବା ଉଚିତ ଅଟେ, ପୂଜା ଘରେ ପ୍ରତିମା ମୁଖ୍ୟ ଦ୍ଵାର ପାଖରେ ରଖିବା ଉଚିତ ନୁହ, ଘରେ ମନ୍ଦିର ସ୍ଥାପନା କରିବା ଆଗରୁ ଏହା ଦେଖିବା ଉଚିତ ଯେ ସୂର୍ଯ୍ୟ କିରଣ ଏବଂ ତାଜା ପବନ ସେ ଘରେ ଆସି ପାରୁଥିବା ଉଚିତ, ଏମିତି କଲେ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ନଥାଏ ।

Image Courtesy: Google

ପ୍ରାତଃ ଏବଂ ସନ୍ଧ୍ୟା ପୂଜାରେ ଘଣ୍ଟି ବଜେଇ ପୁରା ଘରେ ବୁଲିବା ଉଚିତ ଅଟେ, ଏମିତି କଲେ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ, ରାତିରେ ଶୋଇବା ଆଗରୁ ମନ୍ଦିର ପରଦା ଲଗେଇ ଦିଅନ୍ତୁ, ଘରେ ଗୋମୁତ୍ର ପକାନ୍ତୁ, ଏହି ଉପାୟ ଦ୍ଵାରା ଦେବିକ ଶକ୍ତି ଆପଣଙ୍କ ଘର ଉପରେ ବିଶେଷ କୃପା କରନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ଲେଖା ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *