ଛୋଟ ଛୋଟ ସଫଳତାର ଖୁସି ମନେଇବାରେ ବଡ ଲକ୍ଷ ହାତରୁ ଖସି ଯାଏ- Mahabharat

ମହାଭାରତ ଯୁଧ୍ୟରେ ପାଣ୍ଡବଙ୍କ ଯୋଦ୍ଧାଙ୍କୁ ମାରିବାରୁ କୌରବ ପାଳନ କରିଥିଲେ ଉତ୍ସବ, କିନ୍ତୁ ପାଣ୍ଡବ ବଡ ବଡ ଯୋଦ୍ଧାଙ୍କୁ ମାରି ବି ଶାନ୍ତ ରହିଲେ । ବଡ ଲକ୍ଷ ସେଇଲୋକ ମାନଙ୍କର ପୁରା ହୁଏ ଛୋଟ ଛୋଟ ଖୁସି ପାଳନ କରିବାପାଇଁ ଅଟକି ଯାଆନ୍ତି ନାହିଁ ।

ଆମର ଲକ୍ଷ ଠିକ କରିବା ସମୟରେ ଏହା ଦେଖିବାକୁ ପଡିବ କି ଆମରମୂଳ ଉଦେଶ୍ୟ କଣ ଓ ଏଥିରେ କେତଟା ସୋପାନ ଆସିବ । ଯଦି ଆମେ ଛୋଟ ସଫଳତା କି ଅସଫଳତା ରେ ଫଶୀ ରହିଗଲେ ତ ବଡ ଲକ୍ଷ ରେ ପହଞ୍ଚିବା ପାଇଁ କଠିନ ହୋଇଯିବ ।

Image Courtesy: Google

ମହାଭାରତ ଯୁଦ୍ଧରେ ପାଣ୍ଡବ ଓ କୌରବ ସେନା ମଧ୍ୟରେ ବ୍ୟବହାରରେ ଅନ୍ତର ଦେଖନ୍ତୁ । କୌରବ ର ନାୟକ ମାନେ ଦୁର୍ୟାଧନ,ଦୁଶାସନ,କର୍ଣ ଭଳି ଯୋଦ୍ଧା ଓ ପାଣ୍ଡବ ସେନାରେ ଦେଢଗୁଣ ସୈନିକ ଥାଇ ମଧ୍ୟ ସେ ହାରିଗଲେ । ଧର୍ମ -ଅଧର୍ମ ଟା ଗୋଟେ ବଡ କାରଣ ଥିଲା ଦୁଇସେନା ଭିତରେ କିନ୍ତୁ ତା ଠୁବଡ କାରଣ ଥିଲା ଦୁଇ ଜଣଙ୍କ ଲକ୍ଷର ଅନ୍ତର । କୌରବ କେବଳ ପାଣ୍ଡବ ମାନଙ୍କ ଲୋକସାଣି କରିବା ଉଦଶ୍ୟରେ ଲଢୁଥିଲେ ।

Image Courtesy: Google

ଯେବେ ପାଣ୍ଡବ ସେନାରୁ କିଆ ବି ମୃତ୍ୟୁ ବରଣ କରୁଥିଲେ ,କୌରବ ସେନା ଉଶ୍ଚ୍ହବ ପାଳନ କରୁଥିଲେ । ଯୌଥିରେ ବହୁତ ଭୁଲ ତାଙ୍କ ଦ୍ଵାରା ହେଉଥିଲା । ଅଭିମନ୍ୟୁକୁ ମାରି ସେଇଠାରେ ଉଶ୍ଚ୍ହବ ପାଳନ କରିବାରେ ଲାଗିଲେ । ଆରପକ୍ଷରେ ପାଣ୍ଡବ ମାନେ କୌରବ ସେନାର ବହୁ ଯୋଦ୍ଧାଙ୍କୁ ମାରି ଶାନ୍ତ ରହିଥିଲେ ।

Image Courtesy: Google

ସେମାନେ ଯୁଦ୍ଧଜିତିବାର ସୋପାନ ମା ନିଥିଲେ । ଭୀଷ୍ମ ,ଦ୍ରୋଣ ,କର୍ଣ,ସଲବ୍ୟା,ଦୁଶାସନ ଓ ଶକୁନି ଭଳି ଯୋଦ୍ଧାଙ୍କୁ ମାରି କେବେ ଉସ୍ଛାବ ପାଳି ନାହାନ୍ତି । ତାଙ୍କ ଲକ୍ଷ ଯୁଧ୍ୟ ଜିତିବାରେ ଥିଲା, ସେ ତାଙ୍କ ଉପରେ ଧ୍ୟାନ ରଖିଥିଲେ । କେବେବି ଟିକେ ସଫଳତାରେ ନିଜକୁ ଘୋଳି ବାକୁ ଦେଇନାହାନ୍ତି । ଶେଷରେ ପାଣ୍ଡବ କୌରବଙ୍କୁ ପରାଜିତ କରିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *