ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର, ଲାଗୁ ହେଲା ନୂଆ ଦାମ- ପଢନ୍ତୁ ସମ୍ପୂର୍ଣ ଖବର

ରୋଷେଇ ଗ୍ୟାସ ସିଲିଣ୍ଡର ଏବେ ଆହୁରି ମହଙ୍ଗା ହୋଇଯାଇଛି । ଲଗାତାର ଦୁଇ ମାସ ହେବ ଗ୍ୟାସ ଦାମ ବଢିବାକୁ ଲାଗିଛି । ଇଂଡିୟନ ଅୟେଲ କରପୋରେଶନ ୱେବସାଇଟ ଅନୁଯାଇ, ଏବେ ଦିଲ୍ଲୀ ରେ ୧୪.୨କିଲୋ ନନ୍ ସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫ଟଙ୍କା ବଢିଯାଇଛି ଯାହା ପରେ ଏବେ ସିଲିଣ୍ଡର ଦାମ ୬୦୫ଟଙ୍କା ହୋଇଯାଇଛି । ଏହି ବଢିଥିବା ଦାମ ୧ ଅକ୍ଟୋବର ରୁ ଲାଗୁ ହୋଇସାରିଛି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ।

ଅର୍ଥାତ ଏବେ ଆପଣଙ୍କୁ  ରୋଷେଇ ଗ୍ୟାସ ସିଲିଣ୍ଡରର ବଢିଥିବା ଦାମ ଅନୁସାରେ ଟଙ୍କା ଦବାକୁ ପଡିବ ।

ଆଇଓସିଏଲ ୱେବସାଇଟ ଅନୁଯାଇ କୋଲକାତା ରେ ୧୪.୨ କିଲୋ ନନ୍ ସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ର ଦାମ ବଢି ୬୩୦ଟଙ୍କା ହୋଇଛି,  ମୁମ୍ବାଇ ରେ ୫୭୪.୫୦ଟଙ୍କା, ଏବଂ ଚେନ୍ଣଇ ରେ ୬୨୦ଟଙ୍କା ହୋଇଯାଇଛି ।

ଏହି ପରି ଏଲପିଜି ସିଲିଣ୍ଡର ଦାମ ମୁମ୍ବାଇ ରେ ୧୨.୫୦ଟଙ୍କା ଏବଂ ଚେନ୍ନାଇ ରେ ୧୩.୫୦ଟଙ୍କା ବଢି ଅଛି ।

ଏହିପରି ଗତ ମାସ ବା ସେପ୍ଟେମ୍ବର ରେ ନନ ସବସିଡି ଏଲପିଜି ସିଲିଣ୍ଡରର ଦାମ  ୧୫.୫୦ ଟଙ୍କା ବଢିଥିଲା ।

ଏହା ଲଗାତାର ଦ୍ଵିତୀୟ ମାସ ଯେତେ ବେଳେ ଗ୍ୟାସ ସିଲିଣ୍ଡର ର ଦାମ ବଢିଛି । ଗ୍ୟାସ ସିଲିଣ୍ଡର ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ଅଟେ ଆଜି କା ଯୁଗ ରେ ଲୋକ ରୋସେଇ ପାଇଁ ଗ୍ୟାସ ପ୍ରୟୋଗ କରୁଛନ୍ତି ଯଦି ଏହା ବଢି ଯିବ ତାହେଲେ ବାଧ୍ୟ ହୋଇ ଲୋକଙ୍କୁ ଅଲଗା କିଛି ରାସ୍ତା ଆପଣେଇବାକୁ ପଡିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *