ଟ୍ରେନ ତଳେ ପଡିଗଲେ ମହିଳା ଆଉ ଶିଶୁ, ଆଉ ତା’ପରେ ହେଲା ଯେଉଁ ଚମତ୍କାର, ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ଵାସ କରି ପାରିବେନି, ଦେଖନ୍ତୁ ଭାଇରାଲ Video

ଆପଣମାନେ ବହୁତ ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ । ଯାହାକି ସମୟ ସମୟ ସାମ୍ନାକୁ ଆସିଥାଏ । ଏହି ସବୁ ଘଟଣା ବିଷୟରେ ଜାଣିବା ସତ୍ବେ ବି ନା ହିଁ ଲୋକମାନେ ସଚେତନ ହେଉଛନ୍ତି ଓ ନା ହିଁ ସୁଧୁରିବାକୁ ଚେଷ୍ଟା କରୁଛନ୍ତି । କିଛି ଯାତ୍ରୀ ଅଛନ୍ତି ଯେଉଁମାନେ ଚଳନ୍ତା ଟ୍ରେନରୁ ଚଢିବା ଓ ଓଲହାଇବାକୁ ଚେଷ୍ଟା କରନ୍ତି । ଯାହାକି ଭୁଲ ଅଟେ । କେବେ ବି ଏହିଭଳି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ କେଉଁ ସ୍ଥାନକୁ ଯିବାର ଅଛି ତେବେ କିଛି ଘଣ୍ଟା ପୂର୍ବରୁ ହିଁ ଷ୍ଟେସନକୁ ଯାଆନ୍ତୁ ଓ ଟ୍ରେନର ଅପକ୍ଷା କରନ୍ତୁ । ଟ୍ରେନ ଷ୍ଟେସନରେ ଛିଡା ହେବା ପରେ ଟ୍ରେନ ଭିତରକୁ ପ୍ରବେଶ କରନ୍ତୁ । ସେହିଭଳି ଓଲହାଇବା ସମୟରେ ବି ସାବଧାନ ହୋଇ ଓଲହାଇବା ଉଚିତ ।

ଟ୍ରେନ ପୁରା ଷ୍ଟେସନରେ ରହିବା ପରେ ହିଁ ଟ୍ରେନରୁ ଓଲହାନ୍ତୁ । ତାହା ପୂର୍ବରୁ ନୁହେଁ କିମ୍ବା ତାହା ପରେ ନୁହେଁ । ଦେଖାଯାଏ କି ପ୍ରାୟତଃ ଲୋକମାନେ ଟ୍ରେନ ଚାଲୁଥିବା ସମୟରେ ଟ୍ରେନରୁ ଓଲହାଇବାକୁ କିମ୍ବା ଚଢିବାକୁ ଚେଷ୍ଟା କରନ୍ତି । ଯେଉଁ କାରଣରୁ ସେମାନେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ଏମିତିରେ ଯାହାର ଭାଗ୍ୟ ଭଲ ଥାଏ ସେମାନେ ବଞ୍ଚି ଯାଆନ୍ତି ତ ଅନ୍ୟ ପଟେ କେତେକ ଲୋକମାନଙ୍କ ମୃତ୍ୟୁ ହୋଇଯାଏ ।

ଆଜି ଆମେ ଆପଣଙ୍କୁ ଯେଉଁ ଷ୍ଟେସନରେ ଘଟିଥିବା ଘଟଣା ବିଷୟରେ କହିବୁ ତାହା ଅତ୍ୟନ୍ତ ଭୟଙ୍କର ଅଟେ । ଏଥିରେ ମହିଳାର ଜୀବନ ଯାଉ ଯାଉ ରହିଗଲା । ଏହା ଅତି ଭୟଙ୍କର ଦୃଶ୍ୟ ଅଟେ । ଯାହାକୁ ଦେଖିଲେ ହିଁ ଆପଣ ଭୟଭୀତ ହୋଇଯିବ । ଏହି ଘଟଣା ମୁଙ୍ଗେର ଜିଲ୍ଲା ବିହାରର ଅଟେ । ଏଠି ଗୋଟିଏ ଟ୍ରେନ ଷ୍ଟେସନରେ ଆସି ଲାଗିଲା । ଟ୍ରେନ ଟି ଷ୍ଟେସନରେ ଅଟକି ବି ନ ଥିଲା କି ସେହି ସମୟରେ ଅଚାନକ ଗୋଟିଏ ମହିଳା ନିଜ କୋଳରେ ଧରିଥିବା ଶିଶୁକୁ ଧରି ଓଲହାଇବାକୁ ଚେଷ୍ଟା କରୁଛି ।

କିନ୍ତୁ ମହିଳା ଜଣକର ଶାଢୀ ଟ୍ରେନ ଭିତରେ ଲାଗି ଯାଇଥିବା କାରଣରୁ ଅଚାନକ ସେ ଟ୍ରେନ ତଳକୁ ଖସି ଗଲେ । ଦେଖୁ ଦେଖୁ ସେ ପୁରା ଭିତରକୁ ଚାଲିଗଲେ । ସେହି ସ୍ଥାନରେ ଭିଡ ଜମି ଗଲା । ଟ୍ରେନର ଅଧା ବଗି ମହିଳା ଓ ସେହି ଶିଶୁ ଉପରେ ଚାଲି ଗଲା । ପୋ-ଲି-ସ ସେହି ଟ୍ରେନକୁ ଅଟକାଇଲେ ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କର ଘଟଣା ଏହା ଥିଲା କି ନା ହିଁ ମହିଳାର ଓ ନା ହିଁ ସେହି ଶିଶୁର କିଛି ହୋଇଥିଲା । କେବଳ ମହିଳାକୁ ଅଳ୍ପ ଆଘାତ ଲାଗିଥିଲା । ଏଠି ମହିଳାର ଭାଗ୍ୟ ସାଥ ଦେଲା । ଯେଉଁ କାରଣରୁ ମହିଳା ଓ ତାହାର ଶିଶୁର ଜୀବନ ଚାଲିଗଲା ।

Leave a Reply

Your email address will not be published. Required fields are marked *