ଇଂଜେକ୍ସନ କିଣିବାକୁ ଯାଇ ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୪୮ ହଜାର ଟଙ୍କା, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ଅ-ନ୍ଲା-ଇ-ନ ଠ-କେ-ଇର ମା-ମ-ଲା ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ତଙ୍କୁ ଏତେ ସଚେତନ କରିବା ସତ୍ବେ ବି ଆଜି ବହୁତ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅତି ସହଜରେ ଅ-ନ୍ଲା-ଇ-ନ ଠ-କେ-ଇର ଶି-କା-ର ହୋଇ ହଜାର ହଜାର ଟଙ୍କା କିମ୍ବା ଲକ୍ଷ ଲକ୍ଷ ଟଙ୍କା ଏହି ଅ-ନ୍ଲା-ଇ-ନ ଚୋରମାନଙ୍କୁ ଦେଇ ଦେଉଛନ୍ତି ।

ଅ-ନ୍ଲା-ଇ-ନ ଠ-କେ-ଇର ଶି-କା-ର ନ ହେବା ପାଇଁ ବିଭିନ୍ନ ଏପ ବିଭିନ୍ନ ପ୍ରକାରର ସିଷ୍ଟମ କରି ରଖିଛନ୍ତି ତଥାପି କିଛି ଲୋକମାନ ଏହାକୁ ନ ବୁଝି ପାରି ଠ-କା-ମିର ଶି-କା-ର ହୋଇ ଯାଉଛନ୍ତି । ପୁଣି ଥରେ ଏହିଭଳି ଏକ ମା-ମ-ଲା ଭୁବନେଶ୍ଵରରେ ଘଟିଛି । ଯେଉଁଠି ଜଣେ ମହିଳା ଅ-ନ୍ଲା-ଇ-ନରେ ଇଂଜେକସନ କିଣିବାକୁ ଯାଇ ହଜାର ହଜାର ଟଙ୍କାର ଠ-କା-ମିର ଶି-କା-ର ହୋଇଛନ୍ତି ।

କହିଦେଉଛୁ କି ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସତି ହେଉଥିବା ଜଣେ ରୋଗୀଙ୍କ ସ-ମ୍ପ-ର୍କୀୟ ଏହି ଠ-କା-ମିର ଶି-କା-ର ହୋଇଛନ୍ତି । ଜଗତସିଂହପୁର ଅଜୟ ଭୁଇଁ ବ୍ଲାକ ଫଙ୍ଗସରେ ଆ-କ୍ରା-ନ୍ତ ହେବା ପରେ ତାଙ୍କର ସ-ମ୍ପ-ର୍କୀୟମାନେ ତାଙ୍କୁ ଭୁବନେଶ୍ବରର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ତାଙ୍କର ଚିକିତ୍ସା ଚାଲିଥିଲା । ଅଜୟଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ଇଂଜେକସନ ଦରକାର ହେଲା ।

ଯାହାକି ସେହି ସ୍ଥାନରେ ମିଳୁ ନ ଥିଲା । ଏମିତିରେ ସେହି ହସ୍ପିଟାଲର ଜଣେ ନର୍ସ ଅ-ନ୍ଲା-ଇ-ନରେ ଏହି ଇଂଜେକସନ ମିଳୁଛି ବୋଲି କହିଥିଲେ ଓ ଏହାର ଏକ ଲିଙ୍କ ବି ସେ ଅଜୟଙ୍କ ପତ୍ନୀ ସୁଜାତାଙ୍କୁ ପଠାଇଥିଲେ । ଅଜୟଙ୍କ ପତ୍ନୀ ସୁଜାତା ଅ-ନ୍ଲା-ଇ-ନରେ ଇଂଜେକସନକୁ ଦେଖି ସେ କିଣିବା ପାଇଁ ଚେଷ୍ଟା କରିଲେ । ସେହି ଇଂଜେକସନର ମୂଲ୍ୟ ୪୮ ହଜାର ଟଙ୍କା ଦେଖାଇବାରୁ ମହିଳା ଜଣକ ଅ-ନ୍ଲା-ଇ-ନରେ ହିଁ ପୁରା ୪୮ ହଜାର ଟଙ୍କା ପେମେଣ୍ଟ ବି କରିଦେଲେ ।

କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ଇଂଜେକସନ ମିଳି ନାହିଁ । ଏତିକି ନୁହେଁ କିଛି ସମୟ ପରେ ଅ-ନ୍ଲା-ଇ-ନରେ ବିକ୍ରି କରିଥିବା ଲୋକମାନଙ୍କ ମୋବାଇଲ ଫୋନକୁ ଯେତେବେଳେ ସୁଜତା ଫୋନ କରିଲେ ତେବେ ତାଙ୍କ ଫୋନ ବି ସୁଇଚଅଫ ହୋଇ ଯାଇଛି । ଏହା ପରେ ମହିଳା ଜଣକ ଜାଣି ପାରିଲେ କି ସେ ଅ-ନ୍ଲା-ଇ-ନ ଠ-କା-ମିର ଶି-କା-ର ହୋଇଛନ୍ତି ଓ ସେ ଏକ ଅ-ଭି-ଯୋ-ଗ ବି ଦାୟର କରିଛନ୍ତି ।

ବର୍ତ୍ତମାନ ମହିଳା ଜଣକ ମିଡିଆ ସାମ୍ନାକୁ ଆସି କହିଛନ୍ତି କି ଏତେ ଟଙ୍କା ହାରିବା କାରଣରୁ ତାଙ୍କୁ ବର୍ତ୍ତମାନ ବହୁତ ଅସୁବିଧା ହେଉଛି । ଏହା ସହିତ ସେ ପ୍ରଶାସନକୁ ବି ଏହି ସବୁ ମା-ମ-ଲା ପ୍ରତି ଅଧିକ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *