ରାତିର ଏହି ସମୟରେ ରଖନ୍ତୁ ନାହିଁ ଶାରୀରିକ ସମ୍ବନ୍ଧ- ନହେଲେ ଆସିବ ଅକାଳ ମୃତ୍ୟୁ

ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି କଥା ଆଣିଛୁ ଯାହା ଜଣାରେ ବା ଅଜାଣତ ରେ ମହିଳାମାନେ କଲେ ଘର ନଷ୍ଟ ହୋଇଥାଏ ଘରେ ଦରିଦ୍ରତା ଏବଂ ବହୁତ ପ୍ରକାର ସମସ୍ଯା ଆସିଥାଏ, ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆମ ଜୀବନ ପାଇଁ ବହୁତ ହାନିକାରକ ଅଟେ ଏବଂ ଆମକୁ ଘର ମହିଳାଙ୍କୁ ଏହା କରିବାରୁ ଅଟକେଇବା ଉଚିତ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି କାମ ଗୁଡିକ ବିଷୟରେ ଏବଂ ଚେଷ୍ଟା କରିବା ଯେମିତି ଆମ ଦ୍ଵାରା ଏହି ଭୁଲ ନହେଉ ।

Image Courtesy: Google

୧. ଖିର ବା ଦହି :

ଶାସ୍ତ୍ର ଅନୁଯାଇ ସନ୍ଧ୍ୟା ହେଲା ପରେ କାହାକୁ ଖିର ବା ଦହି ଦିଅନ୍ତୁ ନାହିଁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରିଥାନ୍ତି ଯାହା ଫଳରେ ଆପଣଙ୍କ ଘରେ ଦରିଦ୍ରତା ବାସ କରିଥାଏ, ଏବଂ ଆପଣଙ୍କ ସବୁ ସମ୍ପତି ନଷ୍ଟ ହୋଇଥାଏ ସେଥିପାଇଁ ସନ୍ଧ୍ୟା ହେଲା ପରେ କାହାକୁ ଖିର ବା ଦହି ଦିଅନ୍ତୁ ନାହିଁ ।

Image Courtesy: Google

୨. ଅଇଁଠା ବାସନ :

ଶାସ୍ତ୍ର ଅନୁଯାଇ ମା ଅନପୂର୍ଣା ରୋଷେଇ ଘରେ ବାସ କରନ୍ତି ତେବେ ଏମିତିକା ସ୍ଥିତି ରେ ଯଦି ଆପଣ ଘରେ ରାତିରେ ଅଇଁଠା ବାସନ ଛାଡି ଦିଅନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ସମସ୍ଯା ଉତପନ ହୋଇଥାଏ ଏବଂ ମାତା ଅନପୂର୍ଣା ମଧ୍ୟ ଆପଣଙ୍କ ଘର ଛାଡି ଯାଇ ଥାନ୍ତି ସେଥିପାଇଁ ସବୁବେଳେ ରାତିରେ ଶୋଇବା ଆଗରୁ ରୋଷେଇ ଘର ସଫା ସୁଥୁରା କରି ବାସନ ସଫା କରି ଶୋଇବାକୁ ଯିବା ଉଚିତ ଏହା ଦ୍ଵାରା ମା ଅନପୂର୍ଣା ମଧ୍ୟ ଖୁସି ହୁଅନ୍ତି ଏବଂ ଆପଣଙ୍କୁ ସକାଳେ ଅଧିକ କାମ ବଢି ନଥାଏ ।

Image Courtesy: Google

୩. ଚୁଟି ଖୋଲା କରିବା :

ବହୁତ ମହିଳା ମାନଙ୍କୁ ରାତିରେ ଚୁଟି ଖୋଲି ଶୋଇବାର ଅଭ୍ଯାସ ହୋଇଥାଏ ଏହି ଭଳି ଅଭ୍ଯାସ ଘରେ ନକାରାତ୍ମକ ଊର୍ଜା ଆଣିଥାଏ ସେଥିପାଇଁ ଭୁଲରେ ମଧ୍ୟ ରାତିରେ ଚୁଟି ଖୋଲା କରି ସୁଅନ୍ତୁ ନାହିଁ ଏହା ବହୁତ ଖରାପ ଅଭ୍ଯାସ ଅଟେ ।

୪. ଲୁଣ :

ରାତିରେ ଶୋଇବା ଆଗରୁ ସବୁ ଘରେ କାଗଜରେ ଲୁଣ ରଖି ଦିଅନ୍ତୁ, ଏବଂ ସକାଳେ ଉଠି କାହା ସହ କିଛି ନକଥା ହୋଇ ଆଗ ଏହି ଲୁଣକୁ କୌଣସି ନାଳ, ବା ବାହାର ଜାଗାରେ ଫୋପାଡି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘର ସବୁ ନକାରାତ୍ମକ ଶକ୍ତି ଘର ବାହାରକୁ ପଳାଇଥାଏ ଏବଂ ଘରେ ସୁଖ ଶାନ୍ତି ବାସ କରିଥାଏ ।

Image Courtesy: Google

୫. ଏହି ସମୟରେ ଶାରୀରିକ ସମ୍ପର୍କ :

ଯେମିତିକି ଆପଣ ଜାଣିଛଣିତ ରାତି ୧୨ତ ପରେ ଦିନ ବଦଳିଥାଏ ବା ତାରିଖ ବଦଳିଥାଏ । ବ୍ରହ୍ମମୁହୂର୍ତର ପୂର୍ବ ଦିନ ଆରମ୍ଭ ହୋଇଥାଏ, ଏହି ସମୟରେ ମଣିଷର ଆଧ୍ୟାତ୍ମିକ ଓ ମାନସିକ ଶକ୍ତି ଜାଗୃତ ହୋଇଥାଏ । ସେଥିପାଇଁ ରାତି ୩ତା ପରେ ବ୍ୟକ୍ତିକୁ ଶାରୀରିକ ସମ୍ପର୍କ ବନାଇବା ଭଲ ନୁହେଁ ।

Leave a Reply

Your email address will not be published. Required fields are marked *