ରାସ୍ତା ମଝିରେ ମହିଳାଙ୍କ ଶରୀରରେ ପ୍ରବେଶ କରିଲା ଆତ୍ମା! ଯାହା ନ ଦେଖିଲେ ବିଶ୍ଵାସ କରି ହେବ ନାହି: ଦେଖନ୍ତୁ Video

ଆମ ଦେଶରେ ଆଜି ବି ଏମିତି ଲୋକ ମାନେ ଅଛନ୍ତି ଯେଉଁ ମାନେ ଭୁ-ତ ପ୍ରେ-ତ ରେ ବିଶ୍ଵାସ ରଖିଛନ୍ତି । କିନ୍ତୁ ବିଜ୍ଞାନ ଅନୁସାରେ ଏ ସବୁ ଏକ ଅନ୍ଧବିଶ୍ଵାସ ଅଟେ । ଭୁତ ପ୍ରେ-ତ ଭଳି କିଛି ଏ ଦୁନିଆରେ ନାହି । କିନ୍ତୁ ଏମିତି କିଛି ଦୃଶ୍ୟ ରହିଛି ଯାହାକୁ ଆଖିରେ ଦେଖିଲେ ବିଶ୍ଵାସ କରିବାକୁ ବାଧ୍ୟ ହେବେ । ଆଜିର ଆମର ଏହି ଲେଖା ରେ ଏମିତି ଏକ ଘଟଣା ରହିଛି । ଯାହା ଭୁ-ତ ପ୍ରେ-ତ ବା ଆ-ତ୍ମା ଉପରେ ଆଧାରିତ ଅଟେ । ତେବେ ଆସନ୍ତୁ ଜାଣିବା ସେହି ପୁରା ଘଟଣା ର ସତ୍ୟତା କଣ ରହିଛି ।

ଆପଣ ମାନେ କେବେ କୌଣସି ବ୍ୟକ୍ତି କୁ ଓଲଟା ଚାଲିବାର ଦେଖିଛନ୍ତି । ଏପରି କା-ଣ୍ଡ କେବଳ ଆ-ତ୍ମା ବା ପ୍ରେ-ତା-ତ୍ମା ମାନେ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ସତ୍ୟ ଘଟଣା ନେଇ ଆସିଛୁ ।

ଏହି ଘଟଣା ଟି ଜୁଲାଇ ୨୦୨୧ ରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା ଯେଉଁଠାରେ ଜଣେ ମହିଳା ଓଲଟା ଦୌଡିବାରେ ଲାଗିଛନ୍ତି । ଏହି ଭି-ଡି-ଓ ରେ ମହିଳା ଜଣକ ନାଲି ଡ୍ରେସ ପିନ୍ଧି ଥିବାର ନଜର ଆସୁଛନ୍ତି ।

ଏହା ପରେ ମହିଳା ଜଣକ ଖାଲି ପାଦ ରେ ଓଲଟା ଦୌଡିବାର ଦେଖି ସେଠାରେ ଥିବା ଲୋକ ମାନେ ଭୟଭୀତ ହୋଇ ଯାଇଛନ୍ତି ଯାହା ଏହି ଭି-ଡି-ଓ ରେ ନଜର ଆସୁହକି । ମହିଳା ଙ୍କୁ ଏପରି ଅଜବ କା-ଣ୍ଡ କରିବାର ଦେଖି ସେଠାରେ ଥିବା ଲୋକ ମାନେ ଭୟ କରିବା ସ୍ଵାଭାବିକ କଥା ଅଟେ । ଏହି ଭି-ଡି-ଓ ଟିକୁ ସେଠାରେ କାର ରେ ବସିଥିବା ଜଣେ ବ୍ୟକ୍ତି ସୁଟ କରିଥିଲେ । ଯେଉଁ ବ୍ୟକ୍ତି ଏହି ଭି-ଡି-ଓ ସୁଟ କରୁଥିଲେ ସେ ମଧ୍ୟ ଜାଣିବାକୁ ଚାହୁଁ ଥିଲେ ଯେ ମହିଳା ରାସ୍ତାରେ ଯାଉଥିବା ସମୟରେ ଏପରି ହରକତ କେମିତି କରୁଛନ୍ତି ।

ହୁଏ ମହିଳା ଙ୍କ ଶରୀର ରେ ଅଚାନକ କୌଣସି ଖରାପ ଶକ୍ତି ର ପ୍ରବେଶ ହୋଇଛି ନା ମହିଳା ପାଗଳ ହୋଇଛନ୍ତି ନା ସେ ଜାଣି ଜାଣି ଏଭଳି ଅଭିନୟ କରୁଛନ୍ତି । ତେବେ ଏହି ଘଟଣା ରୁ ଏୟା ଲାଗୁଛି ଯେ ମହିଳା ଙ୍କ ଶରୀର ରେ ଯେମିତି କୌଣସି ଖରାପ ଶକ୍ତିର ପ୍ରବେଶ ହୋଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *