ବିଚ ରାସ୍ତାରେ ଦୁଇ ମହିଳା ମଧ୍ୟରେ ହେଲା ଜବରଦସ୍ତ ଲଢେଇ, ସୋସିଆଲ ମିଡିଆରେ Video ହେଉଛି ନିଆଁ ପରି ଭାଇରାଲ

ନମସ୍କାର ବନ୍ଧୁଗଣ । ଆମ ସମାଜ ରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟୁଛି । କିଛି ଘଟଣା ପାରିବାରିକ ହେଉ ବା ଅନ୍ୟ କୌଣସି କାରାନରୁ ହେଉ କିନ୍ତୁ ଘଟିବାରେ ଲାଗିଛି । ଯାହାର ପରିଣାମ ଅନେକ ଲୋକ ମାନଙ୍କୁ ସାମନା କରିବାକୁ ପଡୁଛି । ଆଜିର ଆମ ର ଏହି ଲେଖାରେ ଏମିତି କିଛି ଘଟଣା ରହିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି । ଏହି ଭିଡିଓ ରେ ଦୁଇ ପକ୍ଷ ଙ୍କ ବୁଝାମଣା ଭୁଲ ହୋଇ ଥିବାରୁ ଏତେ ଜୋର ରେ କଳହ ଲାଗିଛି ଯେ ନ ଦେଖିଲେ ବିଶ୍ଵାସ ହେବ ନାହି ।

ଏହି ଘଟଣା ଟି ଘଟିଛି ଦୁଇ ପରିବାର ମଧ୍ୟ ରେ ଯେଉଁଠାରେ ଦୁଇ ମହିଳା ପରସ୍ପର ମଧ୍ୟ ରେ କିଛି ଭୁଲ ବୁଝାମଣାର ଶିକାର ହୋଇଛନ୍ତି । ଯାହା ପାଇଁ ଏହି ଦୁଇ ମହିଳା ନିଜର ଲାଜ ସରମ ଭଳି ରାସ୍ତା ମଝିରେ ପରସ୍ପର ମଧ୍ୟ ରେ ମାରପିଟ କରିବାରେ ଲାଗିଛନ୍ତି । ଏହି ଘଟଣା ଟି ଘଟିଛି ଫରିଦାବାଦ ର ଗାଁ ବସନ୍ତପୁର ରେ । ସୂଚନା ଅନୁସାରେ ଦୁଇଆ ମହିଳା ଙ୍କ ମଧ୍ୟରେ କଥା ହେଉଥିବା ସମୟରେ ଏହା କଳହର ରୂପ ନେଇଥିଲା । ଦୁଇ ମହିଳା ଜଣକ ପରସ୍ପର କୁ ଏତେ ଖରାପ ଭାଷାରେ ଗା-ଳି ଗୁ-ଲ-ଜ କରୁଛନ୍ତି ଯାହା ସେମାନଙ୍କ ସହ ତାଙ୍କ ପରିବାର ପାଇଁ ନି-ନ୍ଦ-ନୀ-ୟ ଅଟେ ।

ଏହି ଘଟଣା କୁ ନେଇ ଦୁଇ ମହିଳା ପରସ୍ପର ବିରୁଦ୍ଧରେ ପୋଲିସରେ ଅ-ଭି-ଯୋ-ଗ କରିଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣା ର ଯାଞ୍ଚ କରିବାରେ ଲାଗିଛି । ଦୁଇ ମହିଳା ଙ୍କ ମଧ୍ୟ ରେ ଏତେ ଜୋରସୋର ଝଗଡା ହୋଇଛି ଯେ ତାଙ୍କ ପରିବାର ଲୋକ ଏମାନେ ଏଥିରେ ସାମିଲ ହୋଇଛନ୍ତି । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏମାନେ ଏହି ଝଗଡାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ।

ଦୁଇ ମହିଳା ନିଜର ସବୁ ସୀମା ପାର କରି ଆଗ ପଛ ନ ଭାବି ଏମିତି କା-ଣ୍ଡ କରିଛନ୍ତି ଯାହା ଆମ ସମାଜ ପାଇଁ ଲ-ଜ୍ୟା ଜନକ ଘଟଣା ଅଟେ । ତେବେ ଏହି ଭିଡିଓ ରେ କିଛି ଯୁବକ ମାନେ ମଧ୍ୟ ଏହି ଘଟଣା ର ଫାଇଦା ଉଠାଇ ନିଜ ନିଜ ଭିତରେ କଳହ କରିବାରେ ଲାଗିଛନ୍ତି ବୋଲି ଜଣା ପଡୁଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *